Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା

ଭୁବନେଶ୍ଵର: ଚଳିତବର୍ଷରୁ ରାଜ୍ୟ ସରକାର ନିଜସ୍ବ କଲରାପତରିଆ ବାଘ ଗଣନା ଆରମ୍ଭ କରିଛନ୍ତି। ରାଜ୍ୟର ୫୧ଟି ଡିଭିଜନରେ କଲରାପତରିଆ ବାଘ ଗଣନା କରାଯାଉଛି । ଗଣନା ପାଇଁ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯିବ। ପ୍ରତ୍ୟେକ ଡିଭିଜନରେ ପ୍ରତି ୨୫ ବର୍ଗ କିଲୋମିଟରରେ ୫ଟି ଟ୍ରାପ କ୍ୟାମେରା…

ଟିକେଟ୍ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି

ଭୁବନେଶ୍ଵର: ଟିକେଟ୍ ଫେରାଇଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ଦଳ ଫଣ୍ଡିଂ ନ ଦେବାରୁ ସୁଚରିତା ଟିକେଟ୍‌ ଫେରାଇଥିବା ନେଇ ଏଆଇସିସିକୁ ଜଣାଇଛନ୍ତି । ବିନା ପାର୍ଟି ଫଣ୍ଡିଂରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ…

ଆଜି ୪ ଜିଲ୍ଲାରେ ମାରାଥନ ପ୍ରଚାର କରିବେ ନବୀନ

ଭୁବନେଶ୍ଵର: ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ଟି ଲୋକସଭା କ୍ଷେତ୍ର ମଧ୍ଯରୁ ୩ଟି ଲୋକସଭା କ୍ଷେତ୍ରରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳ ୧୦ ଟା ୧୦ରେ…

ଆଜି ଓଡ଼ିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ଵର: ଓଡିଶା ମୁହାଁ ବିଜେପିର ଶୀର୍ଷ ନେତା । ଆସନ୍ତା ମେ’ ୬ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଆସିବେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏସ.ଜୟଶଙ୍କର । ଭୁବନେଶ୍ବର, କଟକ ଓ ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ…

ସୁଜାତା କାର୍ତ୍ତିକେୟନ୍‌ଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱ ନେଲେ ଶାଳିନୀ ପଣ୍ଡିତ

ଭୁବନେଶ୍ବର: ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ । ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ତାଙ୍କ ବଦଳରେସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ବାଜି ବଦଳାଇବେ ସ୍ବାଧୀନ !

ଭୁବନେଶ୍ବର : ମିଳିଲାନି ଦଳୀୟ ଟିକେଟ୍ । ନିରାଶ ହେବା ପରେ ବଡ ନିଷ୍ପତ୍ତି । ସ୍ବାଧୀନ ଭାବେ ଲଢିବାକୁ ନେତାଙ୍କ ସଜବାଜ । ଅସନ୍ତୁଷ୍ଟ ହେବେ କି ଦଳୀୟ ପ୍ରାର୍ଥୀଙ୍କ ବିଜୟରେ ବାଧା ? ଭୋଟ୍ ଭାଗ କରିବେ କି ସ୍ବାଧୀନ ? ବିଗିଡିଯିବ କି ଦଳର ବିଜୟ ଅଙ୍କକଷା ? ସ୍ବାଧୀନ ବଦଳାଇବେ କି ସମୀକରଣ ?…

ନେତାଙ୍କୁ ପସନ୍ଦ ଏମିତି ଡ୍ରେସ୍

ଭୁବନେଶ୍ବର: ଜନତାଙ୍କ ସାମନାକୁ କେମିତି ଆସନ୍ତି ନେତା ? କାହାକୁ ପସନ୍ଦ କେମିତି ଡ୍ରେସ୍ ? କାହାକୁ କୁର୍ତ୍ତା ପାଇଜାମା ପସନ୍ଦ ତ କିଏ ପିନ୍ଧନ୍ତି ଧୋତି ପଞ୍ଜାବୀ । ଦିନକୁ ଦିନ ଧୋତିପିନ୍ଧା ନେତାଙ୍କ ସଂଖ୍ୟା କମିଲାଣି। ଅନେକ ଯୁବ ନେତା ଏବେ ମଇଦାନରେ ପ୍ୟାଣ୍ଟ ସାର୍ଟ ପିନ୍ଧିଲେଣି ।…

ମାନିଲେନି ସୌମ୍ୟ? ସାବିତ୍ରୀଙ୍କୁ ଟିକେଟ୍

ଭୁବନେଶ୍ବର: ଖଣ୍ଡପଡାରେ ବିଜେଡିର ବଡ ସରପ୍ରାଇଜ୍ । ନା ସୌମ୍ୟ ଫେରିଲେ ନା ଅନୁଭବଙ୍କୁ ଭରସା କଲା ଦଳ । ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ଖଣ୍ଡପଡାରେ ନୂଆ ଚେହେରାଙ୍କୁ ଓହ୍ଲାଇ ବିଜୟ ଅଙ୍କ କଷିଛି ଦଳ । ତେବେ ଟିକେଟ୍ ଘୋଷଣା ହେଉ ହେଉ ଦଳ ଛାଡିଛନ୍ତି…

‘ମତଦାନ ହାର ବୃଦ୍ଧି ଦିଗରେ ସଚେତନତା ସୃଷ୍ଟିରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ନିର୍ବାଚନର ପର୍ବ । ସାଧାରଣ ନିର୍ବାଚନ-୨୦୨୪ ଅବସରରେ ସରଗରମ ରହିଛି ଦେଶର ମାହୋଲ । ଏହାରିଭିତରେ ରାଜ୍ୟରେ ମତଦାନ ଭଳି ଗଣତନ୍ତ୍ରର ମହାନ ପର୍ବରେ ଏକକାଳୀନ ସମସ୍ତ ନାଗରିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ…

ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଏସଇଜେଡରେ ହାଇଜେନ୍‌କୋର ନୂତନ ପ୍ରକଳ୍ପ ଦ୍ୱାରା ଆହୁରି ସୁଦୃଢ ହେବ ଭାରତର ସବୁଜ ଇନ୍ଧନ କ୍ଷେତ୍ର । ଏନେଇ ଟାଟା ଷ୍ଟିଲ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏବଂ ଏଚ୍‌ଏଚ୍‌ପି ଫାଇଭ୍ ପ୍ରାଇଭେଟ୍ ଲିମିଟେଡ୍ (ହାଇଜେନ୍‌କୋ) ମଧ୍ୟରେ…