Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରୋଜ ଡେ’ ଅବସରରେ ଆଜି ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ସିନେମା…

ମୁମ୍ବାଇ: ଆଜିଠୁ ଆରମ୍ଭ ପ୍ରେମ ସପ୍ତାହ । ପ୍ରେମ ସପ୍ତାହର ପ୍ରଥମ ଦିନ ଅର୍ଥାତ ରୋଜ ଡେ' ଅବସରରେ ପରଦାକୁ ଆସୁଛି ଦୁଇଟି ଭିନ୍ନ ସ୍ୱାଦର ବଲିଉଡ ସିନେମା। ଗୋଟିଏ ଆଦିତ୍ୟ ରୟ କପୁର ଓ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ’ ହୋଇଥିବା ବେଳେ ଅନ୍ୟଟି କାଶ୍ମୀର ପଣ୍ଡିତଙ୍କ ଦୁଃଖ ଭରା…

ବିଶ୍ୱ ସ୍ତରୀୟ ରେକର୍ଡ ସୃଷ୍ଟି କଲା ଅଜୟ ଦେବଗନଙ୍କ ‘ତାନାଜୀ’

ନୂଆଦିଲ୍ଲୀ: ଅଜୟ ଦେବଗନ, କାଜୋଲ, ସୈଫ ଅଲି ଖାନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ ବକ୍ସ ଅଫିସର ୪ର୍ଥ ସପ୍ତାହରେ ଧମାଲ କରୁଛି । ବକ୍ସ ଅଫିସ ଇଣ୍ଡିଆର ୱେବସାଇଟ ଅନୁସାରେ ବିଶ୍ୱ ସ୍ତରରେ ସବୁଠାରୁ ଅଧିକ ଆୟ କରି ‘ତାନାଜୀ’ ବଲିଉଡର ଚତୁର୍ଥ ବଡ ଫିଲ୍ମ ହୋଇପାରିଛି । ବକ୍ସ…

ବିଶ୍ୱପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କ ସ୍ମୃତିକୁ ଲେନ୍ସରେ ତାଜା କଲେ ଭେଙ୍କଟ ରାମ୍‌

ନୂଆଦିଲ୍ଲୀ:   ଦକ୍ଷିଣ ଭାରତର ପ୍ରସିଦ୍ଧ ଫଟୋଗ୍ରାଫର ଜି. ଭେଙ୍କଟ୍ ରାମ୍ ପୃଥିବୀ ପ୍ରସିଦ୍ଧ ଚିତ୍ରଶିଳ୍ପୀ ରାଜା ରବି ବର୍ମାଙ୍କର ସ୍ମୃତି ତାଜା କରିଛନ୍ତି । କଥା ହେଉଛି ନିକଟରେ ଭେଙ୍କଟ୍ ରାମ୍ ଏକ କ୍ୟାଲେଣ୍ଡର ପ୍ରସ୍ତୁତି କରିଛନ୍ତି । ଏହି କ୍ୟାଲେଣ୍ଡରରେ ସେ ସେହି ଫଟୋ ସବୁ ସ୍ଥାନ…

ବଲିଉଡ ବାଦଶାହା ଶାହାରୁଖଙ୍କ ସ୍ଥାନ ନେବେ ହ୍ୟାଣ୍ଡସମ କାର୍ତ୍ତିକ !

ମୁମ୍ବାଇ: ବଲିଉଡ ଦୁନିଆର ବାଦଶାହା ଶାହାରୁଖ ଖାନଙ୍କ ସ୍ଥାନ ନେବା ପାଇଁ ଯାଉଛନ୍ତି ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆରୟନ । ଖାଲି ସେତିକି ନୁହେଁ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ ଛୋଟେ ନବାବଙ୍କ କନ୍ୟା ସାରା ଅଲ୍ଲୀ ଖାନ । ଠିକ ଶୁଣିଲେ ଆଜ୍ଞା…

‘ବାଗି-୩’ର ଟ୍ରେଲର ରିଲିଜ; ଦମଦାର ଲୁକରେ ଟାଇଗର

ମୁମ୍ବାଇ: ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ । ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍…

