Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆଉଥରେ ବଧୂ ସାଜିବେ ଏହି କପୁର କନ୍ୟା !

ମୁମ୍ବାଇ: ନବେ ଦଶକର ସୁପରହିଟ ଅଭିନେତ୍ରୀ କପୁରକନ୍ୟା କରିସ୍ମା କପୁରଙ୍କୁ ନେଇ ଶୁଣିବାକୁ ମିଳିଛି ଏକ ନୂଆ କଥା । ବି-ଟାଉନରୁ ଖବର ଆସିଛି ଯେ, ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କରିସ୍ମା । ତେବେ ବହୁତ ପୂର୍ବରୁ କରିସ୍ମା କପୁର ବାଲିଉଠାରୁ ଦୂରେଇ ଯାଇଥିବା ବେଳେ,…

ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ‘ଘୁବୁକୁଡୁ’

ସମ୍ବଲପୁର: ପଶ୍ଚିମ ଓଡିଶାର ସଂସ୍କୃତି ଉପରେ ଆଧାରିତ ଲଘୁ ଫିଲ୍ମ ‘ଘୁବୁକୁଡୁ’ ଖୁବଶୀଘ୍ର ପ୍ରଦର୍ଶିତ ହେବାକୁ ଯାଉଛି ଦୁଇଟି ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ । ସୁଶାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଫାଷ୍ଟ-ଟାଇମ୍ ଫିଲ୍ମମେକର୍ ସେସନ୍ (ୟୁକେ) ଓ ସର୍ଟ ଲଙ୍ଗ ୱାର୍ଲ୍ଡ…

‘କୋକୋକା ଓପନ ଡେ ୨୦୧୯’: ଜାପାନୀ ଦର୍ଶକଙ୍କ ମନ ମୋହିଲେ ଦୁଇ ଓଡ଼ିଆ ସଙ୍ଗୀତକାର

କ୍ୟୋଟୋ: ଜାପାନର କ୍ୟୋଟୋ ଠାରେ ଆୟୋଜିତ ହୋଇଥିବା 'କୋକୋକା ଓପନ ଡେ ୨୦୧୯'ର ଉଦଯାପନୀ ଦିନରେ ଓଡ଼ିଶା ପୁରୀର ଦୁଇ ଓସ୍ତାଦ ସୀତାର ବାଦକ ସତ୍ୟବାନ ସେଠୀ ଓ ତବଲା ବାଦକ ଲିଙ୍ଗରାଜ ଦାସ ନିଜ ବାଦ୍ୟର ଯଦୁଗରିରେ ସେଠାରେ ରୁଣ୍ଡ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କୁ ମନ୍ତ୍ରମୁଗ୍ଧ…

ଛୋଟମୋଟ ଘଟଣା ଓ ଲଘୁ-ପରିହାସକୁ ନେଇ ବି ଗୀତ ହୋଇପାରେ…

ସୂର୍ଯ୍ୟ ଦେଓଙ୍କ ‘ଗୀତ ପଛର ଗପ’... ‘ଘର ବାହୁଡ଼ା’ ମୋ ସାଙ୍ଗେ ଲାଗନାରେ ଛୋଟମୋଟ ଘଟନାକୁ ନେଇ, କେବେ ଘଟିଥିବା ଲଘୁ ପରିହାସକୁ ନେଇ ବି ଗୀତ ହୋଇପାରେ । ହୋଇପାରେ ନୁହେଁ, ହୋଇଛି । ସେମିତିକା ଅଧିକ ଘଟନା ଅନେକଙ୍କ ଅଲକ୍ଷ୍ୟରେ ଅଗୋଚରରେ ରହିଛି, ଆଉ କିଛିକୁ ହୁଏତ କେହି କେହି କେହି…

ବଲିଉଡରେ ପ୍ରେମ ଆନନ୍ଦଙ୍କ ଏଣ୍ଟ୍ରି…

ଭୁବନେଶ୍ୱର: ବଲିଉଡ ଇଣ୍ଡଷ୍ଟ୍ରିରେ କମାଲ କରିବାକୁ ଯାଉଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ରିଲିଜ ଅପେକ୍ଷାରେ ଥିବା ହିନ୍ଦି ଚଳଚ୍ଚିତ୍ର ‘ଲଭ ୟୁ ଟର୍ଣ୍ଣ’ରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସୁଯୋଗ ପାଇଛନ୍ତି ଓଲିଉଡର ମ୍ୟୁଜିକ୍ ସାଇଣ୍ଟିଷ୍ଟ ଭାବେ…

