Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଡ଼ଟ୍ ଫେଷ୍ଟିଭାଲ୍: ସୋନାଙ୍କ ଦେଶୀ ରକ୍ ଶୋ’ରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଏବେ ରାଜଧାନୀର ପ୍ରତିଟି ସନ୍ଧ୍ୟା ଚମକୁଛି । ରାଜଧାନୀବାସୀ କଳିଙ୍ଗ ଷ୍ଟାଡ଼ିୟମରେ ହକି ବିଶ୍ୱକପ ମ୍ୟାଚର ମଜ୍ଜା ଉଠାଇବା ସହିତ ଡ଼ଟ୍ ଫେଷ୍ଟିଭାଲରେ ରକ୍ ଶୋ’ ଦେଖିବାକୁ ଭୁଲୁନାହାନ୍ତି । ବେଶ୍ ଭିଡ଼ ଦେଖିବାକୁ ମିଳୁଛି ଡ଼ଟ୍ ଫେଷ୍ଟରେ । ବିଡ଼ିଏ ତରଫରୁ ଆୟୋଜିତ ହୋଇଥିବା ଏହି ଡ଼ଟ୍…

ଅର୍ଚ୍ଚିତାଙ୍କ ନୂଆ ଫିଲ୍ମ ରିଲିଜ୍ ହେବ ନୂଆବର୍ଷରେ !

ଭୁବନେଶ୍ୱର: ଓଲିଉଡ଼ର ଷ୍ଟଣ୍ଟଗାର୍ଲ ଭାବେ ବେଶ୍ ପରିଚିତା ଅର୍ଚ୍ଚିତାଙ୍କ ନୂଆ ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । ଓଡ଼ିଆ ସିନେମାର ସଫଳ ନାୟିକା ଅର୍ଚ୍ଚିତାଙ୍କ ଦୁଇଟି ହିଟ୍ ଫିଲ୍ମ ‘ଚକଲେଟ୍’ ଓ ‘ଥୁକୁଲ’ରେ ଥିବା ଓଲିଉଡ଼ ଷ୍ଟାର୍ ବାବୁସାନ ଏଥିରେ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି…

ମନ ମୋହୁଛି ‘ପ୍ୟାର ଅଲଗା ପ୍ରକାର’

ଭୁବନେଶ୍ୱର : ସଦ୍ୟ ରିଲିଜ ହୋଇଥିବା ଝିଲିକ୍-ଜ୍ୟୋତି ଅଭିନୀତ ‘ପ୍ୟାର ଅଲଗା ପ୍ରକାର’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସୁଛନ୍ତି ଝିଲିକ୍-ଜ୍ୟୋତି । ବଙ୍ଗୀୟ ଲଳନା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓଲିଉଡ ଜଗତରେ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କୁ ମତୁଆଲା…

‘ସାଥି ତୁ ଫେରିଆ’ରେ କମାଲ୍ କରୁଛନ୍ତି ଅନୁଭା-ଜ୍ୟୋତିଙ୍କ ଯୋଡ଼ି

ଭୁବନେଶ୍ୱର: ଓଲିଉଡ଼ର ଚୁଲବୁଲି ସୁନ୍ଦରୀ ନାୟିକା ଅନୁଭା ସୌର୍ଯ୍ୟାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଛୁଇଁ ପାରିଛି । ଅନୁଭାଙ୍କ ଫ୍ୟାନମାନେ ପ୍ରଥମଥର ଲାଗି ନାୟକ ଜ୍ୟୋତିଙ୍କ ବିପକ୍ଷରେ ଅଭିନୟ କରିଥିବାର ଦେଖିବାକୁ ପାଇଛନ୍ତି । କଥାହେଲା ସଦ୍ୟ ରିଲିଜ୍ ହୋଇଥିବା ଏହି ‘ସାଥି ତୁ ଫେରିଆ’…

ରିଲିଜ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘୨.୦’