କିଶୋର ଦା’ଙ୍କ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଲା

ମୁମ୍ବାଇ: ୧୯୫୭ରେ ନ୍ୟାଶନାଲ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ କିଶୋର କୁମାର ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଛି । ୬୦ ବର୍ଷ ତଳେ ମୁମ୍ବାଇ ହାଇକୋର୍ଟ ଏହି ଫିଲ୍ମର ସମସ୍ତ ପ୍ରିଂଟ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ମିଳିଥିବା ପ୍ରିଂଟରେ ଜୟକିଶନ…

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହୋତ୍ସବ; ହୁଲସ୍ତୁଲ କରିବ ଲାସ୍ୟମୟୀ ବେବିନାଙ୍କ ଅଭିନୟ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଖଣ୍ଡଗିରି ମେଳାର ଯାତ୍ରା ମହୋତ୍ସବରେ ଏବର୍ଷ ହଇଚଇ ସୃଷ୍ଟି କରିବ ଅପେରା ସୂର୍ଯ୍ୟମନ୍ଦିରର ନୂଆ ନାଟକ ‘ମାୟାବିନୀ ମୌସୁମୀ’ । ଏହି ନୂଆ ନାଟକରେ ଆକ୍ଟ୍ରେସ୍ ବେବିନାଙ୍କର ରହିଛି ନିଖୁଣ ଅଭିନୟ । ଲାସ୍ୟମୟୀ ଲାଜକୁରୀ ବେବିନା ଏହି…

ମାଡାମ ତୁଷାଦ ମ୍ୟୁଜିୟମରେ କାଜଲ ଅଗ୍ରୱାଲ

ମୁମ୍ବାଇ: ମାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇଲେ ସାଉଥ ସୁନ୍ଦରୀ ଅଭିନେତ୍ରୀ କାଜଲ ଅଗ୍ରୱାଲ । ସିଙ୍ଗପୁରରେ ଥିବା ମାଡାମ ତୁଷାଦ ମ୍ୟୁଜିୟମରେ କାଜଲଙ୍କ ଏକ ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି । ଏହାର ଉଦ୍‌ଘାଟନ ସେ ନିଜେ କରିଛନ୍ତି । ଏଥିପାଇଁ ସେ ନିଜ ପରିବାର ସହ ସିଙ୍ଗାପୁର…

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ଗୀତ, ଦେଖନ୍ତୁ ଆୟୂଷ୍ମାନଙ୍କ ଡିଫରେଂଟ ରୋମାନ୍ସ

ମୁମ୍ବାଇ: ଯେତିକି ଚର୍ଚ୍ଚାରେ ଅପକମିଂ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନର କାହାଣୀ ସେତିକି ଖବରରେ ରହିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା ।ସବୁବେଳେ ଭିନ୍ନ ଭିନ୍ନ ସ୍ୱ।ଦର କାହାଣୀ ସହ ପରଦାକୁ ଆସୁଥିବା ଆୟୁଷ୍ମାନ ଏଥରକ ମଧ୍ୟ କିଛି ନୂଆ ମନୋରଞ୍ଜନ ଖୋରାକ ଦେବେ । ଏବେ ଆସିଛି ଫିଲ୍ମର ଆଉ…

ଶହେ ଅପେରା କଳାକାର ପାଇବେ ଚନ୍ଦନ ଆୱାର୍ଡ଼

ଭୁବନେଶ୍ୱର: ଓଡ଼ିଶାର ସର୍ବ ପୁରାତନ ମନୋରଞ୍ଜନର ମାଧ୍ୟମ ନାଟକ ଥିବାବେଳେ ବର୍ତ୍ତମାନ ନାଟକ କଳାକାରମାନେ ଯେଉଁପରି ଭାବରେ ସମ୍ମାନ ପାଇବା କଥା ପାଇପାରୁ ନାହାଁନ୍ତି । ତେଣୁୁ ଅପେରା ଜଗତର କଳାକାରମାନଙ୍କ ସମ୍ମାନକୁ ସ୍ୱୀକୃତି ଜଣାଇବା ପାଇଁ ‘ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ଓ…