Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଲୋକପ୍ରିୟ ଓଡ଼ିଆ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ: ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ବିଗତ କିଛିଦିନ ହେବ ଡାଇବେଟିସ୍…

ପପୁ ପମ୍ ପମ୍‌ଙ୍କ ଜନ୍ମଦିନରେ ଫ୍ୟାନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ଆଜି କମେଡି କିଙ୍ଗ ପପୁ ପମ୍ ପମ୍ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ଜନ୍ମଦିନ । ପପୁଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡିଆ ଚଳଚ୍ଚିତ୍ରରେ କମେଡି କ୍ଷେତ୍ରରେ ପପୁଙ୍କର ଏକ ସ୍ୱାତନ୍ତ୍ରତା ରହିଛି । ପରିସ୍ଥିତି ଓ ପରିବେଶକୁ ଦେଖି ସେ…

ଭାଇଜାନଙ୍କ ଇଦ୍ ଭେଟି, ରିଲିଜ ହେଲା ‘ଭାଇ ଭାଇ’ ଗୀତ

ମୁମ୍ବାଇ: ଲକଡାଉନ୍ ଭିତରେ ରିଲିଜ ହୋଇଛି ଭାଇଜାନ ସଲମାନ ଖାନ୍‌ଙ୍କ ଏକ ନୂଆ ମ୍ୟୁଜିକ ଭିଡିଓ । ଇଦ୍ ଅବସରରେ ସଲମାନ ଏହି ଗୀତକୁ ନିଜ ଫ୍ୟାନ୍ ମାନଙ୍କୁ ଭେଟି ଦେଇଛନ୍ତି । ‘ହିନ୍ଦୁ, ମୁସଲିମ ଭାଇ ଭାଇ’ ଗୀତକୁ ସଲମାନ ନିଜେ ଗାଇଛନ୍ତି । ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ସାଜିଦ-ୱାଜିଦ ।…

ରିଲିଜ ହେଲା ର‌୍ୟାପର ବାଦଶାହାଙ୍କ ନୂଆ ଗୀତ ଟକ୍ସିକ୍

ମୁମ୍ବାଇ: ଗେଣ୍ଡାଫୁଲ ଗୀତର ଅପାର ସଫଳତା ପରେ ର‌୍ୟାପର କିଙ୍ଗ ବାଦଶାହା ତାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଗୀତ ରିଲିଜ କରିଛନ୍ତି । ଏହି ଗୀତର ନାମ ରହିଛି ଟକ୍ସିକ୍ । ରବି ଦୁବେ ଓ ସରଗୁନ ମେହେଟ୍ଟା ଏହି ଆଲବମରେ ଅଭିନୟ କରିଛନ୍ତି । ଗୀତର ଟିଜର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଛି । ଏହା…

ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଘରେ କାମ କରୁଥିବା ୨ ବ୍ୟକ୍ତି କରୋନା ପଜିଟିଭ

ମୁମ୍ବାଇ: ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହରଙ୍କ ଘରର ଦୁଇଜଣ ସଦସ୍ୟ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କରଣ ଜୋହର। https://twitter.com/karanjohar/status/1264942040199999490?s=19 ଏହି ୪୮ ବର୍ଷୀୟ…

ମଦ ଦୋକାନରେ ପହଞ୍ଚାଇ ଦେବାକୁ ଟ୍ୱିଟ କରି ସୋନୁ ସୁଦଙ୍କୁ ଅନୁରୋଧ କଲେ ଯୁବକ; କ’ଣ ଉତ୍ତର ଦେଲେ ସୋନୁ, ଜାଣନ୍ତୁ

ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ…

ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ସାହସୀ ଓଡ଼ିଆଙ୍କ ପାଇଁ ସୋନା ମହାପାତ୍ରଙ୍କ ଆଗାମୀ ସଙ୍ଗୀତ…

ମୁମ୍ବାଇ: ଚର୍ଚ୍ଚିତ ଗାୟିକା ସୋନା ମହାପାତ୍ର। ସ୍ରୋତା ମାନଙ୍କ ପାଇଁ ନେଇ ଆସୁଛନ୍ତି ଏକ ନୂଆ ସଙ୍ଗୀତ । ଯାହାର ଶୀର୍ଷକ ରଖାଯାଇଛି ‘ନୀଳମଣି’ । ସୋନା ଏହି ସଙ୍ଗୀତଟିକୁ ଓଡ଼ିଶାର ସାହସୀ ଲୋକମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଯେଉଁମାନେ ନିକଟରେ ଆମ୍ଫାନ ସମେତ ଅନେକ ବାତ୍ୟା ଓ…

ହ୍ରିତିକଙ୍କୁ ମିଳିଲା ଫ୍ୟାନଙ୍କ ନିଆରା ଗିଫ୍ଟ, ସେୟାର କଲେ ଭିଡିଓ

ମୁମ୍ବାଇ: ଲକଡାଉନ୍ ମଧ୍ୟରେ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କୁ ମିଳିଛି ନିଆରା ଗିଫ୍ଟ । ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ଭିଡିଓ ମାଧ୍ୟମରେ ଏକ ଗିଫ୍ଟ ଦେଇଛନ୍ତି, ଯାହାକୁ ଦେଖି ହ୍ରିତିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜ ଇଷ୍ଟାଗ୍ରାମ ହ୍ୟାଣ୍ଡଲେ ଏକ ଭିଡିଓ ସେୟାର କରିଛନ୍ତି,…

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ବରିଷ୍ଠ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ବିଳମ୍ବିତ ରାତିରେ ପ୍ରକାଶ କରିଛନ୍ତି । ମେ ୧୪ ରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କହିଛନ୍ତି କିରଣ। ଉଭୟ ବଡ ଏବଂ ଛୋଟ ପରଦାରେ କାମ କରି ଲୋକଙ୍କ ପ୍ରିୟ…

ଘରେ ଡାଇନୋସର ଥିବା ଟ୍ୱିଟ କରି ଜଣାଇଲେ ଅନୁଷ୍କା: ଉଦ୍ଧାର କରିବାକୁ ଅନୁମତି ମାଗିଲେ ନାଗପୁର ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ଘରେ ଡାଇନୋସର! ଆଶ୍ଚର୍ଯ୍ୟ ହୋଇଗଲେ କି? ତାହେଲେ ଜାଣନ୍ତୁ ପ୍ରକୃତ କଥାଟି କ'ଣ? ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ୱାମୀ…