Latest Odisha News

BREAKING NEWS

Browsing Category

ବଲାଙ୍ଗୀର

Bolangir

ଲାଞ୍ଚ ନେଉଥିଲେ ତହସିଲ ଅଫିସ କିରାଣୀ, ଧରିଲା ଭିଜାଲାନ୍ସ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ତହସିଲ ଅଫିସର ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ବରିଷ୍ଠ କିରାଣୀ ଅସିତ ଯୋଶୀ ଧରାପଡ଼ିଛନ୍ତି । ଜମି ବାବଦରେ ପଟ୍ଟା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଅସିତ…

କୋଟିପତି ବ୍ୟାଙ୍କ ପରିଚାଳକଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ବ୍ୟାଙ୍କ ପରିଚାଳକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମର ରେଡ୍ । ବଲାଙ୍ଗିର ଜିଲ୍ଲା ଲାଠୋର କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ସାଗର ରଣାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଟିଟିଲାଗଡ଼ ସ୍ଥିତ…

ଭିଜିଲାନ୍ସ ଜାଲରେ ଆଉ ଜଣେ ପିଇଓ, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ପିଇଓ । ତାଙ୍କ ନାଁ ବିହାରିଲାଲ ବାରିକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଓ ଅଫିସ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ବିହାରିଲାଲଙ୍କ ଶାନ୍ତିନଗରରେ ଥିବା ବାସଭବନରେ…

ବଲାଙ୍ଗିରର ଏସପି ଭାବେ ଯୋଗ ଦେଲେ କୁଶଳକର ନିତିନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଏସପି ଭାବରେ ରବିବାର ଦିନ ଯୋଗ ଦେଇଛନ୍ତି କୁସାଲକର ନିତିନ ଡାଗଡୁ। ୨୦୧୫ ବ୍ୟାଚର ଏହି ଆଇପିଏସ୍ ଅଧିକାରୀ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର ଏସପି ଭାବରେ କାର୍ଯ୍ୟଭାର ତୁଲାଇଥିଲେ। ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଏବଂ ଅପରାଧ ଉପରେ ସେ ଗୁରୁତ୍ୱ ଦେବେ…

କଣ୍ଟାବାଞ୍ଜିରେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବଲାଙ୍ଗିର : କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିଙ୍କ ନାଁ ଶୁକମଣି ଚିରାଗୁନ ଓ ଘର ମୁରିବାହାଲ ଥାନା ସୁକୁନିପଦର ଗାଁର । ସୂଚନାଅନୁଯାୟୀ, ଶୁକମଣି କଣ୍ଟାବାଞ୍ଜି ଅଞ୍ଚଳରୁ…

ରାସ୍ତା ଉପରେ ଜଳିଗଲା ମାଲ ବୋଝେଇ ଟ୍ରକ

ବଲାଙ୍ଗିର: ବିଚ୍ ରାସ୍ତାରେ ମାଲ ବୋଝେଇ ଟ୍ରକରେ ଲାଗିଲା ନିଆଁ । ଚାହୁଁ ଚାହୁଁ ପୁରା ଟ୍ରକଟି ଜଳିଗଲା । ବଲାଙ୍ଗିର ଜିଲ୍ଲା ଦେଇ ଯାଇଥିବା ୨୬ନମ୍ୱର ଜାତୀୟ ରାଜପଥର ଖମାରମୁଣ୍ଡା ନିକଟରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ…

ବଲାଙ୍ଗିରରେ ଦୁର୍ଘଟଣାରେ ବାପ-ପୁଅ ମୃତ, ମାଆ ଓ ବର୍ଷକର ପୁଅ ଗୁରୁତର

ବଲଙ୍ଗିର: ତୁଷରା ଥାନା ଜଙ୍ଗେଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବଲେରୋ ସହ ଏକ ବାଇକ ଧକ୍କା ହେବାରୁ ବାଇକଟି ଜଳିଯାଇଥିବା ଜଣାପଡିଛି । ବାଇକରେ ଥିବା ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ଅନୟ ଏକ ଶିଶୁ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ତୁଷରା…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ରେଞ୍ଜର । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ  ମୁରିବାହାଲ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ତାଙ୍କ ନାଁ ରେଞ୍ଜର ପ୍ରଶାନ୍ତ ନାୟକ । ତାଙ୍କ ଟିଟିଲାଗଡ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ ଚାଲିଛି । ଟିଟିଲାଗଡ ହାଟପଦା ସ୍ଥିତ ଘରେ,…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ

ବଲାଙ୍ଗିର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବଲାଙ୍ଗିର ଜିଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ(ଜେଇ) ଗିରୀଶ ପାତ୍ରଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗିର ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ରେଡ୍ ଚାଲିଛି ।…

ଦାଦନ ଦୁଃଖ: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜିରୁ ୫୬ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ରାଜ୍ୟ ବାହାରକୁ ଚାଲାଣ ବେଳେ କଣ୍ଟାବାଞ୍ଜି ଷ୍ଟେସନରୁ ୫୬ ଦାଦନ ଶ୍ରମିକ ଉଦ୍ଧାର । ବେଆଇନ ଭାବରେ ସେମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ସେମାନଙ୍କ ଭିତରେ ଅଛନ୍ତି ୨୫ ପୁରୁଷ, ୨୩ ମହିଳା ଓ ୮ ଜଣ ଶିଶୁ । ଉଦ୍ଧାର ଶ୍ରମିକମାନେ ସମସ୍ତେ ନୂଆପଡ଼ା ଜିଲ୍ଲା ସିନାପାଲି…