Latest Odisha News

BREAKING NEWS

Browsing Category

ନ୍ୟୁଜ ମେକର

‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ

ମହାମାରୀର ଦ୍ରୁତ ସଂକ୍ରମଣ ଭିତରେ ମିଳିଲା ଆଉ ଏକ ସଂଜିବନୀ । କୋଭିସିଲ୍ଡ ଓ କୋଭାକ୍ସିନ୍ ପରେ ଏବେ ‘ସ୍ପୁଟନିକ୍ –ଭି’କୁ ମଞ୍ଜୁରୀ । ଭ।ରତରେ ବ୍ୟହୃତ ହେବ ଏହି ତୃତୀୟ ଭ୍ୟାକସିନ୍ । କ୍ଲିନିକାଲ ଟ୍ରାଏଲରେ ୯୧.୬ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଏହି ଟିକା ୨ରୁ ୮ ଡିଗ୍ରୀ ତାପମାତ୍ରାରେ…

ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ

କପିଳ ଶର୍ମା ଜଣେ ହୋଷ୍ଟ, ଆକ୍ଟର ଓ ପ୍ରଡ୍ୟୁସର । ପଂଜାବ ଅମୃତସରରେ ତାଙ୍କର ଜନ୍ମ । ୨୦୦୭ରେ ଗ୍ରେଟ ଇଣ୍ଡିଆନ୍ ଲାଫଟର ସୋ’ଅଡିଶନରେ ରିଜେକ୍ଟ ହେବା ପରେ ନିଜ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଥିଲେ । ଏବେ କିଛି ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ ପ୍ରକାଶିତ କରାଯିବ । ଯାହାକୁ…

ରିତେଶଙ୍କ ଓୟୋ ଦେବାଳିଆ ଆଡକୁ ଯାଉଥିବା ଘଟଣା ନେଇ ଚର୍ଚ୍ଚା

ରିତେଶ ଅଗ୍ରୱାଲ ୟଙ୍ଗ ବିଲିୟନେୟାର ଉଦ୍ୟୋଗୀ ସହ ଓୟୋର ପ୍ରତିଷ୍ଠାତା । ୨୦୧୩ରେ ଓରଭେଲ କୁ ଓୟୋରେ ପରିଣତ କରିଥିଲେ । ଯାହା ଏବେ ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚୟ ଦେଇଛି । ତେବେ କିଛି ଦିନ ହେଲା ଏହା ଦେବାଳିଆ ଆଡକୁ ଯାଉଥିବା ଚର୍ଚ୍ଚା ହୋଇଥିଲା । ଯାହାକୁ ଖଣ୍ଡନ କରିବା ସହିତ ମିଛ…

ପୁଣି ବିବାଦ ଘେରରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍

ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି ।…