Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୮ଟି ସହରରେ ପ୍ରଦର୍ଶିତ ହେବ ଓଡ଼ିଆ ସିନେମା ‘କ୍ଷଣିକା’

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘କ୍ଷଣିକା - ଦ ଲଷ୍ଟ ଆଇଡ଼ିଆ’ ଫେଡ଼େରେସନ ଅଫ ଫିଲ୍ମ ସୋସାଇଟିସ ଅଫ ଇଣ୍ଡିଆ (ଏଫଏଫଏସଆଇ) ପକ୍ଷରୁ ୮ଟି ସହରରେ ପ୍ରଦର୍ଶିତ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ଉତ୍ସବ କୋଲକାତାର ନନ୍ଦନରେ ସେପ୍ଟେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବାକୁ ଯାଉଛି ।…

ଓଲିଉଡର ଏଲିନା, ଏବେ ବ୍ୟସ୍ତ ନାୟିକା…

ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଓଲିଉଡର ଏବେ ମୋଷ୍ଟ ପପୁଲାର୍ ଓ ବ୍ୟସ୍ତ ନାୟିକା । ଟିଭି ରିଆଲିଟି ଶୋ’ରୁ ଓଲିଉଡ ହିରୋଇନ ହୋଇ ସଫଳତାର ପାହାଚ ଚଢି ଚାଲିଛନ୍ତି ଏଲିନା । ଅଭିନୟ ଜଗତର ସଫଳତାର ଶୀର୍ଷରେ ଏବେ ଏଲିନା । ଚୁଲବୁଲି ନାୟିକା ଏଲିନା କେବଳ ଯେ ତାଙ୍କର ମଡ଼ର୍ଣ୍ଣ ଲୁକ୍ସ୍ ପାଇଁ…

ଖୁବ୍ ଶିଘ୍ର ସୁଟିଂ ହେବ ସାଇନାଙ୍କ ବାୟୋପିକ୍

ମୁମ୍ବାଇ: ବଲିଉଡ଼ ନିର୍ଦ୍ଦେଶକ ଅମୋଲ୍ ଗୁପ୍ତେଙ୍କ ନିର୍ଦ୍ଦେଶନାରେ ବ୍ୟାଡ଼ମିଣ୍ଟନ ସେନସେସନ୍ ସାଇନା ନେହେୱାଲଙ୍କ ବାୟୋପିକର ସୁଟିଂ ଖୁବ୍ ଶିଘ୍ର ହେବାକୁ ଯାଉଛି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି ଏହି ବାୟୋପିକରେ ସାଇନାଙ୍କ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ବଲିଉଡ୍ ସୁନ୍ଦରୀ…

ଟ୍ରେନ୍ ପଛରେ କାହିଁକି ଥାଏ ଛକି ଚିହ୍ନ ? ଜାଣନ୍ତୁ କାରଣ…

ଅନେକ ବ୍ୟକ୍ତି ପ୍ରତିଦିନ ଟ୍ରେନରେ ଯିବାଆସିବା କରିଥାନ୍ତି । ଟ୍ରେନର ଶେଷ ଆଡକୁ ଥିବା ଡବା ପଛରେ ଅଙ୍କା ଯାଇଥିବା ଚିହ୍ନ ଉପରେ ସମସ୍ତଙ୍କର ନଜର ପଡିଥିବ । କେହିକେହି ଚିହ୍ନକୁ ଦେଖିଥିବେ ତ ଆଉ କାହାର ନଜର ସେ ଦିଗ ଆଡେ ଯାଇନଥିବ । ବଗି ଗୁଡିକର କନେକ୍ସନରେ କୌଣସି ଯାନ୍ତ୍ରିକ…

