Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଅଣଛାତ୍ର ମୁହାଁମୁହିଁ, ୫ଅଟକ

ଭଦ୍ରକ: ଭଦ୍ରକ ଚରମ୍ପା ମହାବିଦ୍ୟାଳୟରେ ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍ । ଏଥିରେ ଜଣେ ଛାତ୍ର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୫ଜଣଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ସୂଚନା ଅନୁସାରେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ମହାବିଦ୍ୟାଳୟ ପରିସରରେ ଦୁଇ ଅଣଛାତ୍ର ଗୋଷ୍ଠୀ…

ପୋଲ ତଳୁ ଅଜଣା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ନାଥସାହିରେ ଥିବା ପେଟ୍ରୋଲ ପମ୍ପ ନିକଟ ପୋଲ ତଳୁ ମୃତଦେହ ଉଦ୍ଧାର । ଏଯାଏଁ ମୃତବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ୍ ନିକଟରେ ପଡ଼ିରହିଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁରୁଣା ବଜାର ପୋଲିସକୁ ଖବର…

[ଭିଡ଼ିଓ] ଆମିଷ ବଜାରରେ ଛାଡ଼ଖାଇ ଭିଡ଼

ଭଦ୍ରକ: ଶନିବାର ଖାଁ ଖାଁ । ଆଉ ଆଜି ଆମିଷ ବଜାରରେ ଲାଗିଛି ଗହଳି । ବଜାରରେ ଖଚାଖଚ୍ ଭିଡ଼ । ମାଛ ଚିଙ୍ଗୁଡିରୁ ନେଇ ମଟନ ଯାଏ କିଣିବାକୁ ଗ୍ରାହକଙ୍କ ଲମ୍ବା ଲାଇନ୍ ଲାଗିଛି । ଅନ୍ୟ ସ୍ଥାନଭଳି ଭଦ୍ରକ ବଜାରରେ ବି ସକାଳୁ ସକାଳୁ ଲାଗିଛି ଗହଳି । ମଟନ କିଲୋ ୭୦୦ଟଙ୍କା ଥିବା ବେଳେ ଚିକେନ୍ ୨୦୦…

ଭଦ୍ରକରେ ଲୁଟେରା ଆତଙ୍କ: ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଚୋରୀ, ଟେର୍ ପାଉନି ପୋଲିସ

ଭଦ୍ରକ: ଭଦ୍ରକ ସହରରେ ଲୁଟେରାଙ୍କ ଆତଙ୍କ । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରେ ଚୋରୀ ହୋଇଛି । ଗତକାଲି ରାତି ସାଢ଼େ ୮ଟା ସମୟରେ ଭଦ୍ରକ ଏସପି ଅଫିସଠାରୁ ମାତ୍ର କିଛି ଦୂରରେ ଏହି ଲୁଟ୍ ହୋଇଛି । କୋଲକାତା ଜୁଏଲାରୀ ଦୋକାନରୁ ଦୁଇ ଲୁଟେରା ଲୁଟି ନେଲେ ୧୫କେଜି ରୂପା ସହ ୩.୫୦ଗ୍ରାମ ସୁନା…

ବାବା ଆଖଣ୍ଡଳମଣି ମନ୍ଦିରରେ ୧୪୪ଧାରା ଜାରି, କଟକଣାରେ ଚାଲିଛି ନୀତି

ଭଦ୍ରକ: ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭିଡ଼ ନିୟମ ଅନୁଯାୟୀ ୧୪୪ଧାରା ଜାରି କରାଯିବା ସହ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ଏଥିପାଇଁ ସ୍ୱତନ୍ତ୍ର କଟକଣା ଜାରି କରିଛି ପ୍ରଶାସନ । ମଣିବାବାଙ୍କ ସମସ୍ତ ପଞ୍ଚୁକ ନୀତି ସହ ହେବାକୁ ଥିବା ଦୁର୍ଲଭ…

ଆସନ୍ତକାଲି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ, ୧୪୪ଧାରା ଜାରି

ଭଦ୍ରକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆରଡ଼ି ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏହାସହ ବାବାଙ୍କ…

[ଭିଡିଓ] ଭଦ୍ରକ ଷୋଳମପୁରରୁ ଉଦ୍ଧାର ହେଲା ୮ ଟି ବୌଦ୍ଧ ସ୍ତୁପ ଓ ୫୦ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର

ଭଦ୍ରକ : ମାଟିତଳୁ ଉଦ୍ଧାର ହେଲା ବହୁ ପୁରାତନ ବୌଦ୍ଧ ସ୍ତୁପ ଓ ୫୦ ରୁ ଉର୍ଦ୍ଧ୍ୱ ପ୍ରାଚୀନ ମାଟିପାତ୍ର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗାଁ ବୈତରଣୀ ନଦୀ କୂଳରୁ ପ୍ରାଚୀନ ମାଟିପାତ୍ର ଉଦ୍ଧାର କରାଯାଇଛି । ସେସବୁ ସ୍ଥାନୀୟ ଗେବେଷକ…

ଭଦ୍ରକରେ ଏନକାଉଣ୍ଟର : ପୋଲିସ ଗୁଳିରେ ଆହତ କୁଖ୍ୟାତ ଡକାୟତ ବାପି ପାଣି

ଭଦ୍ରକ : ଭଦ୍ରକରେ ଏନକାଉଣ୍ଟର । ଡକାୟତି ଉଦ୍ୟମ କରୁଥିବା ବେଳେ ପୋଲିସ ଓ ଡକାୟତ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲସି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର ହୋଇଛି । ତାର ସହେଯାଗୀ ଓମପ୍ରକାଶ ମହାଳିକ ଥାନାରେ ଅଟକ ରଖିଛି ପୋଲିସ । ଅପରାଧୀଙ୍କ ଆକ୍ରମଣରେ ୫ ଜଣ ପୋଲିସ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ଡ୍ରାଇଭର ସମେତ ୨ ଅଟକ

ଭଦ୍ରକ: ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । ୫୦ କିଲୋରୁ ଅଧିକ ଗଞ୍ଜେଇ ଜବତ କରିଛି ଭଦ୍ରକ ଟାଉନ ଥାନା ପୋଲିସ । ଆମ୍ବୁଲାନ୍ସକୁ ଜବତ କରିବା ସହ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଗଞ୍ଜେଇ ଧରି କଟକରୁ ଭଦ୍ରକ ଅଭିମୁଖେ ଆସୁଥିଲା ଆମ୍ବୁଲାନ୍ସ ।…

ଧାନ ଚାଷରେ ଦାଉ ସାଧୁଛି ରୋଗ ପୋକ

ଭଦ୍ରକ : ଧାନ ଚାଷରେ ଦାଉ ସାଜିଛି ରୋଗପୋକ । ଅମଳ ସମୟ ଯେତିକି ପାଖଉ ଆସୁଛି , ରୋଗ ସେତିକି ପରିମାଣରେ ମାଡିଆସୁଛି । କୀଟନାଶକ ଏବଂ ଔଷଧ ମଧ୍ୟ କାମ କରୁନାହିଁ । ଚିନ୍ତାରେ ଏବେ ଚାଷୀ । ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ଦେଖିବାକୁ ଲାଗିଛି ଏପରି ଘଟଣା । ଏବେ ଧାନ ଅମଳର ସମୟ।…