Latest Odisha News

BREAKING NEWS

Browsing Category

ନ୍ୟୁଜ ମେକର

ବୋରିସ୍ ଜନସନ୍‌ଙ୍କ ବଦାନ୍ୟତା

ବ୍ରିଟେନ୍: ବ୍ରିଟେନ୍ ର ଜଣେ ରାଇଟର ଆଉ ଜଣେ ଦକ୍ଷ ପଲିଟିସିଆନ୍ ହେଉଛନ୍ତି ଆଲେ୍‌ଜାଣ୍ଡର ବୋରିସ୍ ଜନସନ୍ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ଭାରତ ପ୍ରତି ବଢାଇଛନ୍ତି ସହଯୋଗର ହାତ । ଦେଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ତଥା ଚିକିତ୍ସା ଉପକରଣ ଯୋଗାଇବାରେ ସେ ଆଗରେ । ନ୍ୟୁୟର୍କ…

ଦିଦିଙ୍କ ଦବଦବା

ପଶ୍ଚିମବଙ୍ଗରେ ବାଜିମାତ୍ କରିଛି ଟିଏମସି । ଫେଲ୍ ମାରିଛି ବିରୋଧୀ ଦଳର ସବୁ ଅଙ୍କ । ଚଳିତ ବର୍ଷ ତୃତୀୟ ଥର ପାଇଁ ସରକାର ଗଢିବ ଟିଏମସି । ରାଜନୈତିକ ଗୋଟି ଚାଳନାରେ ପୁଣି ଶାସନ କ୍ଷମତା ଅକ୍ତିଆର କରିଛନ୍ତି ମମତା ବାନାର୍ଜୀ । ଆଉ ଏବେ ଅନେକ ରଥି ମହାରଥୀଙ୍କୁ ପଛରେ ପକାଇ ସରକାର ଗଢିବେ ମମତା…

ଚର୍ଚ୍ଚାରେ ଆଦର ପୁନାୱାଲା

ସେରମ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା । କିଛି ଦିନ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ତାଙ୍କୁ ‘ୱାଇ’କାଟାଗୋରୀ ସୁରକ୍ଷା ନେଇ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସୁରକ୍ଷା ସହ ପୁନାୱାଲାଙ୍କ ପ୍ରତି ବିପଦ ଅଛି କି ନାହିଁ ତାହା ଜଣାପଡିବ । ଭ୍ୟାକସିନ୍ କୋଭିସିଲ୍ଡ ମୂଲ୍ୟକୁ ନେଇ…

ସଙ୍କଟରେ ସହଯୋଗ

କରୋନା ଭଳି ସଙ୍କଟଜନକ ସ୍ଥିତିରେ ସହଯୋଗ । ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ବିଶ୍ୱର ଦୁଇ ବଡ଼ କମ୍ପାନୀର ମୁଖ୍ୟ । ଭାରତୀୟ ବଂଶୋଦ୍ଭବ ଗୁଗଲର ମୁଖ୍ୟ ସୁନ୍ଦର ପିଚାଇଙ୍କ ସହିତ ମାଇକ୍ରୋସଫ୍ଟର ସତ୍ୟ ନାଦେଲା ମହାମାରୀ ସଙ୍କଟ କାଳରେ ଦେଲେ ସହାୟତା ।

କ୍ଲୋଇ ଜାଓଙ୍କୁ ଓସ୍କାର

ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ଓସ୍କାର ଆୱାର୍ଡ ପାଇଲେ କ୍ଲୋଇ ଜାଓ । ପ୍ରଥମ ଏସୀୟ ମହିଳା ଭାବେ ସମ୍ମାନୀତ । ‘ନୋମାଡଲାଣ୍ଡ’ ଫିଲ୍ମର ନିର୍ଦ୍ଦେଶନା ନେଇଥିବା ଚୀନ୍‌ର କ୍ଲୋଇଙ୍କୁ ମିଳିଛି ଏକାଡେମୀ ଆୱାର୍ଡ । ପରିଣତ ବୟସରେ ଜୀବନ ଜୀଇଁବାର ସଂଘର୍ଷକୁ ଫିଲ୍ମରେ ରୂପ ଦେଇଛନ୍ତି ‘କ୍ଲୋଇ’ ।…

ବିଜନେସ୍ ଟାଇକୁନ୍ ରତନ ଟାଟା

ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍‌ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍…

ନିଆରା ନବୀନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତି ରଣକ୍ଷେତ୍ରରେ ଦୀର୍ଘ ୨୦ବର୍ଷ ଧରି କରୁଛନ୍ତି ରାଜ୍ । ୫ ମାର୍ଚ୍ଚ ୨୦୦୦ରୁ ନବୀନ ବିଜୁ ଜନତା ଦଳର ଅପ୍ରତିଦ୍ୱନ୍ଦୀ ନେତା ହେଉଛନ୍ତି ନବୀନ । କରୋନା କାଳରେ ମୁକାବିଲା ନେଇ ଆଗକୁ ବାହାରିଛନ୍ତି । ଏନେଇ ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କୁ ଭୁରି…

ଭାରତ ଫେରିବେ ନୀରବ ମୋଦି

ଶେଷରେ ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି । ନୀରବ ମୋଦିକୁ ବ୍ରିଟେନରୁ ଭାରତ ଅଣାଯିବାର ବାଟ ସଫା ହୋଇଯାଇଛି । ଏନେଇ ପ୍ରତ୍ୟାପଣ ପାଇଁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ପିଏନବି ବ୍ୟାଙ୍କ ଘୋଟାଲାରେ ପଳାତକ ସାଜିଥିଲେ ନୀରବ ଆଉ ତାଙ୍କ ମାମୁଁ ମେହୁଲ। ତେବେ ନୀରବଙ୍କ…

ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ୱରରେ ହେବ ୫୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ । ଆଉ ଏନେଇ ୩୪୦କୋଟି ପ୍ରଦାନ କରି ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି । ଓଡ଼ିଶା ମାଟି ପାଇଁ ଏହି ମୂଲ୍ୟ ବହୁତ କମ୍ । ତେବେ କ୍ୟାନସର ହସପିଟାଲ ହେଲେ ବହୁ ଗରିବ କ୍ୟାନସର ପୀଡିତଙ୍କୁ ଚିକିତ୍ସାରେ ସୁବିଧା ମିଳିପାରିବ ବୋଲି କହିଛନ୍ତି…

ଗାଗାରିନ୍‌ଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ

ଦୀର୍ଘ ବର୍ଷ ପରେ ଖୋଲିଲା ମୃତ୍ୟୁ ରହସ୍ୟ । ପ୍ରଥମ ମହାକାଶଚାରୀ ୟୁରି ଗାଗାରିନ୍ ଅନ୍ତରୀକ୍ଷରେ ପହଂଚି ଇତିହାସ ରଚିଥିଲେ । ଅନ୍ତରୀକ୍ଷ ଯାତ୍ରାର ୭ ବର୍ଷ ପରେ ଗାଗାରିନଙ୍କ ମୃତ୍ୟୁ ହୋଇଥିଲା । ହେଲେ ତାଙ୍କର ମୃତ୍ୟୁ ଏକ ପ୍ରକାର ରହସ୍ୟମୟ ହୋଇ ରହିଥିଲା । ଯାହାକି ଦୀର୍ଘ ୨୦ବର୍ଷ ପରେ…