ସିନେମାରେ ଅଭିନୟ କରିବା ପାଇଁ ଓଡିଶାରୁ ପ୍ରେରଣା ପାଇଥିଲେ ଜୟା ବଚ୍ଚନ

ଭୁବନେଶ୍ୱର: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ମାତ୍ର ୧୩ ବର୍ଷରୁ ଚଳଚ୍ଚିତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଜୟା ବଚ୍ଚନ ମାତ୍ର ୧୩ ବର୍ଷ ବୟସରେ ସତ୍ୟଜିତ ରାୟଙ୍କ ବେଙ୍ଗଲି ଫିଲ୍ମ ମହାନଗରରେ ଅଭିନୟ କରିଥିଲେ । ଏହା ପରେ ପୁନେରେ ଥିବା ଏଫଟିଆଇଆଇ ଫିଲ୍ମ ଆଣ୍ଡ…

ସିନେମା ‘ଫ୍ରମ ମି ଟୁ ୟୁ’କୁ ପ୍ରଥମ ଦିନରେ ଦର୍ଶକଙ୍କ ଠାରୁ ମିଳିଛି ଭଲ ପ୍ରତିକ୍ରିୟା

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର 'ଫ୍ରମ ମି ଟୁ ୟୁ' ଶୁକ୍ରବାର ଦିନ ଓଡ଼ିଶାର ୩୦ଟି ହଲରେ ମୁକ୍ତି ଲାଭ କରିଛି । ପ୍ରଥମ ଦିନରେ ଚଳଚ୍ଚିତ୍ରଟିକୁ ମିଳିଛି ଦର୍ଶକଙ୍କ ଭଲପାଇବା । ପ୍ରଥମ ଦିନରେ ସିନେମାଟିକୁ ଦେଖିବା ପାଇଁ କଟକର ବୃନ୍ଦାବନ ସିନେମା ହଲରେ ଲୋକଙ୍କ ଭିଡ଼ ପାରିଲିଖିତ ହୋଇଥିଲା।…

ବଲିଉଡରେ ରାଜ୍ କରୁଥିବା ଏହି କଳାକାର ମାନେ ହେଉଛନ୍ତି ଓଡ଼ିଆ

ଭୁବନେଶ୍ୱର: ବଲିଉଡ କଳାକାରଙ୍କ କଳାକାରୀତାରେ ମୁଗ୍ଧ ପ୍ରାୟ ସମସ୍ତେ । ତେବେ ବଲିଉଡରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ଓଡିଶାରେ ଜନ୍ମ ନେଇଛନ୍ତି । ଆଜି ଆମେ ଆପଣଙ୍କୁ ସେହିଭଳି କିଛି କଳାକାରଙ୍କ ସମ୍ପର୍କରେ ଜଣାଇବୁ ଯେଉଁମାନେ ବଲିଉଡରେ ଯାଇ ଆମ ଓଡ଼ିଶାର ସମ୍ମାନ ବଜାଇ ରଖିଛନ୍ତି ।…

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ବାଳ’; ପ୍ରଥମ ଦିନରେ ଚନ୍ଦାଙ୍କ ପାଇଁ ମାଗଣା ଏଣ୍ଟ୍ରି

କଟକ/ଭୁବନେଶ୍ୱର: ଚନ୍ଦା ସିନେପ୍ରେମୀଙ୍କ ପାଇଁ ଖୁସି ଖବର । ଆଜି ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା "ବାଳ- ଦ ରିଦିମ ଅଫ ଲାଇଫ" କୁ ଚନ୍ଦା ଲୋକମାନ ଶୁକ୍ରବାର ଦିନ ଏହାର ନିର୍ମାତା ମାନଙ୍କ ସହ ବସି ମାଗଣାରେ କଟକର ଜୟଶ୍ରୀ ଟକିଜ ଠାରେ ଦେଖିବାର ଆୟୋଜନ କରାଯାଇଥିଲା । ତରଙ୍ଗ ସିନେ…

ରିଲିଜ ହେଲା ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଜ୍ୟୋତି ଓ ଅମ୍ଲାନଙ୍କ ଅଭିନିତ ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର…