Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ମୋ ବସ୍‌ ଯାତ୍ରୀଙ୍କଠାରୁ ଲୁଟୁଥିଲେ ଛତିଶଗଡ଼ ମହିଳା ଲୁଟେରା, ୩ ଜଣଙ୍କୁ ବନ୍ଧିଲା ପୋଲିସ

ଭୁବନେଶ୍ୱର: ମୋ ବସ୍‌ରେ ମାତିଛନ୍ତି ମହିଳା ଲୁଟେରା। ସୁଯୋଗ ପାଇଁ ଯାତ୍ରୀଙ୍କଠାରୁ କରୁଛନ୍ତି ଲୁଟ୍। ଟିକିଏ ଅସାବଧାନ ହେଲେ ଲୁଟି ନେଇଯାଉଛନ୍ତି ଟଙ୍କା, ସୁନାଗହଣା । ଏଭଳି ଏକ ମହିଳା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭୁବନେଶ୍ୱରରେ ପୋଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।…

ବାରବାଟୀ ସଂପ୍ରସାରଣ ପ୍ରସଙ୍ଗ: କଟକ ମେୟରଙ୍କୁ ଓସିଏ ସଂପାଦକଙ୍କ ସମାଲୋଚନା

ଭୁବନେଶ୍ୱର: ବାରବାଟୀ ସଂପ୍ରସାରଣ ପ୍ରସଙ୍ଗରେ ଓସିଏ ସଂପାଦକଙ୍କ ଆସିଲା ପ୍ରତିକ୍ରିୟା। କଟକ ମେୟରଙ୍କୁ ଓସିଏ ସଂପାଦକ କଲେ ସମାଲୋଚନା। ଆଜି କଟକ ମେୟର ସୁବାସ ସିଂଙ୍କ ଉପରେ ବର୍ଷିଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ସୁବାସଙ୍କୁ ସମାଲୋଚନା କରି ସଞ୍ଜୟ କହିଛନ୍ତି ଯେ, କ୍ରିକେଟରେ ରାଜନୀତି…

ବିଶ୍ୱ ସମସ୍ୟାର ସମାଧାନ ଓ ପ୍ରତିକାରର ସରଳ ଉପାୟ ପୁସ୍ତିକା ‘ସାଇ ଟ୍ରିବୁନ୍‌’ ଉନ୍ମୋଚିତ

ଭୁବନେଶ୍ଵର: ସାଇ ଇରନ୍ୟାସନାଲ୍ ସ୍କୁଲ୍ ଦ୍ୱାରା ଆୟୋଜିତ ପୂର୍ବ ଭାରତର ସର୍ବବୃହତ ମଡ଼େଲ୍ ୟୁନାଇଟେଡ଼୍ ନେସନ୍‌ସ୍ (ସାଇମୁନ୍‌)ର ଦ୍ୱାଦଶତମ ସଂସ୍କରଣ ଉଦ୍‌ଯାପିତ ହୋଇଯାଇଛି । ସାଇମୁନ୍ ସମ୍ପୂର୍ଣ୍ଣ ଭାବେ ଏକ ଯୁବ ସମାବେଶ ଯେଉଁଥିରେ ବିଶ୍ୱର ପ୍ରମୁଖ ସମସ୍ୟା ସମାଧାନ ଓ ତନ୍ମମଧ୍ୟରେ…

କାହା ପାଇଁ ଓଡିଶାକୁ ଆସିଲା ଆଳୁ? ତେଜିଲା ରାଜନୀତି

ଭୁବନେଶ୍ବର: କାହା ପାଇଁ ଓଡିଶାକୁ ଆସିଲା ଆଳୁ? କାହା ହସ୍ତକ୍ଷେପ ପରେ ପଶ୍ଚିମବଙ୍ଗରୁ ଆସିଲା ଆଳୁ ଗାଡ଼ି ? ଆଳୁକୁ ନେଇ ତେଜିଲା ଶ୍ରେୟ ରାଜନୀତି । ଶାସକ, ବିରୋଧୀ ମୁହାଁମୁହିଁ । ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଛି ତ ଖାଦ୍ୟ ଯୋଗାଣ…

