Latest Odisha News

BREAKING NEWS

Browsing Category

ଭଦ୍ରକ

Bhadrak

ସରପଞ୍ଚ ପଦବୀ ପାଇଁ ନଣନ୍ଦ ଭାଉଜ ଲଢ଼େଇ !

ଭଦ୍ରକ: ନିର୍ବାଚନୀ ମୈଦାନରେ ନଣନ୍ଦ-ଭାଉଜ ଫାଇଟ୍ ।  ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ପଞ୍ଚାୟତ ନିର୍ବାଚନ…

ଭଦ୍ରକରେ ୫୦ ରୁ ଅଧିକ ଗୋରୁ ଉଦ୍ଧାର , ୩ ଅଟକ

ଭଦ୍ରକ : ଭଦ୍ରକରେ ବେଆଇନ ଗୋରୁ ଚାଲଣ । ବେଆଇନ ଗୋରୁ ଚାଲଣ ବେଳେ ୫୦ରୁ ଅଧିକ ଗାଇଙ୍କୁ ଉଦ୍ଧାର କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ଗୋରୁ ବୋଝେଇ ଗାଡି ଜବତ କରିଛି । ସୂଚନା ଅନୁସାରେ ଏହି  ଗୋରୁ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଦେଇ…

ନିଆରା ନେତା: ଚାଷୀ ପରିବାରରୁ ରାଜନୀତିରେ ପିଏଚଡି ପ୍ରାର୍ଥୀ

ଭଦ୍ରକ :ସବୁଠି ଏବେ ନିର୍ବାଚନୀ ଉଷ୍ମତା । ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ଶିକ୍ଷିତ ପ୍ରାର୍ଥୀ ମାନଙ୍କୁ ଦେଖିବାକୁ ମିଳିଛି। ଯାହାକି ଏବେ ରାଜନୀତି ମାହୋଲକୁ ଆହୁରି ସରଗରମ କରୁଛି। ଗାଁ ରାଜନୀତିରେ ପାଠୁଆଙ୍କ ଲାଗିଛି ଭିଡ , ସେମତି ଭଦ୍ରକରେ ଜଣେ ପିଏଚଡି ପ୍ରାର୍ଥୀ ଲଢୁଛନ୍ତି…

ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେଡି, ବିଜେପି କର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ

ଭଦ୍ରକ: ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି ବିଜେପି କର୍ମୀଙ୍କୁ ବିଜେଡିର ମାଡ଼ ଘଟଣା । ଏନେଇ ବିଜେପି ପକ୍ଷରୁ ଭଦ୍ରକରେ ଏକ ମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିବାର ଶେେ ଦିନ ଥିଲା । ଏହି ସମୟରେ ନାମାଙ୍କନ ପତ୍ର ଦାଖଲକୁ ବିରୋଧ କରି…

ହୋଟେଲ ରୁମରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଟାଉନ ଥାନା ନିକଟରେ ଥିବା କଚେରି ବଜାରରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବକଙ୍କ ମୃତ ଦେଉ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ନାମ ଅରୁଣ କୁମାର ବୋଲି ଜଣାପଡ଼ିଛି । ତାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ ପୋଲିସ କହିଛି । ସୂଚନା ଅନୁସାରେ, ୨୦୨୧ ମସିହା ଅଗଷ୍ଟ ମାସ ୧୭ ତାରିଖରୁ…

[ଭିଡ଼ିଓ] ହାର୍ ମାନିଛି ବୟସ, ନିର୍ବାଚନୀ ମୈଦାନରେ ୭୫ ବର୍ଷୀୟା ମୀନତି

ଭଦ୍ରକ : କୌଣସି କାମ ନେଇ ବୟସ ମହତ୍ତ୍ୱ ରଖେନି। ମନରେ ଇଚ୍ଛା ଥିଲେ ସବୁ କାମ ସହଜ ହୋଇଯାଏ । ସେହିଭଳି ଏକ ବଳିଷ୍ଠ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ଜଣେ ୭୫ ବର୍ଷୀୟା ମହିଳା । ନିର୍ବାଚନ ପାଇଁ ବୟସ ବି ହାର ମାନିଛି। ପରିଣତ ବୟସରେ…

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ । ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ…

ଆଖଣ୍ଡଳମଣୀ-କୁଆଖିଆ ରାସ୍ତା: ଧସିଲା ବନ୍ଧ, ଦବିଲା ରାସ୍ତା

ଭଦ୍ରକ: ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ । ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା । ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ବୋଡ଼କ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହୋଇଛି । ଏହାର କିଛି ଅଂଶ ନଦୀକୁ ଧସିଯାଇଛି । ଆଖଣ୍ଡଳମଣୀ କୁଆଖିଆ ଜାତୀୟ ରାଜପଥର ଦୁଇଶହ…

କୋଭିଡ ଟେଷ୍ଟ ପାଇଁ ଯାଇଥିବାବେଳେ ମହିଳାଙ୍କ ଠାରୁ ୧୫ ହଜାର ଟଙ୍କା ଚୋରି ଅଭିଯୋଗ

ଭଦ୍ରକ : କୋଭିଡ ପରୀକ୍ଷା ପାଇଁ ଯାଇଥିଲେ ହେଲେ ଚୋରି ହୋଇଗଲା ୧୫ ହଜାର ଟଙ୍କା । ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଏପରି ଘଟଣା ଘଟିଛି । କରୋନା ଟେଷ୍ଟ ପାଇଁ ମହିଳା ଜଣକ କାଉଣ୍ଟରରେ ଟିକେଟ କାଟିବା ସମୟରେ , ଆଉ ଜଣେ ମହିଳା ପଛରୁ ଆସି ୧୫ ହଜାର ଟଙ୍କା ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି ।…

ବଞ୍ଚିଛି ମାନବିକତା, ବଳକା ଅର୍ଥ ଫେରାଇଲେ ମୃତ ଅଭିଷେକଙ୍କ ପତ୍ନୀ

ଭଦ୍ରକ: ଏବେ ବି ବଞ୍ଚିଛି ମାନବିକତା । ଦିନ ଥିଲା କରୋନା ଜନିତ ଚିକିତ୍ସା ପାଇଁ ସମସ୍ତଙ୍କର ସହାୟତା ମାଗିଥିଲେ । କିନ୍ତୁ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ଜୀବନ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଆଉ ସମସ୍ତଙ୍କ ସହାୟତା କିଛି କାମରେ ଲାଗିଲା । କିନ୍ତୁ ଏବେ ସ୍ୱାମୀଙ୍କ ଚିକିତ୍ସା…