Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘କେଦାରନାଥ‘ ଟ୍ରେଲର ରିଲିଜ, ଦମଦାର ଲୁକରେ ସୁନ୍ଦରୀ ସାରା ଅଲ୍ଲୀ ଖାନ

ଭୁବନେଶ୍ୱର : ସୁନ୍ଦରୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ର ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଧମାଲ କରୁଛି । ଏହି ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନଜର ଆସୁଛନ୍ତି । ମାତ୍ର କେଇ ମିନିଟର ଟ୍ରେଲରର ଏକ ଦୃଶ୍ୟରେ ପ୍ରକୃତିର ଧ୍ୱଂସ ଲୀଳା…

‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର’ର ଗାୟକ ଚିତ୍ତ ଜେନାଙ୍କ ଦେହାନ୍ତ

କଟକ : ବିଶିଷ୍ଟ ଓଡିଆ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ଆଜି ସକାଳେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ପରିବାର ସଦସ୍ୟଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୬ ମସିହାରେ ତାଙ୍କର ଓପନ୍ ହାର୍ଟ ସର୍ଜରୀ ହୋଇଥିଲା । ସେବେଠୁ…

‘ପ୍ରେମ ପାଇଁ ମହାଭାରତ’ରେ ରିୟା-ସମ୍ବିତଙ୍କ ରିଲ୍ ରୋମାନ୍ସ

ଭୁବନେଶ୍ୱର: ରିୟା-ସମ୍ବିତଙ୍କ ରିୟଲ୍ ନୁହେଁ ରିଲ୍ ରୋମାନ୍ସକୁ ନେଇ ଏବେ ଓଲିଉଡ଼ରେ ବେଶ୍ ଚର୍ଚ୍ଚା । ଓଲିଉଡ଼ର କୁଲ୍ ବୟ ସମ୍ବିତଙ୍କ ସହିତ ଚୁଲବୁଲି ନାୟିକା ରିୟା ଦେ ‘ପ୍ରେମ ପାଇଁ ମହାଭାରତ’ରେ ଅଭିନୟ କରିଛନ୍ତି । ଫିଲ୍ମଟିରେ ଅଭିନୟ କରିଥିବା ଏହି ଦୁଇ ଷ୍ଟାରଙ୍କ ରୋମାଣ୍ଟିକ୍ ଅଭିନୟକୁ…

‘ସାଥୀ ତୁ ଫେରିଆ’ରେ କମାଲ୍ କରିବେ ଜ୍ୟୋତି-ଅନୁଭାଙ୍କ ଯୋଡି

ଭୁବନେଶ୍ୱର : ସାଇଶ୍ରଦ୍ଧା ଟେଲି ପ୍ରଡକ୍ସନ ଓ ଜୀ-ସାର୍ଥକ ମିଳିତ ଭାବେ ନେଇ ଆସୁଛନ୍ତି ଓଡିଆ ଚଳଚ୍ଚିତ୍ର ‘ସାଥୀ ତୁ ଫେରିଆ’ । ସିନେମାରେ ୨ଜଣ ନାୟକଙ୍କ ବିପକ୍ଷରେ ୨ନାୟିକା ରହିଛନ୍ତି । ରିଅଲ ଲାଇଫ ଯୋଡି ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ଅନିଶା ପ୍ରମୁଖ ଭୂମିକାରେ ରହିଥିବାବେଳେ…

ରହସ୍ୟମୟ ନାଗରାଜ ମନ୍ଦିର, ଯେଉଁଠି ପୂଜା ପାଆନ୍ତି ସହସ୍ରାଧିକ ସର୍ପ !

ଭୁବନେଶ୍ୱର: ଭାରତୀୟ ପରମ୍ପରାରେ ଅନେକ ଦେବା ଦେବୀଙ୍କ ସମେତ ସେମାନଙ୍କ ବାହନକୁ ମଧ୍ୟ ସମ୍ମାନର ସହିତ ପୂଜାର୍ଚ୍ଚନା କରାଯାଇଥାଏ । ଭାରତୀୟ ଦେବାଦେବୀଙ୍କ ସମେତ ଅନେକ ପଶୁ, ପକ୍ଷୀ, ବୃକ୍ଷରାଜି ତଥା ସରୀସୃପଙ୍କୁ ମଧ୍ୟ ଭାରତର କେତେକ ସ୍ଥାନରେ ଉପାସନା କରାଯିବାର ପୂରାତନ ବିଧି ରହିଛି ।…

ରିଲିଜ ହେଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’, ଏକାଠି ନଜର ଆସୁଛନ୍ତି ଅମିର-ଅମିତାଭ ଯୋଡି

