Latest Odisha News
Browsing Category

ବ୍ରହ୍ମପୁର

Berhempur

ଚିଲିକା ଉପକୂଳବାସୀଙ୍କ ଜୀବନୀ ଉପରେ ସର୍ଭେ ପାଇଁ ଦେଶରେ ପ୍ରଥମ ହେଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ହାଇସ୍କୁଲ

ବ୍ରହ୍ମପୁର: ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଂ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ଭେ ରିପୋର୍ଟ ପାଇଁ ବ୍ରହ୍ମପୁର ସ୍ଥିତ ମେଡିକାଲ କ୍ୟାମ୍ପସ ହାଇସ୍କୁଲ ଦେଶରେ ପ୍ରଥମ ପୁରସ୍କାର ପାଇଛି। ହାଇଦ୍ରାବାଦଠାରେ ଅନୁଷ୍ଠିତ ଦ୍ବିତୀୟ…

ଛାତ୍ର କହିଥିଲେ ‘ପାଇଲଟ୍‌ ହେବି’; ବିଜୁଙ୍କ ଜୀବନୀ ପୁସ୍ତକ ପଠାଇଲେ ୫-ଟି ସଚିବ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ତୃତୀୟ ପର୍ଯ୍ୟନ୍ତ ୫-ଟି ବିଦ୍ୟାଳୟ ରୂପାନ୍ତରୀକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି କ୍ରମରେ ଗତ ମଙ୍ଗଳବାର ଭିଡ଼ିଓ କନ୍‌ଫ୍ରେନ୍ସିଂରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌। ଭବିଷ୍ୟତରେ କିଏ କ’ଣ…

ଉଚ୍ଛେଦ ସତ୍ତ୍ବେ ଭଙ୍ଗା ଘର ଛାଡ଼ିବାକୁ ନାରାଜ ଶତାଧିକ ବସ୍ତି ବାସିନ୍ଦା

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ ଲାଞ୍ଜିପଲ୍ଲୀ ଗୌଡ଼ବନ୍ଧି ବସ୍ତି ଉଚ୍ଛେଦକୁ ତିନି ଦିନ ବିତିଗଲାଣି। ତଥାପି ଭଙ୍ଗା ଘର ଛାଡ଼ିବାକୁ ଅନେକ ବସ୍ତି ବାସିନ୍ଦା ରାଜି ହେଉନାହାନ୍ତି। ବର୍ଷା ମାଡ଼ ଖାଇ ମଧ୍ୟ ଭଙ୍ଗା ଘରେ ସାହାରା ନେଇଛନ୍ତି। ଅନେକ ବାସିନ୍ଦା ଭୋକ ଉପବାସରେ…

ବେଆଇନ୍‍ କାରଖାନାରୁ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ, ମସିନ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ…

ଏମକେସିଜି ସୁପରସ୍ପେସିଆଲିଟି କୋଠାରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲର ସୁପରସ୍ପେସିଆଲିଟି କୋଠାରୁ ପୁଣିଥରେ ସିଲିଂ ଜିପସମ୍‍ ଖସିଛି। ଶୁକ୍ରବାର ଏହି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗର ଛାତରୁ ସିଲିଂ ଖସିଛି। ଏହାକୁ ନେଇ ରୋଗୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ତେବେ ସିଲିଂ ଖସିବା…

ଚୋର ସନ୍ଦେହରେ ନିରୀହଙ୍କୁ ପିଟିଲେ ଲୋକେ, ଚିକିତ୍ସା ପରେ ଛାଡ଼ିଲା ପୋଲିସ

ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି…

ଅଗ୍ନିକାଣ୍ଡର ଦେଢ଼ ମାସ ପରେ ଏମକେସିଜି ସୁପରସ୍ପେସିଆଲିଟି କୋଠାର ଅପରେସନ ଥିଏଟର୍‌ କାର୍ଯ୍ୟକ୍ଷମ

ବ୍ରହ୍ମପୁର: ଏମକେସିଜି ମେଡିକାଲର ସୁପରସ୍ପେସିଆଲିଟି କୋଠାର ପଞ୍ଚମ ମହଲାରେ ଗତ ଅଗଷ୍ଟ ୨୬ରେ ଅଗ୍ନିକାଣ୍ଡ ଘଟିଥିଲା। ଏହା ପରଠୁ ଏହି ମହଲାର ସମସ୍ତ ଅପରେସନ ଥିଏଟର୍‌ ବନ୍ଦ ରହିଥିଲା। ମରାମତି ପରେ ଗୁରୁବାର ଠାରୁ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି ବୋଲି ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର…

ଦୁଇ ବର୍ଷ ପରେ ସରକାରୀ ବୈଠକରେ ଗୋପାଳପୁର ବିଧାୟକ

ବ୍ରହ୍ମପୁର: ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗୁରୁବାର ଜିଲା ଗ୍ରାହକ ସୁରକ୍ଷା ପରିଷଦର ପ୍ରଥମ ବୈଠକ ଜିଲାପାଳ ତଥା ଗ୍ରାହକ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦିବ୍ୟଜ୍ୟୋତି ପରିଡା ସଭାପତିତ୍ବ କରିଥିଲେ। ତେବେ ଏହି ବୈଠକରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ…

ଆହତ ଅଜଗରର ହେଲା ଅସ୍ତ୍ରୋପଚାର

ବ୍ରହ୍ମପୁର:ଗଞ୍ଜାମ ଜିଲା ଚିକିଟି ବ୍ଲକର ଆର୍‌.ସୁବାଣୀ ବସ୍‌ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଗୁରୁତର ଆହତ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ବ୍ରହ୍ମପୁର ବନ ବିଭାଗ ଏବଂ ସ୍ନେକ ହେଲ୍‌ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ଲମ୍ବ ୯ ଫୁଟ ଥିବା ବେଳେ…

ହାତୀଓଟ ଓଏଭି ଦେଶର ପଞ୍ଚମ ଶ୍ରେଷ୍ଠ ବିଦ୍ୟାଳୟ

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଲକସ୍ଥିତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣି ଥରେ ଜାତୀୟ ସ୍ତରୀୟ ରାଙ୍କିରେ ପୁଣି ଥରେ ବାଜି ମାରିଛି। ଜାତୀୟ ସ୍ତରୀୟରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ତାଲିକାରେ ହାତୀଓଟ ଓଏଭି ପଞ୍ଚମ ସ୍ଥାନରେ ରହିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ…