Latest Odisha News

BREAKING NEWS

Browsing Category

ବାଲେଶ୍ୱର

Balasore

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା…

ମହାରାଷ୍ଟ୍ରରୁ ବାଲେଶ୍ୱର ପହଞ୍ଚିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ; ଆସିଲେ ୪୦୨ଜଣ ପ୍ରବାସୀ

ବାଲେଶ୍ୱର: ବାଲେଶ୍ୱର ଷ୍ଟେସନ୍‌ରେ ପହଞ୍ଚିଲା ଆଉ ଏକ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ଟ୍ରେନ୍‌ । ଟ୍ରେନ୍‌ରେ ଆସିଛନ୍ତି ୪୦୨ ଜଣ ପ୍ରବାସୀ ଓଡ଼ିଆ । ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ ସମସ୍ତେ ମହାରାଷ୍ଟ୍ରର ଥାନେରୁ…

ହାଇଦ୍ରାବାଦରୁ ପାଦରେ ଚାଲି ବାଲେଶ୍ୱର ପହଞ୍ଚିଲେ ୧୦୦ ପ୍ରବାସୀ ଶ୍ରମିକ

ବାଲେଶ୍ୱର: ହାଇଦ୍ରାବାଦରୁ ପାଦରେ ଚାଲି ଚାଲି ୧୦୦ରୁ ଅଧିକ ଶ୍ରମିକ ବାଲେଶ୍ୱର ଜିଲ୍ଲାର ରେମୁଣାରେ ସୋମବାର ଦିନ ପହଞ୍ଚିଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ଶ୍ରମିକମାନେ ବସ୍ତା ବ୍ଳକ ଅନ୍ତର୍ଗତ କେଶୁଡ଼ିହ ପଞ୍ଚାୟତର ବାସିନ୍ଦା । ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ବେଗମପେଟ୍ ଅଞ୍ଚଳରେ…

ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ, ମୋଟ ସଂଖ୍ୟା ୧୭୮କୁ ବୃଦ୍ଧି

ଭୁବନେଶ୍ୱର : ବୁଧବାର ବାଲେଶ୍ୱରରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି । ସେପଟେ ବାଲେଶ୍ୱର ଜିଲ୍ଲାରେ ଏହି ୨୫ ଛୁଇଁଛି । ଏ ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂଆ ଚିହ୍ନଟ କରୋନା…

ବାଲେଶ୍ୱରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୧୬୧ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ । 2nd Health Update, 3rd May, 2020 One new Case in Balasore 34 yr Male (West Bengal returnee.…

ଆସିଲା ବାଲେଶ୍ୱରର ୫ କରୋନା ପଜିଟିଭ୍‌ଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ୫ କରୋନା ପଜିଟିଭଙ୍କ ଗସ୍ତ ବିବରଣୀ ଦେଇଛି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ୧୦୪ରୁ ୧୦୮ ନମ୍ବର ଯାଏଁ କରୋନା ପଜିଟିଭ ରୋଗୀ ନେଳିଆବାଗ ଅଞ୍ଚଳର ବୋଲି ସୂଚନା ଦିଆଯାଇଛି । ତଥ୍ୟ ଅନୁଯାୟୀ, ୧୦୪, ୧୦୫, ୧୦୬ ଓ ୧୦୭ ନମ୍ବର ରୋଗୀ ୬୧…

ସୋରରେ ବ୍ୟାଙ୍କ ଓ ଲଜ୍‌କୁ ସିଲ୍ କଲା ପ୍ରଶାସନ

ବାଲେଶ୍ୱର: ସୋର ଅଡଙ୍ଗ ବଜାର ସ୍ଥିତ ୟୁକୋ ବ୍ୟାଙ୍କକୁ ସିଲ୍ କଲା ପ୍ରଶାସନ । ଏଠାକାର ଜଣେ କର୍ମଚାରୀ ନେଳିଆବାଗ୍‌ରେ ଚିହ୍ନଟ ହୋଇଥିବା ଜଣେ କରୋନା ପଜିଟିଭ୍‌ଙ୍କ ଘରେ ଭଡାରେ ରହୁଥିଲେ । ତେଣୁ ବ୍ୟାଙ୍କକୁ ସିଲ୍ କରାଯିବା ସହ ଏଠାରେ କାମ କରୁଥିବା ୧୧ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ…

ରାଜ୍ୟର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ଯୋଗୁଁ ଆଜି ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୟୂରଭଂଜ ଖୁଣ୍ଟା ଥାନା ବଡକତରା ଗାଁରେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଯୁବକ ଗାଁ ପୋଖରୀରୁ ମାଛ ଧରୁଥିବା ବେଳେ ଏହି…

ଓଡିଶା -ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଅଂଚଳ ସ୍ଥିତି ପରଖିଲେ ପୋଲିସ ଡିଜି

ବାଲେଶ୍ୱର: ପୋଲିସ ଡିଜି ଅଭୟ ଆଜି ବାଲେଶ୍ୱର ସୀମାବର୍ତ୍ତୀ ଅଂଚଳରେ ପୋଲିସ ମୁତୟନ ନେଇ ସମୀକ୍ଷା କରିଥିଲେ । ସେ ଲକ୍ଷ୍‌ଣନାଥ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟଠାରେ ପହଞ୍ଚି ପୋଲିସ କର୍ମଚାରୀ ମୁତୟନର ସମୀକ୍ଷା କରିଥିଲେ । କରୋନା ମହାମାରୀ ନ ଥମିବା ଯାଏଁ ପଶ୍ଚିମବଙ୍ଗରୁ ଯେମିତି କେହି ଓଡିଶା…

ତିନି ଜିଲ୍ଲା ପାଇଁ ରାପିଡ୍ ରେସପନ୍ସ ଟିମ୍ ଗଠିତ

ଭୁବନେଶ୍ୱର: ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ହଠାତ୍ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ସରକାର ଏସବୁ ଜିଲ୍ଲା ପାଇଁ ତିନିଟି ସ୍ୱତନ୍ତ୍ର ରାପିଡ ରେସପନ୍ସ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ କାର୍ଯ୍ୟ କରିବ । ସ୍ୱାସ୍ଥ୍ୟ ସଚିବ ନିକୁଂଜ…