Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରହେମାନଙ୍କ ସନ୍ଦେହ ଦୂର କଲେ ଶେଖର କାପୁର, ଓସ୍କାର ସମ୍ମାନ ବଲିଉଡରେ ମୃତ୍ୟୁ ସହ ସମାନ

ମୁମ୍ବାଇ: ଭାରତୀୟ ଫିଲ୍ମ ଦୁନିଆରେ ଦୁଇ ମହାରଥୀ ସଙ୍ଗୀତକାର ଏଆର ରହେମାନ ଏବଂ ନିର୍ଦ୍ଦେଶକ ଶେଖର କାପୁର ଖୋଲାଖୋଲି ଭାବେ ବଲିଉଡର ପକ୍ଷପାତିତା ଏବଂ ଅପାରଗ ପଣିଆକୁ ପଦାରେ ପକାଇଛନ୍ତି । ଦିଲ ବେଚାରା ଫିଲ୍ମରେ ସଙ୍ଗୀତ ଦେଇ ରହେମାନ ପୁଣି ପ୍ରଶଂସକଙ୍କ ମନ କିଣି ପାରିଛନ୍ତି । ରବିବାର…

ସୁଶାନ୍ତଙ୍କ ଦିଲ ବେଚାରା ଦେଖି ଭାବ ପ୍ରବଣ ହୋଇ ପଡିଲେ କ୍ରିକେଟର ମନୋଜ ତିୱାରୀ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ ବେଚାରା ୱେବ ଓ ଓଟିଟି ଦୁନିଆରେ ଝଡ ସୃଷ୍ଟି କରୁଛି କହିଲେ ଭୁଲ ହେବ ନାହିଁ । ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିବା ସହ ଆଇଏମଡିବି ୯.୭ ରେଟିଂ ଦେଇଛି । ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ଦେଖି ଭାରତୀୟ କ୍ରିକେଟର…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌: କରନ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବଲିଉଡର ନକାରାତ୍ମକ ଦିଗକୁ ଉଜାଗର କରିଛି । ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ରବିବାର କରଣ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ ପଠାଇଛି । ଆତ୍ମହତ୍ୟା ମାମଲାରେ ଏହି ଦୁଇ ଜଣଙ୍କ ନାମ ଉଠିଥିବାରୁ ପୋଲିସ ଏହି ପଦକ୍ଷେପ ଗ୍ରହଣ…

ଆସିଲା ବଲିଉଡ୍ ଫିଲ୍ମ ‘ଥ୍ରିଲର୍’ର ଫାଷ୍ଟ ଲୁକ୍; ଲିଡ୍ ରୋଲରେ ଓଡିଆ ଝିଅ ଅପସରା

ଭୁବନେଶ୍ୱର: ବଲିଉଡ୍ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍’ ଫିଲ୍ମର ପୋଷ୍ଟର ରିିଲିଜ ହୋଇଯାଇଛି । ଯେଉଁଥିରେ ଦର୍ଶକେ ଓଡିଆ ଝିଅ ଅପସରା ରାଣୀଙ୍କୁ ଦେଖିବାକୁ ପାଇବେ । ଏସମ୍ପର୍କରେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ନିଜେ ରାମ ଗୋପାଳ ବର୍ମା ।…

୧୦୦ ବଲିଉଡ ଡ୍ୟାନ୍ସରଙ୍କ ଆକାଂଉଟରେ ଟଙ୍କା ଜମା କଲେ ହ୍ରିତିକ

ମୁମ୍ବାଇ: କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରର ଲୋକେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ଡ୍ୟାନ୍ସରଙ୍କୁ ଆର୍ଥୀକ ସହାୟତା ଯୋଗାଇଛନ୍ତି । ସେ ସେମାନଙ୍କ ଆକାଂଉଟରେ ସିଧାସଳଖ ଟଙ୍କା ଜମା କରିଛନ୍ତି । ଏହି ମେସେଜ ପାଇବା…

ମୋ ବିରୁଦ୍ଧରେ ଗୋଟିଏ ଗ୍ୟାଙ୍ଗ ଷଡଯନ୍ତ୍ର କରୁଛି : ଏଆର ରହେମାନ

ମୁମ୍ବାଇ:ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡର ଗୋଟିଏ ଗ୍ୟାଙ୍ଗ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ମୁଁ ଯେପରି କାମ ନ ପାଇବି ସେ ନେଇ ବୁଦ୍ଧି ଖଟାଉଛନ୍ତି । ପ୍ରଥମେ ପ୍ରଥମେ ମୁଁ ବୁଝି ପାରୁ ନ ଥିଲେ ଇଣ୍ଡଷ୍ଟ୍ରିରେ…

ରେକର୍ଡ କଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଗତକାଲି ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ । ଯାହାଫଳରେ ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇବା ସହ ରେକର୍ଡ ସୃଷ୍ଟି କରିଛି ଏହି ଫିଲ୍ମ ।…

ଚର୍ଚ୍ଚାରେ ଫିଲ୍ମ ବେଲ୍ ବଟମ୍‌ରେ ଅକ୍ଷୟ ଓ ଲାରା ଦତ୍ତାଙ୍କ କିର୍ଦାର !

ମୁମ୍ବାଇ: ଲକ୍‌ଡାଉନ ପରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ବେଲ୍ ବଟମ୍‌ର ସୁଟିଂ ଆରମ୍ଭ ହେବ । ଫିଲ୍ମର ପୂରା ଟିମ୍ ଲଣ୍ଡନ ଅଭିମୁଖେ ବାହାରିବେ । ଏଥିରେ ଲାରା ଦତ୍ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ…

ଅଗଷ୍ଟରେ ଖୋଲିପାରେ ସିନେମା ହଲ୍

ନୂଆଦିଲ୍ଲୀ: କେବେ ଖୋଲିବ ସିନେମା ହଲ୍ ? ଲକଡାଉନ ପରଠୁ ଦେଶରେ ବନ୍ଦ ରହିଥିବା ସିନେମା ହଲ୍ ଅଗଷ୍ଟ ମାସରୁ ପୁଣି ଥରେ ଖୋଲିପାରେ । ଅନୁମତି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ତୃତୀୟ ପର୍ଯ୍ୟାୟ ଅନଲକ୍ ସମୟରେ ସିନେମା ହଲ ଖୋଲିବା…