Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏହି କଂଗ୍ରେସ ନେତାଙ୍କୁ ଡେଟ କରିବାକୁ ଚାହୁଁଥିଲେ ଅଭିନେତ୍ରୀ କରୀନା କପୁର !

ଭୁବନେଶ୍ୱର: ବଲିଉଡର ଡିଭା ତଥା ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ପତ୍ନୀ କରିନା ବିବାହ ପରେ ଖୁସିରେ କାଟୁଛନ୍ତି ଦିନ । ତେବେ କରୀନା କପୁର ଏକଦା କହିଥିଲେ ଯେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରିଲେସନସିପରେ ରହିବାକୁ ଚାହୁଁଛନ୍ତି। ହଁ, ଆପଣ ଠିକ୍ ପଢ଼ିଛନ୍ତି ! ବଲିଉଡର ସୁନ୍ଦରୀ…

ଲକଡାଉନର ଖାଲି ସମୟରେ ଇଟାଲୀର ଜଣେ ଛାତ୍ର ପ୍ରସ୍ତୁତ କଲେ କରୋନା ଭାଇରସ ଭିଡିଓ ଗେମ୍

ମିଲାନ: କରୋନା ଭାଇରସ ଯୋଗୁ ଅନେକ ସ୍ଥାନରେ ଲକଡାଉନ କରାଯାଇଛି । ଏଥିରୁ ମିଳୁଥିବା ଖାଲି ସମୟରେ ଇଟାଲୀର ଜଣେ ଛାତ୍ର କରୋନା ଭାଇରସ ଭିଡିଓ ଗେମ୍ ପ୍ରସ୍ତୁତ କରିଛନ୍ତି । ଇଟାଲୀର ମିଲାନ ସହର ଉପକଣ୍ଠରେ ରହୁଥିବା ଇଟାଲୀର ୯ ବର୍ଷୀୟ ବାଳକ ଲୁପୋ ଡାଟୁରୀ ହେଉଛନ୍ତି ଚତୁର୍ଥ ଶ୍ରେଣୀର ଛାତ୍ର ।…

ବନ୍ଧୁତାର ସଂଯୋଗ: ଗୋଟିଏ ତାରିଖରେ ମୃତ୍ୟୁବରଣ କରିଥିଲେ ଫିରୋଜ ଓ ବିନୋଦ

ମୁମ୍ବାଇ: ବଲିଉଡର ଦୁଇ ମହାନ ନାୟକ ଫିରୋଜ ଖାଁ ଓ ବିନୋଦ ଖାନ୍ନାଙ୍କ ଆଜିର ଦିନ (୨୭ ଏପ୍ରିଲ)ରେ ମୃତ୍ୟୁବରଣ କରିଥିଲେ । ଆଜି ସେମାନଙ୍କ ମୃତ୍ୟୁ ବାର୍ଷିକୀ । ଏହି ଦୁଇଜଣଙ୍କ ବନ୍ଧୁତା ଏବେ ମଧ୍ୟ ଲୋକମୁଖରେ ରହିଛି । ଫିରୋଜ ୨୭ ଏପ୍ରିଲ ୨୦୦୯ରେ ଏବଂ ବିନୋଦ ୨୭ ଏପ୍ରିଲ ୨୦୧୭ରେ ପ୍ରଶଂସକଙ୍କୁ…

ଓଡିଶାରେ ବୁଦ୍ଧିଜୀବୀ ସଂସ୍କୃତିରେ ଅବନତି ଘଟିଛିି, ଯାହା ଆମ ସିନେମାରେ ପ୍ରତିଫଳିତ ହୋଇଛି : ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର, ଲେଖକ ଓ ସଂଳାପକାର ବିଜୟ ମିଶ୍ର ରବିବାର ଭୁବନେଶ୍ୱରରେ ଇହଲୀଳା ସମ୍ବରଣ କରିଛନ୍ତି । ଓଡିଆ ସାହିତ୍ୟ ଓ ମନୋରଞ୍ଜନ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶା ସମ୍ବାଦକୁ ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ଆସନ୍ତୁ ଜାଣିବା ।…

ରଙ୍ଗବତୀ ଗୀତ ଗାଇ ଲୋକଙ୍କୁ କରୋନା ନେଇ ସଚେତନ କରୁଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ

ଭୁବନେଶ୍ୱର : ଲୋକପ୍ରିୟ ଗୀତ ରଙ୍ଗବତୀ ତାଳରେ ଲୋକଙ୍କୁ କରୋନା ନେଇ ସଚେତନ କରିବାକୁ ଆଗେଇ ଆସିଛନ୍ତି ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ । ‘ଜବ୍ ହାରେଗା କରୋନା, ତବ୍ ନାଚେଙ୍ଗେ ହମ୍ ଗାକେ ରଙ୍ଗବତୀ ଗାନା....’ ଗୀତର ତାଳେ ତାଳେ ଜିତେନ୍ଦ୍ରିୟ ରଙ୍ଗବତୀ ଗୀତ ଗାଇ ଝୁମୁଥିବା ଏହି ଭିଡିଓରେ…