ଭୁବନେଶ୍ୱର : ବହୁ ପ୍ରତିକ୍ଷିତ ଅମିତାଭ ବଚ୍ଚନ ଓ ଅମିର ଖାନଙ୍କ ଅଭିନୀତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ଫିଲ୍ମ ବଡ ପରଦାରେ ଦୀପାବଳିର ଗୋଟେ ଦିନ ପରେ ଅର୍ଥାତ୍ ନଭେମ୍ବର ୮ରେ ରିଲିଜ ହୋଇଯାଇଛି । ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଦର୍ଶକମାନେ ବଲିଉଡର…

ରିଲିଜ ହେଲା ୨.୦ର ଟ୍ରେଲର, ନୂଆ ଲୁକରେ ଖିଲାଡି କୁମାର

ନୂଆଦିଲ୍ଲୀ : ବହୁ ଦିନର ଅପେକ୍ଷା ପରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ୨.୦ର ଟ୍ରେଲର ରିଲିଜ ହୋଇଛି । ରିଲିଜର କିଛି ଘଣ୍ଟା ଭିତରେ ଫିଲ୍ମଟି ସୋସିଆଲ ମିଡିଆରେ ଧମାଲ କରୁଛି । ୨.୦ ଫିଲ୍ମର ଟ୍ରେଲରକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁବ୍ ସସପେନ୍ସ ଭରି ରହିଥିଲା ।…

ହିମାଳୟର ରହସ୍ୟମୟ ମ୍ୟାଗ୍ନେଟିକ୍ ହିଲ୍ !

ଭୁବନେଶ୍ୱର: ହିନ୍ଦୁ ପୁରାଣ ଶାସ୍ତ୍ରାନୁସାରେ ହିମାଳୟକୁ ଏକ ପବିତ୍ର ତଥା ତପସ୍ୟା ଓ ଯୋଗର ତପୋଭୂମି ଭାବେ ବର୍ଣ୍ଣନା କରାଯାଇଥାଏ । ମହାଦେବ ଶିବ ଅହର୍ନିଶି ଏହି ହିମାଳୟ ପାର୍ବତ୍ୟାଞ୍ଚଳେରେ ଥିବା କୈଳାଶରେ ଯୋଗ ନିବିଷ୍ଟ ରହିଥିବାର ଅନେକ ମୁନୀ ଋଷିମାନେ ସେମାନଙ୍କର ପ୍ରତ୍ୟେକ୍ଷ ଅନୁଭୁତିରେ…

ଜାଣନ୍ତୁ, ପ୍ରେମ୍ ଆନନ୍ଦ କାହିଁକି ଗାଆନ୍ତିନି ଗୀତ !

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ପ୍ରେମ୍ ଆନନ୍ଦ ଉଭୟ ଗୀତ ଓ ମାର୍ଜିତ ବ୍ୟବହାରକୁ ନେଇ ଘରେ ଘରେ ଲୋକପ୍ରିୟ । କେବେ ରୋମାଣ୍ଟିକ୍ ଗୀତ ତ କେବେ ସୁପରହିଟ୍ ଆଇଟମ୍ ନମ୍ବର ନିର୍ଦ୍ଦେଶନା ଦେଇ ଓଡ଼ିଆ ଶ୍ରୋତାଙ୍କ ମନରେ ଘର କରିନେଇଛନ୍ତି ସେ । ତାଙ୍କୁ ‘ଓଲିଉଡରେ ମ୍ୟୁଜିକାଲ୍…

ସୁଟିଂ ସେଟରେ ଏଲିନାଙ୍କ ସୁରକ୍ଷା କବଚ…

ଭୁବନେଶ୍ୱର: ଏଲିନା ସାମନ୍ତରାୟ ଓଲିଉଡ ସିନେମାରେ ଏବେ ଜଣେ ଆଗଧାଡ଼ିର ନାୟିକା । ୨୦୧୪ରେ ତରଙ୍ଗ ଚ୍ୟାନେଲ୍ରେ ପ୍ରସାରିତ ରିୟାଲିଟି ଶୋ’ ମାଧ୍ୟମରେ ଏଲିନା ପ୍ରଥମେ ଅଭିନୟ ଜଗତରେ ପାଦ ଥାପିଥିଲେ । ତାଙ୍କ ଦ୍ୱାରା ଅଭିନିତ ପ୍ରଥମ ସିନେମା ହେଉଛି ‘ଇସ୍କ ତୁ ହି ତୁ’ ଏବଂ ଏଥିରେ ସୁପରଷ୍ଟାର୍…