Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ଲୋକେ

ଭଦ୍ରକ: ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ତା ସହିତ ପବନ ଯୋଗୁ ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଆଗକୁ ମଧ୍ୟ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତୁହାକୁ ତୁହା ବର୍ଷା ଛେଚୁଥିବା ବେଳେ ବିିଭିନ୍ନ ସ୍ଥାନର ତଳି ଅଞ୍ଚଳ ଗୁଡିକରେ ଅବସ୍ଥା…

ସାଇକ୍ଲୋନ୍ ୟାସ୍ ଅପଡେଟ୍‌: ବାତ୍ୟାରେ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା । ଧାମରା ଓ ଆଖପାଖ ଅଞ୍ଚଳ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଯାଇଛି । ନିକଟରେ ଥିବା ଗାଁ ଗୁଡିକ ଅମରନଗର, ରବୀନ୍ଦ୍ର ନଗର, କାନାଳି ଓ ଚାନ୍ଦିନୀପାଳରେ ପ୍ରବଳ କ୍ଷୟକ୍ଷତି ହୋଇଛି । ଲଗାଣ ବର୍ଷା ଆଉ ପବନରେ ଧାମରା ଓ ଦୋସିଙ୍ଗା…

ଭଦ୍ରକ ଜିଲ୍ଲାରେ ତାଣ୍ଡବ ରଚିଲା ୟାସ୍

ଭଦ୍ରକ: ବାଲେଶ୍ୱର ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ଯିବା ରାସ୍ତାରେ ଭଦ୍ରକ ଜିଲ୍ଲାରେ କରାଳ ରୂପ ଦେଖାଇଥିଲା । ପ୍ରକୋପ ଛାଡ଼ିଛି ୟାସ୍ । ପ୍ରବଳ ବେଗରେ ବହିଥିଲା ପବନ । ଉପୁଡ଼ି ପଡ଼ିଛି ବହୁ ବଡ଼ ବଡ଼ ଗଛ । କେଉଁଠି ରାସ୍ତାରେ ଶୋଇ ପଡ଼ିଛି । ନଡ଼ିଆ ଓ ତାଳ ଗଛକୁ ମୋଡ଼ି…

ଉଗ୍ର ହେଉଛି ସମୁଦ୍ର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସ୍ଥଳ ଭାଗକୁ ମାଡ଼ି ଆସିଛି

ବାଲେଶ୍ୱର: ଆଜି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି । ଘୂ ଘୂ…

ଲୋକଙ୍କ ସୁରକ୍ଷା ନେଇ ପ୍ରଶାସନ ପ୍ରସ୍ତୁତ ….

ଭୁବନେଶ୍ୱର: ମାଡ଼ି ଆସୁଛି ୟାସ୍‌ । ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ…

ବାତ୍ୟାଞ୍ଚଳରେ ପୋଲିସର ମହାନତା: ଦେଖନ୍ତୁ, ନବଜାତ ଓ ଗର୍ଭବତୀଙ୍କୁ କେମିତି କରୁଛନ୍ତି ସ୍ଥାନାନ୍ତର

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ୟସ୍ । ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହୋଇଛି । ଭଦ୍ରକ ଜିଲ୍ଲାର ବିଭିନ୍ନ ପଞ୍ଚାୟତର ପ୍ରଭାବିତ ଆଶଙ୍କା ଥିବା ଗାଁରୁ ଲୋକଙ୍କୁ ଖାଲି କରାଯାଉଛି । ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଓ ଉଦ୍ଧାରକାରୀ ଟିମ୍ । ବିଶେଷ କରି ଗର୍ଭବତୀ, ନବଜାତ ଓ…

ଭଦ୍ରକରେ ବର୍ଷା ଜାରି, ମୁକାବିଲା ପାଇଁ NDRF ପ୍ରସ୍ତୁତ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଘନେଇଲା ବିପଦ । ଚାନ୍ଦବାଲି ଓ ଧାମରା ମଧରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବାତ୍ୟା ୟଶ । ମୁକାବିଲା ପାଇଁ NDRF ପ୍ରସ୍ତୁତ ରହିଛି । ଭଦ୍ରକ ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ବାତ୍ୟା ଏବେ ଉଗ୍ରରୂପ ଧାରଣ କରି ଉପକୂଳ ଓଡ଼ିଶା ଆଡ଼େ…

ବଡ଼ ଖବର: ଧାମରା ପାଖ ଦେଇ କାଲି ସକାଳେ ଗତି କରିବ ବାତ୍ୟା ୟସ୍

ଭୁବନେଶ୍ୱର: ବାତ୍ୟା ୟସର ଲାଣ୍ଡଫଲକୁ ନେଇ ବଡ଼ ଖବର ସାମନାକୁ ଆସିଛି । କାଲି ସକାଳେ ଧାମରା ନିକଟ ଦେଇ ଗତି କରିବ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ । ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜ ମହାପାତ୍ର । ଅର୍ଥାତ ଉତ୍ତର ଓଡ଼ିଶା ଉପକୂଳର…

ଭଦ୍ରକରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଭଦ୍ରକ: ବ୍ରାଉନସୁଗର ଚାଲାଣ ବେଳେ ଧରିଲା ପୋଲିସ । ଭଦ୍ରକ ଜିଲ୍ଲା ଚରମ୍ପା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଧାମରା ରେଲଓ୍ୱେ ଓଭର ବ୍ରିଜ ପାଖରୁ ୨୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ତିନି ଜଣେ ବେପାରୀଙ୍କୁ ବାନ୍ଧିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ସେମାନେ ହେଲେ…