Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ବ୍ରହ୍ମପୁରରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ 

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ । ଜିଲ୍ଲା ସଦର ଥାନା ପକ୍ଷରୁ ସୁକୁଣ୍ଡା ଗାଁରେ ଚଢାଉ କରାଯିବା ବେଳେ ନକଲି କୋଲ୍ଡ ଡ୍ରିଙ୍କସ୍ କାରଖାନା ଠାବ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ନକଲି କୋଲ୍ଡ ଡ୍ରିଙ୍କସ୍ ଜବତ କରିଛି ପୋଲିସ । ଏହାସହ ଲକ୍ଷ…

ନବୀନ ପାଠାଗାର ପକ୍ଷରୁ ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସ୍ଥାନୀୟ ନବୀନ ଭବନ ପରିସରରେ" ନବୀନ" ପକ୍ଷରୁ ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି  ଅବସରରେ ବିଶିଷ୍ଟ ବକ୍ତା ମାନେ ମତ ରଖିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ସଂଗ୍ରାମୀ ନେତା ବିରଳ । ଏହି…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା 

ବ୍ରହ୍ମପୁର : ଚା’ ପିଉଥିବା ବେଳେ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ୍ ସୁମଣ୍ଡଳ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।  ସୂଚନା ଅନୁସାରେ, ଦେବରାଜ…

ନରେନ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ଉନ୍ମୋଚନ

ବ୍ରହ୍ମପୁର:ବ୍ରହ୍ମପୁର , ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ ଜି ଓ ହଲରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ  ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିର ରୁ ଏକ୍ ମଶାଲ…

ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁରରୁ ୧୧ କୁଇଣ୍ଟାଲ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ । ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଟଏ ଟ୍ରକ୍, ପିକଅପ୍ ଭ୍ୟାନ୍ ଓ…

ଭିଜିଲାନ୍ସ ଜାଲରେ ଏନଏମଆର କର୍ମଚାରୀ

ବ୍ରହ୍ମପୁର : ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢଉ ଚାଲିଛି । ଆଜି ସକାଳୁ ଭିଜିଲାନ୍ସର ୧୨ ଜଣିଆ ଟିମ୍ ଏକକାଳୀନ ଭାବେ ପ୍ରଶାନ୍ତଙ୍କ ବହ୍ମପୁର ଆସିକା…

ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି କର୍ମୀ, ୭ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି ପ୍ରଥମ ଲେନରେ ଥିବା ଦୁଇଟି ଘର, ଗଣେଶନଗର…

ବ୍ରହ୍ମପୁରରୁ ୬ କେଜି ସୁନା ଓ ୨୩୫କିଲୋ ରୁପା ଅଳଙ୍କାର ଜବତ

ବ୍ରହ୍ମପୁର: କାର ଭିତରୁ ୬କିଲୋ ସୁନା ଅଳଙ୍କାର ଓ ୨୩୫ କେଜିରୁ ଅଧିକ ରୁପା ଅଳଙ୍କାର ଜବତ। ତାମିଲନାଡୁରୁ ବ୍ରହ୍ମପୁର ଆସିବା ବେଳେ ଧରିଲା ଗୋସାଣୀ ନୂଆଗାଁ ଥାନା ପୋଲିସ। କାର ଯାଞ୍ଚ ବେଳେ ପ୍ୟାକେଟ ପ୍ୟାକେଟ ସୁନା ଓ ରୁପା ଅଳଙ୍କାର ମିଳିଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି…

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…