Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଚର୍ଚ୍ଚାରେ “ସାଥ ନିଭାନା ସାଥିୟା”ର କୋକିଲାବେନଙ୍କ ଭିଡିଓ !

ମୁମ୍ବାଇ: ଟିଭିରେ ସିରିଜ୍ ଦେଖନ୍ତୁ ଅବା ନଦେଖନ୍ତୁ । ହେଲେ ଇଣ୍ଟରନେଟରେ ଆପଣଙ୍କୁ ମିଳିଯିବ ଏଣ୍ଟରଟେନମେଣ୍ଟର ଭରପୁର ଖୋରାକ । ନିକଟରେ ସିରିଜ୍ ସାଥି ନିଭାନା ସାଥିୟାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଯେଉଁଥିରେ ପପୁଲାର କ୍ୟାରେକ୍ଟର କେକିଲାବେନ୍ ଓ ବୋହୂ ଗୋପୀଙ୍କୁ…

ସୁଶାନ୍ତଙ୍କ ଶରୀରରେ ଲିଗେଚର ମାର୍କ; ଜାଣନ୍ତୁ କ’ଣ ଏହି ଚିହ୍ନ…

ମୁମ୍ବାଇ: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇ ମୁମ୍ବାଇରେ ପହଞ୍ଚିଛି । ଏହି ମାମଲାରେ ଶୁକ୍ରବାର ଦିନ ସିବିଆଇ କିଛି ଲୋକଙ୍କୁ ପଚରାଉଚରା କରୁଛି । ଏଭଳି ସମୟରେ ତାଙ୍କର ଅଟୋପ୍ସି ରିପୋର୍ଟ ସାମ୍ନାକୁ ଆସିଛି । ଯାହାକୁ ନେଇ…

ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର; ଝିଅର କାନ୍ଦଦେଖି ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୋନୁ ସୁଦ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦ ପୁଣି ଜଣେ ଅଭାବୀ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗରିବଙ୍କ ଭଗବାନ ବନିଯାଇଥିବା ସୋନୁ ସୁଦ ସବୁ ଅସହାୟଙ୍କ ଡାକ ଶୁଣି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବା ଦେଖା ଯାଇଛି। ଟ୍ୱିଟରରେ ସେୟାର…

ସୁଶାନ୍ତଙ୍କ ଘରୁ ବାହାରି ଆସିବା ପରେ ମହେଶ ଭଟ୍ଟଙ୍କ ସହ ରିୟାଙ୍କର କଣ ଥିଲା ହ୍ୱାଟସ୍ ଆପ୍ ଚାଟ୍ ?

ମୁମ୍ବାଇ: ଜୁନ ୮ ତାରିଖରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ମଧ୍ୟରେ ହୋଇଥିବା ହ୍ୱାଟ୍ସ ଆପ୍ ଚାଟ୍ ଏବେ ଭାଇରାଲ ହେଉଛି । ରିୟା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଘର ଛାଡିବା ପରେ ଦୁହିଁଙ୍କ ମଧ୍ୟରେ ଏହି କଥାବାର୍ତା ହୋଇଥିଲା । ଚାଟ୍‌ରୁ ଯାହା…

ସୁଶାନ୍ତଙ୍କ ମୃତ୍ୟୁ ଦିନ ବାନ୍ଦ୍ରା ଘରକୁ ଯାଇଥିଲା କି ୨ଟି ଆମ୍ବୁଲାନ୍ସ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏପରିକି ତାଙ୍କ ମୃତଦେହକୁ ନିକଟସ୍ଥ ବାବା ହସ୍ପିଟାଲ ବଦଳରେ କୁପର ହସ୍ପିଟାଲକୁ ନିଆଯିବା ଘଟଣାକୁ ଅନେକ ସନ୍ଦେହରେ ଦେଖୁଛନ୍ତି । ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରୁ ଦୁଇଟି ମୃତଦେହକୁ ବ୍ୟବଚ୍ଛେଦ ପାଇଁ…

ସୁଶାନ୍ତଙ୍କ ଆଇନଗତ ଉତରାଧିକାରୀ ହେଲେ ବାପା କେକେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ମୃତକ ସୁଶାନ୍ତଙ୍କ ଲିଗାଏ ହେୟାର ଭାବେ ସେ ନିଜକୁ ଘୋଷଣା କରିଛନ୍ତି । ପରିବାର ସଦସ୍ୟ ବ୍ୟତୀତ ଅନ୍ୟ କେହି ସୁଶାନ୍ତ ବିଷୟରେ ବିନା ଅନୁମତିରେ କିଛି କହିପାରିବେ ନାହିଁ ।…

ବିକି କୌଶଲଙ୍କ ସହ ରୋମାନ୍ସ କରିବେ ସୁନ୍ଦରୀ ମାନୁଷୀ ଛିଲର୍‌!

ମୁମ୍ବାଇ: ଖୁବ୍‌ଶୀଘ୍ର ‘ଉରୁ’ ଫେମ୍ ବିକି କୌଶଲଙ୍କ ସହ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲର । ସେ ତାଙ୍କ ଦ୍ୱିତୀୟ ବଲିଉଡ ମୁଭି ପାଇଁ ସାଇନ୍ କରିଛନ୍ତି । ୟଶ୍ ରାଜ୍ ଫିଲ୍ମସ ବ୍ୟାନେରରେ ତିଆରି ହେବାକୁଥିବା ଏହି ଫିଲ୍ମଟି ଏକ କମେଡି ଫିଲ୍ମ ହେବ ବୋଲି ଶୁଣିବାକୁ ମିଳିଛି ।…

ସୁଶାନ୍ତ ସିଂ ରାଜପୁତ କେସ୍:ସିବିଆଇକୁ ୧୪ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡିବ

ନୂଆଦିଲ୍ଲୀ:ସୁଶାନ୍ତ ସିଂ ରାଜପୁତ କେସ୍ ଏବେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ,  କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ମଧ୍ୟ…

ଯୌନ ନିର୍ଯ୍ୟାତନା ମାମଲାରେ ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍

ନୂଆଦିଲ୍ଲୀ: ଯୌନ ନିର୍ଯ୍ୟାତନା ମାମଲାରେ ରାଷ୍ଟ୍ରୀୟ ମହିଳା କମିଶନ୍ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ସହିତ ଆଉ ୪ ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି`। ଏହି ନୋଟିସରେ ମୌନି ରୟ, ଉର୍ବଶୀ ରୌତେଲା, ରଣବିଜୟ ସିଂ ଓ ପ୍ରିନ୍ସ ନରୁଲାଙ୍କ ନାଁ ରହିଛି । ଏମାନେ ଜଣେ ଯୁବତୀଙ୍କୁ ମଡେଲିଂ ଆଳରେ ଯୌନ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏମମାଲରେ ଏପର୍ଯ୍ୟନ୍ତ ସଂଗୃହୀତ ସମସ୍ତ ପ୍ରମାଣ , ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ…