Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ପଶୁଠାରେ ବି ‘ମାତୃ ସ୍ନେହ’

ଭଦ୍ରକ: ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନୀଜ ନୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ । ପ୍ରେମ ସହ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ । ଜ୍ଞାନଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ…

ଛାତ୍ର ନେତାଙ୍କ ଛତ୍ରଛାୟାରେ ଜାଲ ସାର୍ଟିଫିକେଟ୍ କାରବାର ଅଭିଯୋଗରେ ପ୍ରତିବାଦ

ଭଦ୍ରକ: ଭଦ୍ରକରେ କିଏ ଯୋଗାଉଛି ଛାତ୍ରଙ୍କୁ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର? କେଉଁ ଆଧାରରେ ଚାଲିଥିଲା ଯୁକ୍ତ ୩ ଆଡ଼ମିଶନ? ଆଡ଼ମିଶନ ବେଳେ କାହିଁକି ସାର୍ଟିଫିକେଟ୍ ଯାଞ୍ଚ କଲେନି କଲେଜ କର୍ତ୍ତୃପକ୍ଷ? ନକଲି ସାର୍ଟିଫିକେଟରେ ଆଡମିଶନ ଚାଲିଥିବା ନେଇ କିଛି ଛାତ୍ର ଅଭିଯୋଗ କରିବା ପରେ ସାମ୍ନାକୁ…

ଆଜିଠୁ ଆରଡି ପୀଠରେ ୧୪୪ ଧାରା, ସର୍ବସାଧାରଣ ଦର୍ଶନ ବନ୍ଦ

ଭଦ୍ରକ: ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବି ବଢୁଛି । ଆଜିଠୁ ଭଦ୍ରକ ଜିଲ୍ଲା ପ୍ରମୁଖ ଶୈବପୀଠ ବାବା ଆଖଣ୍ଡଳମଣୀଙ୍କ ପୀଠରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନତା ୩୧ ତାରିଖ ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…

[ଭିଡ଼ିଓ]ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବିରେ ଡ଼ଗରାସାହି ଲେବୁଲ କ୍ରସିଂରେ ଧାରଣା

ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ନିକଟରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ ଦାବିରେ ଧାରଣା ଦିଆଯାଇଛି । ଚରମ୍ପା ଡ଼ଗରାସାହିରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି ଜୋର ଧରିଛି । ପୂର୍ବତନ ବିଧାୟକ ନରେନ୍ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟବାସିନ୍ଦା ଲେବଲ କ୍ରସିଂରେ ରେଳ ଧାରଣା ଉପରେ ଧାରଣା…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଶୁ ବ୍ୟବସାୟୀ ସଂଘର ବିକ୍ଷୋଭ

ଭଦ୍ରକ: ପଶୁ ବ୍ୟବସାୟୀ ସଂଘଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ପଶୁ ଚାଷ କରି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବ ଆଇନ ଅନୁଯାୟୀ ରାସ୍ତାରେ ପରିବହନ ସମୟରେ ସହଯୋଗ କରିବା ପାଇଁ ବିଭିନ୍ନ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ । ଏନେଇ…

ସୁମଧର ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନ ମୋହିଲେ ଦୃଷ୍ଟିହୀନ କଳାକାର

ଭଦ୍ରକ: ଆଖିକୁ ଦିଶୁନାହିଁ । ହେଲେ ସୁମଧୁର ସଙ୍ଗୀତ ପରିବେଶଣ କରି ଲୋକଙ୍କ ମନ ମୋହିପାରୁଛନ୍ତି । କେବଳ ଗୀତ ଗାଉଛନ୍ତି ତାହା ନୁହେଁ, ଅର୍ଗାନ, ତାବଲା, ବେହେଲା ଓ ଝାଞ୍ଜ ବଜାଇବାରେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି ଏହି ଦୃଷ୍ଟିହୀନ କଳାକାର । ଦୃଷ୍ଟିହୀନଙ୍କ ଦ୍ୱାରା ଗଠିତ ମା’…

ନିଖୋଜର ୨୩ ଦିନ ପରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ନଦୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ନିଖୋଜର ୨୩ ଦିନ ପରେ ନଦୀରୁ ମିଳିଲା ଶବ । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ । ହତ୍ୟା ଅଭିଯୋଗ ଆଣିଲେ ପରିବାର । ପୋଲିସର ତଦନ୍ତ ଜାରୀ । ମୃତ ଯୁବକ ହେଲେ ଭଦ୍ରକ ଥାନା ବାଉଦ ପୁର ଗ୍ରାମର ରାଜା ସିଂ । ସେ ଗତ ୨୩ ଦିନ ହେବ ନିଖୋଜ ଥିଲେ…

ନୂଆବର୍ଷ ପାଇଁ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି, ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଖଣ୍ଡଳମଣି ମନ୍ଦିରରେ ଏସଓପି ଜାରି କଲା ଜିଲ୍ଲା ପ୍ରଶାସନ । ନୂଆବର୍ଷ ପାଇଁ ଶ୍ରଦ୍ଧାଳୁଙ୍କ ଅଧିକ ଭିଡ଼କୁ ଦୃଷ୍ଟିରେ ଏସଓପି ଜାରି କରାଯାଇଛି । ଡ଼ିସେମ୍ବର ୩୧ ସକାଳ ୬ଟାରୁ ଜାନୁଆରୀ ୨ତାରିଖ ସନ୍ଧ୍ୟା ୮ଟା ଯାଏଁ ଭକ୍ତ ଦର୍ଶନ କରିପାରିବେ ନାହିଁ । କୋଭିଡ଼ କଟକଣା…

[ଭିଡ଼ିଓ] ଆସିଲାନି ସ୍ତ୍ରୀ, ମାଡ ଖାଇ ଯୁବକ ହସପିଟାଲରେ ଭର୍ତ୍ତି

ଭଦ୍ରକ: ପ୍ରଥମେ ପ୍ରେମ ଓ ପରେ ବାହାଘର । ଆଉ ପ୍ରେମିକାର ପ୍ରତାରଣାରେ ପ୍ରେମିକ ମାଡ଼ ଖାଇ ଗୁରୁତର । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । କୋରାପୁଟ ଜିଲ୍ଲା ଜୟପୁର ଅଂଚଳର ସମୀର ସାଆନ୍ତ ଗତ ଚାରିବର୍ଷ…

ଚୋରଙ୍କ ଟାର୍ଗେଟ୍‌ରେ ଦେବାଳୟ, ଭଦ୍ରକ ପୂଜାରୀ ସାହି ଜଗନ୍ନାଥ ମନ୍ଦିରରେ ଚୋରି

ଭଦ୍ରକ: ଦିନକୁ ଦିନ ଭଦ୍ରକରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦୋକାନବଜାର ପରେ ଚୋରଙ୍କ ଟାର୍ଗେଟ୍‌ରେ ଏବେ ଦେବାଳୟ ଭଳି ପବିତ୍ର ସ୍ଥାନ । କିଛିଦିନ ପୂର୍ବରୁ ଏକାଧିକ ଦୋକାନରେ ଲୁଟରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ପୋଲିସ ଏନକାଉଣ୍ଟର୍ କରିଥିଲା । ହେଲେ ଏବେ ମନ୍ଦିରେ ଚୋରି…