କରୋନା ପାଇଁ ବାତିଲ ହେଲା ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’

ବୁନୋଲ୍‌ (ସ୍ପେନ): କରୋନା ସଂକ୍ରମଣ ପାଇଁ ସ୍ପେନର ପ୍ରସିଦ୍ଧ ଟମାଟୋ ଫିଙ୍ଗା ପର୍ବ ‘ଲା ଟମାଟିନା’ ବାତିଲ୍ ହୋଇଥିବା ଘୋଷଣା କରାଯାଇଛି । ବର୍ତ୍ତମାନ ସ୍ପେନରେ କରୋନା ମହାମାରୀ ରୂପ ନେଇଥିବାରୁ ଅଗଷ୍ଟ ମାସରେ ହେବାକୁ ଥିବା ଏହି ଉତ୍ସବକୁ ବାତିଲ କରାଯାଇଛି । ସହସ୍ରାଧିକ ବିଦେଶୀ…

୬୩ ବର୍ଷରେ ଅନୀଲ କାପୁରଙ୍କ ଆକର୍ଷଣୀୟ ଫିଗର, ଲକ ଡାଉନର ପୁରା ଫାଇଦା ଉଠାଇଲେ

ମୁମ୍ବାଇ: କରୋନା ଭାଇରସ ନେଇ ସାରା ଦେଶରେ ଲକଡାଉନ ନିୟମ ଲାଗୁ କରାଯାଇଛି । ତେବେ ଏହି ଲକଡାଉନର ପୁରା ଫାଇଦା ଉଠାଇଛନ୍ତି ମିଷ୍ଟର ଇଣ୍ଡିଆ ମାନେ ଅନୀଲ କାପୁର । ଏହି ସମୟ ମଧ୍ୟରେ ୬୩ ବର୍ଷୀୟ ଏହି ନାୟକ ନିଜ ଶରୀରକୁ ଏକ ନୂଆ ଲୁକ୍ ଦେଇଛନ୍ତି । ତାଙ୍କ ସୁଦୃଢ଼ ମାଂସପେଶୀ ଦେଖି କେହି କେବେ…

ଗ୍ରୀଷ୍ମ ଋତୁକୁ ନେଇ ହେଉଥିବା ବ୍ୟବସାୟରେ ୩୦,୦୦୦ କୋଟି ଟଙ୍କା କ୍ଷତି ହେବ !

ନୂଆଦିଲ୍ଲୀ: କରୋନା ଭାଇରସ ଓ ଲକଡାଉନ ଯୋଗୁ ଗ୍ରୀଷ୍ମଋତୁକୁ ନେଇ ହେଉଥିବା ବ୍ୟବସାୟରେ ଏଥର ପ୍ରଚୁର ପରିମାଣର କ୍ଷତି ହେବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ମୁତାବକ ଏ ବାବଦକୁ ୩୦,୦୦୦ କୋଟି ଟଙ୍କା କମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡିବ । ଏସି, ଫ୍ରିଜ, ଥଣ୍ଡା ପାନୀୟ ଓ ଆଇସକ୍ରିମ…

ମିଲିନ୍ଦ ସୋମନ ଆନିଭର୍ସରୀରେ ପତ୍ନୀଙ୍କୁ ଧରି ୩୦୦ତମ ଫ୍ଲୋର ଚଢ଼ିଲେ

ମୁମ୍ବାଇ:ପ୍ରେମ ଜାହିର କରିବା ଶୈଳୀ ସମସ୍ତଙ୍କର ଭିନ୍ନ ହୋଇଥାଏ । ଏହି ଧାରାରେ ସାମିଲ ହୋଇଛନ୍ତି ଭାରତର ପ୍ରତିଷ୍ଠିତ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ । ସେ ତାଙ୍କ ଦ୍ୱିତୀୟ ଆନିଭର୍ସରୀରେ ପତ୍ନୀ ଅଙ୍କିତା କନୱରଙ୍କୁ କୋଳେଇ ଧରି ୩୦୦ ତମ ଫ୍ଲୋର ପର୍ଯ୍ୟନ୍ତ ନେଇ ଯାଇଥିଲେ । ଏହା…

[ଭିଡ଼ିଓ]: ଶୋଇଥିଲେ ଅରବାଜ, ନିଶ ଦାଢ଼ି କାଟି ଦେଲେ ଗାର୍ଲଫ୍ରେଣ୍ଡ ଜର୍ଜିଆ

ମୁମ୍ବାଇ: ଲକଡାଉନ ସମୟରେ ସିନେ ତାରକା ମାନଙ୍କ ସୋସିଆଲ ଆକାଉଣ୍ଟରେ ଦେଖିବାକୁ ମିଳୁଛି ମଜଳିଆ ଭିଡ଼ିଓ ଓ ପୋଷ୍ଟ । ସେହିଭଳି ଏକ ମଜାଦାର ଭିଡ଼ିଓ ସାମ୍ନାକୁ ଆସିଛି । ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅରବାଜ ଶୋଇଥିବା ବେଳେ ସେ…