ପଶ୍ଚିମବଙ୍ଗରୁ ଆସିଲାଣି ଆଳୁ ଟ୍ରକ୍, ସ୍ଵାଭାବିକ ହେବ ଦର : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ସ୍ଵାଭାବିକ ହେଉଛି ଆଳୁ ଦର । ତେବେ ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା କିନ୍ତୁ ଏବେ ଆସିବା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆଳୁ ଆସିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି…

ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

ଭୁବନେଶ୍ୱର: ଜାପାନର କୋୟାସାନ୍‍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ପାଇଲେ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତ। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କର ୫୮ତମ…

୨ ଦିନ ମଧ୍ୟରେ ଆଳୁ ସମସ୍ୟାର ସମାଧାନ ହେବ : ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ଵର: ଆଳୁ ଦର ସମୀକ୍ଷା ପରେ ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ସରକାର ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରେ ୨୧ରୁ ୨୪ ଯାଏଁ ଆନ୍ଦୋଳନ ଚାଲିଥିଲା । ଏବେ କିନ୍ତୁ…

ବନ୍ଧା ହେଲେ କୁବେର ଯନ୍ତ୍ରୀ, ଠାବ ହେଲା ଆଖି ଖୋସା ସଂପତ୍ତି

ଭୁବନେଶ୍ଵର: ଆଖି ଖୋସା ସଂପତ୍ତି ଠାବ ପରେ ବନ୍ଧା ହେଲେ କୁବେର ଯନ୍ତ୍ରୀ । ଗିରଫ ହେଲେ ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ । ଯନ୍ତ୍ରୀ ସୁନିଲ ରାଉତଙ୍କୁ ଗିରଫ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଗତକାଲି ତାଙ୍କର ୩୪ଟି ପ୍ଲଟ, ୨ଟି କୋଠା, ୨ଟି ଫ୍ଲାଟ ଏବଂ ବିପୁଳ…

ବଦଳିଲା ଯୋଜନା ନାଁ ବଢିଲା ରାଜ୍ୟ ରାଜନୀତି

ଭୁବନେଶ୍ବର: କାଳିଆ ହେଲା ସିଏମ୍ କିଷାନ, ଆହାର ହେଲା ଶ୍ରୀଅନ୍ନ । ରାଜ୍ୟରେ ବିଜେପି ସରକାରର ପ୍ରଥମ ବଜେଟରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନାର ନାଁ ପରିବର୍ତ୍ତନ କରାଯାଇଛି । ବିଏସକେଓ୍ବାଇ ନାଁ ବଦଳି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ହୋଇଛି ତ ମୋ ସ୍କୁଲ ବଦଳି ପଞ୍ଚଶଖା ଶିକ୍ଷା ସେତୁ…

ପଶ୍ଚିମବଙ୍ଗ ଆଳୁ ନଦେଲେ ଆମେ ଉତ୍ତର ପ୍ରଦେଶରୁ ଆଣିବୁ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସୀମାରେ ଅଟକିଥିବା ଆଳୁଟ୍ରକ ବର୍ତ୍ତମାନ ପଶ୍ଚିମବଙ୍ଗ ଫେରିଯାଇଛି । ଶତାଧିକ ଆଳୁ ଟ୍ରକ ରପ୍ତାନୀ ଅନୁମତି ନପାଇ ପଛକୁ ଫେରିଯାଇଥିବା ସୂଚନା ମିଳିଛି । ସେପଟେ ଆଳୁ ଟ୍ରକ ଫେରିଯିବା ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି କହିଛନ୍ତି ଖାଉଟି ଓ ଯୋଗାଣ କଲ୍ୟାଣ…