Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କରୋନା ସଙ୍କଟ ବେଳେ କଳାକାରମାନଙ୍କ ମନୋବଳ ଦୃଢ କରୁଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’

ଭୁବନେଶ୍ୱର: ନୃତ୍ୟାନୁଷ୍ଠାନ ଲାସ୍ୟକଳା ପକ୍ଷରୁ ପ୍ରତି ରବିବାର ଆୟୋଜିତ ହେଉଛି ଅନଲାଇନ ଡ୍ୟାନ୍ସ ଫେଷ୍ଟିଭାଲ ‘ହାପି ଫର୍ ହୋପ୍‌’ । ଲକ୍ ଡାଉନ ଯୋଗୁଁ ଘରେ ରହୁଥିବା ନୃତ୍ୟଶିଳ୍ପୀମାନଙ୍କର ଯେପରି ମନୋବଳ ଦୁର୍ବଳ ନ ହୁଏ ସେଥି ପାଇଁ ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଏପରି ଉଦ୍ୟମ…

ଏହି ହିନ୍ଦୀ ସିନେମାର ତେଲୁଗୁ ରିମେକ୍ ସହ ପରଦାକୁ ଫେରୁଛନ୍ତି ଶିଳ୍ପା ସେଟ୍ଟୀ

ହାଇଦ୍ରାବାଦ: ତେଲୁଗୁରେ ରିମେକ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ସୁପର-ହିଟ୍ ଫିଲ୍ମ ‘ଅନ୍ଧାଧୁନ’ । ଏହାକୁ ରିମେକ କରିବାକୁ ଯୋଜନା କରୁଛନ୍ତି ତେଲୁଗୁ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ନିତିନ । ଦୀର୍ଘଦିନ ଧରି ସିନେ ଜଗତରୁ ଦୁରେଇ ରହିଥିବା ବଲିଉଡ ଦିଭା…

ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ବରୁଣ ଶର୍ମାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଛନ୍ତି । ସୋମବାର ରାତିରେ ସେ ରହୁଥିବା ମାଲାଦ ଅଂଚଳରେ ରହୁଥିବା ଆପାର୍ଟମେଣ୍ଟର ୧୪ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କୁ ତୁରନ୍ତ ଏକ ଘରୋଇ…

ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’

ଗଞ୍ଜାମ: ଗଂଜାମ ଜିଲ୍ଲା ପାଇଁ ଗୌରବ ଆଣିଲା ହିଞ୍ଜିକାଟି ଯୁବବର୍ଗଙ୍କ ପ୍ରୟାସ । ଜାତୀୟସ୍ତରର ଚଳଚ୍ଚିତ୍ର ମହୋତ୍ସବକୁ ମନୋନୀତ ହେଲା ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ । ଲକଡାଉନର ସଚେତନତା ବାର୍ତ୍ତା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିକୁ ନୃତ୍ୟମ ଅନୁଷ୍ଠାନର ପରିଚାଳକ କୃଷ୍ଣ…

ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବେ କଙ୍ଗନା

ମୁମ୍ବାଇ: ବଲିଉଡର କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ରାମ ମନ୍ଦିର ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହାର ନାମ ରଖାଯାଇଛି ଅପରାଜିତ ଅଯୋଧ୍ୟା । ବାହୁବଳୀ ସ୍କ୍ରିପ୍ଟ ଲେଖକ କେବି ବିଜେୟେନ୍ଦ୍ର ପ୍ରସାଦ ଏହାର କାହାଣୀ ଲେଖିଛନ୍ତି । ରାମ ମନ୍ଦିର ଏବଂ ଏହାର ବିବାଦ ଉପରେ…

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି…

ଏକତା କାପୁରଙ୍କ ଅସୁବିଧା ବଢ଼ିଲା: ବିହାର ପରେ ମଧ୍ୟପ୍ରଦେଶରେ ଏଫଆଇଆର

ଇନ୍ଦୋର: ୱେବସିରିଜ ଟ୍ରିପଲଏକ୍ସ-୨ରେ ସେନାକୁ ଅପମାନିତ କରିବା ନେଇ ଫିଲ୍ମମେକର୍ ଏକତା କାପୁର ଫସିଛନ୍ତି । ବିହାର ପରେ ମଧ୍ୟପ୍ରଦେଶରେ ତାଙ୍କ ନାମରେ ଅଭିଯୋଗ ଦାଖଲ କରାଯାଇଛି । ଟ୍ରିପିଲ୍ ଏକ୍ସ-୨ର ଅନୁପଯୁକ୍ତ ଓ ଅଶ୍ଳିଳ ବିଷୟବସ୍ତୁ ବିରୁଦ୍ଧରେ କିଛି ପୂର୍ବତନ ସେନା ଅଧିକାରୀ ଗୁରୁଗ୍ରାମର…

ହସ୍ପିଟାଲ ଭିତରେ ପିଆନୋ ବଜାଉଛନ୍ତି ସ୍ୱର୍ଗତ ୱାଜିଦ ଖାନ୍, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ତଥା ସିଙ୍ଗର ୱାଜିଦ ଖାନଙ୍କ ନିକଟରେ ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପୂର୍ବରୁ ହସ୍ପିଟାଲ ଖଟରେ ବସି ସେ ପିଆନୋ ବଜାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ବେଶ୍…

ଦର୍ଶକଙ୍କୁ ପସନ୍ଦ ଆସୁଛି ଜୁବିନଙ୍କ ‘ମେରି ଆସିକି’

ମୁୁମ୍ବାଇ: ରିଲିଜ ହୋଇଛି ବଲିଉଡର ଷ୍ଟାର ସିଙ୍ଗର ଜୁବିନ ନୌଟୟାଲଙ୍କ ନୂଆ ମ୍ୟୁଜିକ ଭିଡିଓ ଆଲବମ ‘ମେରି ଆସିକି’ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଜବରଦସ୍ତ ହିଟ୍ ହୋଇଛି । ଏଥିସହ ଭିଡିଓ ଟି ଦର୍ଶକଙ୍କ ମନ ମଧ୍ୟ ଜିଣି ପାରିଛି । ଗୀତକୁ ଜୁବିନ୍ ନିଜେ ଗାଇବା ସହ ଏହି ମ୍ୟୁଜିକ…

ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଦା ଆଉ ନାହାନ୍ତି

ମୁମ୍ବାଇ: ୨୦୨୦ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ କେବଳ ଦୁଃଖର ଖବର ଆଣୁଛି । ଗୁରୁବାର ରୋମାଂଟିକ ଫିଲ୍ମର ଭଗବାନ କୁହାଯାଉଥିବା ବାସୁ ଚାଟାର୍ଜିଙ୍କ ପରଲୋକ ହୋଇଯାଇଛି । ଅମୋଲ ପାଲେକର, ଜରୀନା ୱାହା ଓ ଟିନା ମୁନିମଙ୍କ ପରି କଳାକାରଙ୍କ ସୁଯୋଗ ଦେଇଥିବା ବାସୁ ଦା’ଙ୍କୁ ମୃତ୍ୟୁବେଳକୁ ୯୦ ବର୍ଷ ବୟସ…