Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଶା ନିର୍ଦ୍ଦେଶକଙ୍କ ଛତିଶଗଡ଼ି ଚଳଚ୍ଚିତ୍ର ‘ସଦ୍‌ଗୁରୁ ସତ୍‌ନାମ’

ଭୂବନେଶ୍ୱର: ଓଡ଼ିଶାର ଜଣାଶୁଣା ନୃତ୍ୟ ନିର୍ଦ୍ଦେଶକ ଅମିର ପତିଙ୍କ ନିର୍ଦ୍ଦେଶନାରେ ତୃତୀୟ ଛତିଶଗଡ଼ ଚଳଚ୍ଚିତ୍ର ‘ସଦ୍‌ଗୁରୁ ସତ୍‌ନାମ’ର ସୁଟିଂ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଅମିର ଦୀର୍ଘ ୨୦ରୁ ୨୫ ବର୍ଷ ହେବ ଓଡ଼ିଆ ସିନେ ଚଳଚ୍ଚିତ୍ର ଜଗତରେ ଖୁବ୍ ପରିଚିତ । ସେ କୋରିଓଗ୍ରାଫର…

ସୁପ୍ରିମକୋର୍ଟରୁ ମିଳିଲା ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ…

କ୍ରିକେଟ ୟୁନିଫର୍ମରେ ସାମ୍ନାକୁ ଆସିଲା ତାପସୀଙ୍କ ଆଗାମୀ ଫିଲ୍ମର ପ୍ରଥମ ଲୁକ୍…

ମୁମ୍ବାଇ: ନିଜ ନିଖୁଣ ଅଭିନୟର ଯାଦୁ ଦର୍ଶକଙ୍କ ମନରେ ଭାରି ଦେଇଥିବା ବଲିଉଡର ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ତାପସୀ ପନ୍ନୁ ନଜର ଆସିଛନ୍ତି କ୍ରିକେଟ କସଟ୍ୟୁମରେ । ତାପସୀଙ୍କ ଆଗାମୀ ଚଳଚ୍ଚିତ୍ରର ଏହା ଫାଷ୍ଟ ଲୁକ ବୋଲି ଜଣାପଡିଛି । “I have always been asked who’s your…

‘ବେଲ୍ ବଟମ୍‌’ରେ ଅକ୍ଷୟ-ନୂପୁର

ମୁମ୍ବାଇ : ପୁଣି ଏକାଠି ନଜର ଆସିବେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ କ୍ରିତି ସାନନ୍‌ଙ୍କ ଭଉଣୀ ନୂପୁର ସାନନ । ଏ ଦୁହିଁଙ୍କୁ ଫିଲ୍ମ ‘ବେଲ ବଟମ୍‌’ରେ ଦେଖିବାକୁ ମିଳିବ । ଫିଲ୍ମରେ ନୂପୁର, ଅକ୍ଷୟଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ନିକଟରେ ଏହି ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ…

ଏକାଠି ନଜର ଆସିବେ ହ୍ରିତିକ-ଦୀପିକା!

ମୁମ୍ବାଇ : ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଅପ୍‌କମିଂ ଫିଲ୍ମ ‘କ୍ରିଶ ୪’ରେ ଏ ଦୁହିଁଙ୍କ ଯୋଡିକୁ ଦର୍ଶକେ ଦେଖିବାକୁ ପାଇବେ । ପୂର୍ବରୁ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ର ଦୁଇଟି ପାର୍ଟରେ ପ୍ରିୟଙ୍କା…

ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ଶୋ’ରେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ:ମ୍ୟାନ ଭର୍ସେସ୍ ୱାଇଲ୍ଡ ଶୋ’ରେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପୂର୍ବରୁ ଏହି ଶୋ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିଥିଲେ । ଡିସ୍‌କଭରୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ପ୍ରସିଦ୍ଧ ଶୋ’ର ଆଗାମୀ ଏପିସୋଡରେ ଶୋ’ ହୋଷ୍ଟ ବେୟର ଗ୍ରିଲ୍ସଙ୍କ ସହ ଟଲିଉଡ ସୁପରଷ୍ଟାର…

ଅମୀରଙ୍କ ଅନୁରୋଧ ରକ୍ଷା କଲେ ଅକ୍ଷୟ: ଘୁଞ୍ଚାଇଲେ ନିଜ ଫିଲ୍ମ ରିଲିଜ ତାରିଖ !

ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ୨୫ ବଡଦିନ ଅବସରରେ ବଲିଉଡର ଦୁଇ ସୁପରଷ୍ଟାର ଅମୀର ଖାଁ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟରେ ମୁକାବିଲା ହେବାର ଥିଲା । ଏହି ଦୁଇଟି ଫିଲ୍‌ମ ହେଲା ଲାଲ ସିଂ ଚଢ଼ା ଓ ବଚ୍ଚନ ପାଣ୍ଡେ । ଅମୀର ଖାଁ ରିଲିଜ ତାରିଖ ଘୁଂଚାଇବା ନେଇ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ ।…

ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ ହେବା ପରେ କଙ୍ଗନା କ’ଣ ରଖିଲେ ପ୍ରତିକ୍ରିୟା, ଜାଣନ୍ତୁ

ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦେଶର ୪ର୍ଥ ସର୍ବଶ୍ରେଷ୍ଠ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଅଭିନୟରେ ନିଜର ସର୍ବୋଚ୍ଚ ପ୍ରତିପାଦନ ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ବିଭୂଷିତ କରାଯିବ । ୭୧ ତମ ଗଣତନ୍ତ୍ର ଦିବସର ଗୋଟିଏ ଦିନ…

ଟେଲି ଅଭିନେତ୍ରୀ ସେଜଲଙ୍କ ଆତ୍ମହତ୍ୟା

ମୁମ୍ବାଇ: ଅଭିନେତା କୁଶଲ ପଂଜାବୀଙ୍କ ପରେ ଏବେ ଆଉ ଜେଣ ଟେଲି ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ହିନ୍ଦୀ ସରିଏଲ ‘ଦିଲ୍ ତୋ ହାପି ହୈ ଜି’ର ଅଭିନେତ୍ରୀ ସେଜଲ ଶର୍ମା ଶୁକ୍ରବାର ମୁମ୍ବାଇ ସ୍ଥିତ ତାଙ୍କ ଫ୍ଲାଟରେ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଜଣା…

ଫିଲ୍ମ ଫେୟାରରେ ଓଡ଼ିଶାର ‘ନୱାବ’; ପୁରସ୍କୃତ ହେବ ଦୟାନିଧିଙ୍କ ସର୍ଟ ମୁଭି

ମୁମ୍ବାଇ: ଫିଲ୍ମ ଫେୟାର ପୁରସ୍କାର ପାଇବ ଓଡ଼ିଶାର ‘ନୱାବ’ । ଓଡ଼ିଆ ପୁଅ ଦୟାନିଧି ଦହିମାଙ୍କ ନିର୍ମିତ ସର୍ଟ ଫିଲ୍ମ ‘ନୱାବ’ ଚଳିତ ବର୍ଷ ୨୦୨୦ ଫିଲ୍ମଫେୟାର ସର୍ଟ ଫିଲ୍ମ ଆୱାର୍ଡ ପାଇଁ ମନୋନିତ ହୋଇଛି । ବେ ପୁରସ୍କାର ପାଇଁ ସିନେମା ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅନେକ କ୍ଷୁଦ୍ର…