Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୬ଟି ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ର ପାଣିପାଗ କେନ୍ଦ୍ର ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୬ ଟି ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି । ଯେଉଁ ଜିଲ୍ଲା ଗୁଡ଼ିକ ଲାଗି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ କରାଯାଇଛି, ସେହି…

ଅନୁକୃତି ବାସ୍ ହେଲେ ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ

ମୁମ୍ବାଇ: ଏଫବିବି ‘ଫେମିନା ମିସ୍ ଇଣ୍ଡିଆ ୨୦୧୮’ ବିଜୟିନୀ ହୋଇପାରିଛନ୍ତି ତାମିଲନାଡୁର ସୁନ୍ଦରୀ ଅନୁକୃତି ବାସ୍ । ଫେମିନା ମିସ୍ ଇଣ୍ଡିଆ କଣ୍ଟେଷ୍ଟର ଏହି ୫୫ ତମ ସଂସ୍କରଣ ମୁମ୍ବାଇର ଏନଏସସିଆଇ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା । ବିଜୟୀ ଘୋଷିତ ହେବାପରେ ୨୦୧୭ ମସିହାର ବିଜୟିନୀ ମାନୁଷୀ…

ଓଡ଼ିଆ ଝିଅ ଲାବଣ୍ୟଙ୍କ କମାଲ୍ : ‘ପ୍ରିନ୍ସ ଏଣ୍ଡ ପ୍ରିନ୍ସେସ’ ଇଣ୍ଟରନ୍ୟାସନାଲ ଫିନାଲେରେ ଭାରତକୁ କରିବେ ପ୍ରତିନିଧିତ୍ୱ

ଭୁବନେଶ୍ୱର : ଓଡ଼ିଆ ଝିଅ ଲାବଣ୍ୟ ଦାସ । କୁନି କୁନି ପାଦରେ ହାଇ ହିଲ୍ ପିନ୍ଧି ଫ୍ୟାସନ ଶୋ’ ହେଉ କି ଡ଼ିବେଟ୍ କମ୍ପିଟିସନ । ପାଠ, ନାଚ, ଗୀତ ଏପରିକି ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଛନ୍ତି ଏହି ଟ୍ୟାଲେଣ୍ଟେଡ଼ ଓଡ଼ିଆ କିଶୋରୀ ଲାବଣ୍ୟ । ତେବେ ଆସନ୍ତା ଜୁଲାଇ ମାସରେ…

ରାଜଧାନୀ ସିନେମା ପ୍ରେମୀ ଦେଖିପାରିବେ ବିଶ୍ୱସିନେମାର ବଛା ବଛା ଫିଲ୍ମ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସିନେମାପ୍ରେମୀଙ୍କ ଲାଗି ଖୁସିର ଖବର । ପ୍ରେକ୍ଷାଳୟରେ ବସି ତାଙ୍କ ମନପସନ୍ଦର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ବଡ଼ ପରଦାରେ ଉପଭୋଗ କରିପାରିବେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆସନ୍ତା ଜୁନ ୨୮ ତାରିଖରେ ସୂଚନାଭବନରେ ୨ଟି…

ସୋସିଆଲ୍ ମିଡ଼ିଆରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରି ୫ ଯୁବକ ଗିରଫ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଥାନା ପୋଲିସ ରବିବାର ଦିନ ସୋସିଆଲ୍ ମିଡ଼ିଆରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍ କରିବା ଅଭିଯୋଗରେ ୫ ଯୁବକଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଆସାମୀ ଏପର୍ଯ୍ୟନ୍ତ ଫେରାର ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ । ମିଳିଥିବା…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…

ବିଶ୍ୱକପ ଫୁଟବଲ: ରୋନାଲ୍ଡ଼ୋଙ୍କ ହାଟ୍ରିକ୍ ରେ ଡ୍ର ରହିଲା ମ୍ୟାଚ !

ମସ୍କୋ : ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ଦୁଇ ଶକ୍ତିଶାଳୀ ଟିମ୍ ପର୍ତ୍ତୁଗାଲ ଓ ସ୍ପେନ ୩-୩ ଗୋଲରେ ବରାବର ରହିଲା । ଏହି ମ୍ୟାଚରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋଙ୍କ ହ୍ର୍ୟାଟ୍ରିକ ଗୋଲ ବିଜୟୀ କରିପାରିଲାନି ପର୍ତ୍ତୁଗାଲ ଦଳକୁ । ଏହି ମ୍ୟାଚରେ ବିଶ୍ୱର ସମସ୍ତ…

ଓଡ଼ିଆ ରଜ ରିଲିଜ ଦେଖିବାକୁ ହଲ୍ ରେ ଦର୍ଶକଙ୍କ ନାହିଁ ନଥିବା ଭିଡ

କଟକ/ଭୁବନେଶ୍ୱର : ସବୁବର୍ଷ ରଜରେ ଏକାଧିକ ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ଏବେ ମଧ୍ୟ ଓଡ଼ିଆ ଦର୍ଶକମାନେ ରଜ ରିଲିଜକୁ ହଲରେ ଦେଖିବାକୁ ଅପେକ୍ଷା କରିଥାନ୍ତି । ଏହି ରଜରେ ୨ଟି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇଛି । ଗୋଟିଏ ହେଲା ସାର୍ଥକ ପ୍ରଡ଼କ୍ସନର ‘ଫୋର୍ ଇଡ଼ିୟଟସ’ ଏବଂ ତରଙ୍ଗ ସିନେ…

ସଂଗ୍ରାମୀ ବାଜି ରାଉତଙ୍କୁ ନେଇ ସର୍ଟ ଫିଲ୍ମ: ‘ବାଜି ଦ ଇମୋର୍ଟାଲ ବୋଟ୍ ବୟ’

ଭୁବନେଶ୍ୱର : ମାତ୍ର ଏଗାର ବର୍ଷର ଛୋଟିଆ ବାଳକ ବାଜି ରାଉତଙ୍କ ଦେଶମାତୃକା ଲାଗି ବଳିଦାନ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଆଜି ଯାଏଁ ପ୍ରେରଣା ଦେଇପାରୁଛି । ନିଷ୍ଠୁର ତଥା ଅତ୍ୟାଚାରୀ ଇଂରେଜ ଫୌଜର ଗୁଳି ଆଗରେ ନିଜ ଦେଶ ଲାଗି ନିର୍ଭୟରେ ଛାତି ଦେଖାଇଦେଇ ପ୍ରାଣବଳୀ ଦେଇଥିବା ବାଜି ରାଉତଙ୍କୁ ନେଇ…

ଓଡ଼ିଆ ରଜ ରିଲିଜ୍ : ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’

ଭୁବନେଶ୍ୱର : ରଜରେ ରିଲିଜ୍ ହେଉଛି ମ୍ୟୁଜିକାଲ୍ ଓଡ଼ିଆ ଫିଲ୍ମ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ । ରଜରେ ଓଲିଉଡ଼ ରିଲିଜକୁ ଅପେକ୍ଷା କରିଥାନ୍ତି ଓଡ଼ିଆ ସିନେମାପ୍ରେମୀ । ରଜ ବଜାରର ଏହି ଫିଲ୍ମଟିରେ ଓଲିଉଡ଼ ସୁପରଷ୍ଟାର ବାବୁସାନଙ୍କ ସହିତ ନାୟିକା ଭୂମିକାରେ ଅବତୀର୍ଣ୍ଣା ହେଉଛନ୍ତି ନବାଗତା ଦିବ୍ୟା…