Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦେଖନ୍ତୁ ଭିଡ଼ିଓ; କରୋନା ଭାଇରସକୁ ଶେଷ କରିବା ପାଇଁ ନାସାରୁ ଔଷଧ ମଗାଇଲେ ରାକ୍ଷୀ ସାୱନ୍ତ !

ଭୁବନେଶ୍ୱର: ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା କରୋନା ଭାଇରସକୁ ଦୂର କରିବା କରିବେ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ । ଏଥିପାଇଁ ସେ ନାସାରୁ ଔଷଧ ମଧ୍ୟ ମଗାଇଛନ୍ତି । ଏକଥା ଆମେ କହୁନୁ ଆଜ୍ଞା କହୁଛନ୍ତି ନିଜେ ରାକ୍ଷୀ ସାୱନ୍ତ । ଖାଲି ସେତିକି ନୁହେଁ ଏହି…

ଭୁବନେଶ୍ୱରରେ ଆୟୋଜିତ ହେବ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଜେଡି ସେଣ୍ଟର ଅଫ୍ ଆର୍ଟ ମିଳିତ ଭାବେ ଭୁବନେଶ୍ୱରରେ ଆସନ୍ତା ଫେବୃଆରୀ ୭ରୁ ୯ ତାରିଖ ଯାଏଁ ୧୩ତମ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଆୟୋଜିତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ମହୋତ୍ସବକୁ ଉଦଘାଟନ କରିବେ, ଯେଉଁଥିରେ…

ଆସିଲା ‘ବାଗୀ-୩’ର ପ୍ରଥମ ପୋଷ୍ଟର, କେବେ ଆସିବ ଟ୍ରେଲର ଜାଣନ୍ତୁ

ମୁମ୍ବାଇ: ସାମ୍ନାକୁ ଆସିଲା ଫିଲ୍ମ ‘ବାଗୀ-୩’ର ପ୍ରଥମ ପୋଷ୍ଟର । ଏଥିରେ ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କୁ କୌଣସି ଏକ ଯୁଦ୍ଧ ମୈଦାନରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଅଭିନେତା ଟାଇଗର ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏଥିସହ ଫିଲ୍ମର ଟ୍ରେଲର ରିଲିଜ ବିଷୟରେ…

‘ହୁଇ ମେଁ ମଲଙ୍ଗ’ ହେଲା ରିଲିଜ, ଦେଖନ୍ତୁ ଦିଶାଙ୍କ ସିଜଲିଂ ଲୁକ୍‌

ମୁମ୍ବାଇ: ରିିଲିଜ ହୋଇଛି ଅପକମିଂ ଫିଲ୍ମ ‘ମଲଙ୍ଗ’ର ଆଉ ଏକ ନୂଆ ଗୀତ । ଗୀତରେ ଅଭିନେତ୍ରୀ ଦିଶା ପାଟନୀ ନିଜ ସିଜଲିଂ ଲୁକ୍‌ରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ଏଥିସହ ଗୀତରେ ତାଙ୍କର ଜବରଦସ୍ତ ଡ୍ୟାନ୍ସକୁ ଦେଖି ଫ୍ୟାନ୍ ମାନେ ତାଙ୍କ ଉପରେ ପୁରା ଫିଦା ହୋଇଯିବେ । ଏହା ଏକ ପାର୍ଟି ସଙ୍ଗ…

ଡରେଇବାକୁ ଆସିଲା ଭିକି କୌଶଲଙ୍କ ନୂଆ ଫିଲ୍ମ ଭୁତ୍‌-୧

ମୁମ୍ବାଇ: ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକର ନାୟକ ଭିକି କୌଶଲଙ୍କୁ ଭୂତ-୧ ଦି ହଂଟେଡ ଶିପ୍‌ରେ ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ନିଶ୍ଚିତ ଭାବେ ଦର୍ଶକଙ୍କୁ ଡରାଇବ ବୋଲି ଆଶା କରାଯାଉଛି । ଟ୍ରେଲରରେ ସେ ସି ବାର୍ଡ ନାମକ ଏକ ଜାହଜ ମଧ୍ୟରେ ପ୍ରବେଶ କରୁଛନ୍ତି ।…