ରାଜଧାନୀରେ ନୀଳ ମାଧବଙ୍କ ଫିଲ୍ମ ‘ହାଲକା’ର ସ୍ପେଶାଲ୍ ସ୍କ୍ରିନିଂ

ଭୁବନେଶ୍ୱର / ଦିଲ୍ଲୀ: ବୟସ୍କମାନେ ଛୋଟ କଥାକୁ ଜଟିଳ କରି ଦେଇଥାଆନ୍ତି । କିନ୍ତୁ କୋମଳମତି ଛୋଟ ଛୋଟ ପିଲାମାନଙ୍କର ହୃଦୟ ବେଶ୍ ସ୍ୱଚ୍ଛ ରହିଥାଏ । ପିଲାମାନଙ୍କର ପ୍ରତ୍ୟେକ ଚିନ୍ତାଧାରାରେ ରହିଥାଏ ନିର୍ଦ୍ଦୋଷତା । ସେମାନେ ସତ୍ୟକୁ ଠିକ୍ ରୂପେ ଉପଲବ୍ଧୀ କରିପାରିଥାଆନ୍ତି । ଗୁରୁବାର ଦିନ…

‘ଓଏଫଡିସି’ର ନୂଆ ୱେବସାଇଟ୍, ରହିବ ସିନେମାର ସମସ୍ତ ତଥ୍ୟ

କଟକ : ଓଡିଶା ଚଳଚ୍ଚିତ୍ର ଉନ୍ନୟନ  ନିଗମ (ଓଏଫଡିସି)ର ନୂଆ ୱେବସାଇଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରାଥମିକ ପର୍ଯ୍ୟାୟରେ ଏନଆଇସିର ନିର୍ଦ୍ଦେଶକ ଓ ବୈଷୟିକ ନିର୍ଦ୍ଦେଶକ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରୀପାଠୀଙ୍କ ସହ ଆଲୋଚନା କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ…

ଧଡ଼କ୍ ରିଲିଜ୍ ପରେ ବଢୁଛି ଜାହ୍ନବୀଙ୍କ ପପୁଲାରିଟି !

ମୁମ୍ବାଇ: ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଏବେ ବଲିଉଡ଼ର ଜଣେ ବ୍ୟସ୍ତ ନାୟିକା । ବଲିଉଡ଼ରେ ନୂଆକରି ପାଦ ଦେଉଦେଉ ହିଁ ସୁନ୍ଦରୀ ଜାହ୍ନବୀଙ୍କ ଲୋକପ୍ରିୟତା ବେଶ୍ ବଢି ଚାଲିଛି । ଧଡ଼କ୍ ରିଲିଜ୍ ହେବାପରେ ଜାହ୍ନବୀଙ୍କୁ ଏବେ ଟିକେ ବି ଫୁରସୋତ୍ ମିଳୁନି । ତାଙ୍କର ଡ଼େବ୍ୟୁ ଫିଲ୍ମରେ ଜାହ୍ନବୀ…

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ସଙ୍ଗୀତ ଓ ସିନେମା

ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ । ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହୋଇ ରହିଯାଇଥାଏ ରକ୍ଷାବନ୍ଧନର ସ୍ମରଣୀୟ ଦିନଟି ।…

ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ଆଜି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଆଜି ସକାଳେ ପରଲୋକ ହୋଇଯାଇଛି । ସେ ସ୍ୱାସ୍ଥ୍ୟ ଜନିତ ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଦେବୁ…

ୟୁ-ଟ୍ୟୁବରେ ଯାଦୁ ଦେଖାଇବେ ଓଲିଉଡ କୁଇନ୍ ବର୍ଷା

ଓଲିଉଡ କୁଇନ୍ ତଥା ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଅଭିନୟ ଯାଦୁ ବଳରେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ କରିଥାନ୍ତି । ସୁନ୍ଦରୀ ବର୍ଷା ଓଲିଉଡ ଇଣ୍ଡଷ୍ଟ୍ରିରେ ରାଜ୍ କରୁଥିôବାବେଳେ ଏବେ ଅଭିନୟର ଯାଦୁ ଦେଖାଇବା ପାଇଁ ଏକ ନୂଆ ପ୍ଲାଟଫର୍ମକୁ ଆପଣେଇଛନ୍ତି । ନିଜ ଅଭିନୟ ଓ…