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘୨.୦’ ସିନେମା ହଲରେ ମୁକ୍ତିଲାଭ କରିଛି । ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଫିଲ୍ମଟି ରିଲିଜ ହୋଇଛି । ଖିଲାଡି କୁମାର ଏହି ‘୨.୦’ ଫିଲ୍ମରେ ଭିଲିଆନ ଲୁକରେ ଅଭିନୟ କରିଥିବାବେଳେ ଏହା…

ହକି ବିଶ୍ୱକପ୍: ଝଲସୁଛି ବାରବାଟୀ, ସଲମାନଙ୍କ ଅପେକ୍ଷାରେ ଦର୍ଶକ

ଭୁବନେଶ୍ୱର: ‘ହକି ବିଶ୍ୱକପ୍’ ର ଉଦଘାଟନୀ ଉତ୍ସବରେ ସାରା ରାଜଧାନୀ ଦୁଲୁକିଥିବା ବେଳେ ଆଜି ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବରେ ସଲମାନ ଖାନଙ୍କ ଯାଦୁରେ ଝୁମିବେ କଟକ ବାସୀ । ଆଜି କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ…

କଟକରେ ସଲମାନ୍ ଖାନ୍ !

ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ । ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ…

ରିଲିଜ୍ ହେଲା ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ…

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ଥିବା ଚର୍ଚ୍ଚିତ ଫିଲ୍ମ ‘ତୁ ମୋ ସୁନା ଚଢେଇ’ର ଅଡ଼ିଓ ରିଲିଜ୍ ଇତିମଧ୍ୟରେ ହୋଇଯାଇଛି । ଗୀତ ଗୁଡ଼ିକ ସୋସିଆଲ୍ ମିଡ଼ିଆରେ ରିଲିଜ୍ ହେବା ପରେ ଦର୍ଶକମାନେ ବେଶ୍ ପସନ୍ଦ କରିଥିବାର ଦେଖାଯାଇଛି । ଏହି ଫିଲ୍ମଟିରେ ଦୁଇ ନାୟିକା ଏଲସା ଘୋଷ ଏବଂ ଶ୍ରେୟା ଆକ୍ଟର୍…

ଆସୁଛି ‘ନାୟକର ନାଁ ଦେବଦାସ’, ‘ପାରୋ’ ଚରିତ୍ରରେ ଭୂମିକା ଦାଶ !

ଭୁବନେଶ୍ୱର: ସିନେମା ଜଗତରେ ‘ଦେବଦାସ’ ଚରିତ୍ରକୁ ନେଇ ପୂର୍ବରୁ ପ୍ରାୟ ୧୬ଟି ଭାରତୀୟ ଭାଷାରେ ଚଳଚ୍ଚିତ୍ର ନିର୍ମିତ ହୋଇଛି । ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଦେବଦାସ’କୁ ଆଧାରକରି ହିନ୍ଦି ସମେତ ବଙ୍ଗଳା, ମରାଠୀ, ଗୁଜରାଟୀ, ମାଲୟାଲାମ ତଥା ତେଲୁଗୁ ଭାଷାରେ ନିର୍ମିତ ହୋଇଥିଲେ ମଧ୍ୟ ଓଡ଼ିଆ…

ପ୍ରେମ-ପ୍ରଣୟ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ରଣବୀର-ଦୀପିକା…

ମୁମ୍ବାଇ: ବଲିଉଡ଼ରେ ବିବାହ ଲାଗି ୨୦୧୮ ମସିହା ବେଶ୍ ସଫଳତମ ବର୍ଷ ଭାବେ ସାବ୍ୟସ୍ତ ହୋଇଛି । ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ବଲିଉଡ଼ ବିୟୁଟି ପ୍ରିୟଙ୍କା ଚୋପ୍ରାଙ୍କ ବାହାଘର । ସେହିପରି ବଲିଉଡ଼ର ମୋଷ୍ଟ ସେନସେସନ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଏବଂ ହ୍ୟାଣ୍ଡସମ୍ କ୍ରିକେଟର୍ ବିରାଟ…