ଥାଲାଭି ଫିଲ୍ମ ସେଟରେ କଙ୍ଗନାଙ୍କ ଭାରତନାଟ୍ୟମ

ଚେନ୍ନାଇ : ବଲିଉଡର ଗ୍ଲାମରସ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ଜୟଲଳିତାଙ୍କ ଆତ୍ମଜୀବନୀ ଫିଲ୍ମରେ ଅଭିନୟ ନେଇ ଚର୍ଚ୍ଚାରେ ରହିଛନ୍ତି । ଥାଲାଭି ନାମକ ଏହି ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ କଙ୍ଗନା ଭାରତ ନାଟ୍ୟମ କରୁଥିବା ଦୃଶ୍ୟ ସୋସିଆଲ ନେଟୱର୍କିଂ ସାଇଟରେ…

ବଡ ପରଦାରେ ଓଡିଆ ଫିଲ୍ମ ‘ଅଦୃଶ୍ୟମ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଏକ ସସପେନ୍ସ ଥ୍ରିଲର୍ ଓଡିଆ ଫିଲ୍ମ ‘ଅଦୃଶ୍ୟମ’ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଫିଲ୍ମଟିରେ ନାୟକ ଦୃଷ୍ଟିହୀନ ଭୂମିକାରେ ନଜର ଆସୁଥିବା ବେଳେ ଏହି ସସପେନ୍ସ ଥ୍ରିଲର୍ ଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଉଛି ।…

ଷ୍ଟୁଡେଂଟ ଅଫ ଦି ଇୟର-୩ରେ ଆଲ୍ୟା ଫର୍ଣ୍ଣିଚରୱାଲା

ମୁମ୍ବାଇ: ଜୱାନୀ ଜାନେମନ ଫିଲ୍ମରେ ସୈଫ ଅଲୀ ଖାଁଙ୍କ ସହ ଅଭିନୟ କରିଥିବା ଆଲ୍ୟା ଫର୍ଣ୍ଣିଚରୱାଲା ଏବେ ଚର୍ଚ୍ଚାରେ । ଆକର୍ଷଣୀୟ ଲୁକ୍ ଏବଂ ଅଭିନୟ ଯୋଗୁ କରନ ଜୋହର ତାଙ୍କର ଆଗାମୀ ଫିଲ୍ମ ଷ୍ଟୁଡେଂଟ ଅଫ ଦି ଇୟର-୩ରେ ନେବା ଆଲ୍ୟାଙ୍କୁ ଅଫର ଦେଇଛନ୍ତି । ଜୱାନୀ ଜାନେମନରେ ସେ ସୈଫଙ୍କ…

ବଲିଉଡରେ କରୋନା ଭୟ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଛି । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ୨୫୯ ହୋଇଯାଇଛି । ଯେବେକି ୩୧ଟି ପ୍ରାନ୍ତରେ ୧୧,୭୯୧ ଲୋକ କରୋନା ସଂକ୍ରମିତ ଅଛନ୍ତି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, “୧,୭୯୫ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା…

ନେହା-ଆଦିତ୍ୟଙ୍କ ବ୍ୟାଚଲର ପାର୍ଟି

ମୁମ୍ବାଇ: ବଲିଉଡର ଉଦୀୟମାନ ଗାୟନ ନେହା କକ୍କର ଓ ଆଦିତ୍ୟ ନାରାୟଣ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଫେବୃୟାରୀ ୧୪ରେ ଏହି ଦୁଇଜଣ ବିବାହ କରିବେ । ଆଦିତ୍ୟ-ନେହା ଏଥିନେଇ ଏକ ବ୍ୟାଚଲର ପାର୍ଟିର ଆୟୋଜନ କରିଥିଲେ । ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ…