Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବଢିଲା ତାପମାତ୍ରା, ଦିନ ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ଵର ତାପମାତ୍ରା

ଭୁବନେଶ୍ଵର: ୩ ଦିନ ଧରି ସାମାନ୍ୟ ଆଶ୍ଵସ୍ତି ମିଳିବା ପରେ ଆଜିଠୁ ପୁଣି ବଢିଛି ତାପମାତ୍ରା । ଆଜିଠାରୁ ଆସନ୍ତା ୫ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୭ ତାରିଖ ସୁଧା ସ୍ଥିତି…

ବିଧାୟକ ପଦ ରଦ୍ଦ ଘଟଣା: ହାଇକୋର୍ଟର ଦ୍ଵାରସ୍ତ ହେବେ ଅରବିନ୍ଦ ଢାଲି

ଭୁବନେଶ୍ଵର: ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ହାଇକୋର୍ଟର ଦ୍ଵାରସ୍ତ ହେବେ ପୂର୍ବତନ ବିଜେଡି ବିଧାୟକ ତଥା ବର୍ତ୍ତମାନର ଜୟଦେବ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲି । ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ଏଭଳି କହିଛନ୍ତି ଅରବିନ୍ଦ ।…

ଆଜିଠୁ ପ୍ରଚଣ୍ଡ ତାତି,୧୫ ତାରିଖରୁ ବିଭିନ୍ନ ସ୍ଥାନରେ ୪୦ ଡିଗ୍ରୀ ଡେଇଁପାରେ ତାପମାତ୍ରା

ଭୁବନେଶ୍ବର: ଆଜିଠୁ ପ୍ରଚଣ୍ଡ ତାତି  । ୪-୫ ଦିନର କୋହଲା ପାଗ ପରେ ରାଜ୍ୟରେ ଅନୁଭୁତ ହୋଇପାରେ ପ୍ରବଳ ଗରମ । କିଛିଦିନ ହେଲା କାଳବୈଶାଖୀ ଯୋଗୁଁ ଓଡିଶାରେ ନିଆଁ ବର୍ଷାରୁ ଆଶ୍ୱସ୍ତି ମିଳିଥିଲା । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୦ ଡିଗ୍ରୀ ଡେଇଁପାରେ ବୋଲି ପୂର୍ବାନୁମାନ କରିଛି…

୭୬ ବର୍ଷରେ ପାଦ ଥାପିଲା ରାଜଧାନୀ ଭୁବନେଶ୍ଵର, ରଙ୍ଗବେରଙ୍ଗ ଆଲୋକମାଳାରେ ଝଲସୁଛି ସାରା ସହର

ଭୁବନେଶ୍ଵର: ଆଜି ଭୁବନେଶ୍ଵରର ୭୬ ତମ ପ୍ରତିଷ୍ଠା ଦିବସ । ଯାହାକୁ ନେଇ ରାଜଧାନୀ ଆଜି ଚଳ ଚଞ୍ଚଳ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ଆଜି ପୁରା ରାଜଧାନୀ । ୧୯୪୮ ମସିହା ଅପ୍ରେଲ ୧୩ ତାରିଖରେ ଗଢିଉଠିଥିଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ…

ବିଜେଡିକୁ ଆଉ ଏକ ଝଟକା, ହାତ ଧରିଲେ ଅସିତ୍ ପଟ୍ଟନାୟକ

ଭୁବନେଶ୍ବର: ହାତ ଧରିଲେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ । ନିଜ ସମର୍ଥକଙ୍କ ସହ ଆସି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ଅସିତ୍ । ଅସିତ୍ ବର୍ତ୍ତମାନ ଭଦ୍ରକ ଜିଲ୍ଲା ବିଜେଡି ଉପସଭାପତି ତଥା ବର୍ତ୍ତମାନ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା

ଭୁବନେଶ୍ବର: ବିଜେପିରେ ଯୋଗ ଦେଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । କୈଳାଶ କୁଲେସିକାଙ୍କୁ ଏଥର ଲକ୍ଷ୍ମୀପୁର ପାଇଁ ଟିକେଟ୍ ଦେଇନି ବିଜେଡି ।…

ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଦଳ ଭିତରେ ଅସନ୍ତୋଷର ନିଆଁ

ଭୁବନେଶ୍ବର: କୋଉଠି ବିରୋଧ ତ କେଉଁଠି ବିଦ୍ରୋହ l କେଉଁଠି ଚାପା ଗୁଞ୍ଜରଣ ତ କେଉଁଠି ଖୁଲମଖୁଲା ପ୍ରତିବାଦ l ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ-ଅନେକ ଜାଗାରେ ବିଜେପି ଘୋଷଣା କରିଥିବା ବିଧାନସଭା ପ୍ରାର୍ଥୀ ପାଇଁ ଅସନ୍ତୋଷ ହିଁ ଅସନ୍ତୋଷ l ଦଳ ଭିତରେ ଦଳ ପ୍ରତି ରଣହୁଙ୍କାର l ଆଉ କିଛି…

୨୪ ବର୍ଷ ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ: କଂଗ୍ରେସ

ଭୁବନେଶ୍ୱର: ନବୀନ ଶାସନରେ ଜନତା ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ୨୪ ବର୍ଷ ଶାସନ କଲାପରେ ମଧ୍ୟ ବିଜେଡ଼ି ସରକାର ଜନତାଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପଞ୍ଚାନନ ଦାଶ ଅଭିଯୋଗ କରିଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ…

କେଉଁଠି ଛିଡୁନି ଟିକେଟ୍ ଅଙ୍କ?

ଭୁବନେଶ୍ବର: ଟିକେଟ୍ ଘୋଷଣାରେ ବିଳମ୍ବ, ଦ୍ୱନ୍ଦ୍ୱରେ ଆଶାୟୀ । କାହିଁକି ବାହାରୁନି ପ୍ରାର୍ଥୀ ତାଲିକା? ଟିକେଟd ଅଙ୍କକଷାରେ କେଉଁଠି କେଁ ? ବିଦ୍ରୋହୀ ଭୟରେ ଗଡୁଛି କି ତାରିଖ ପରେ ତାରିଖ? ସବୁଠି ମିଶ୍ରଣ, ଦଳରେ ନୂଆ ସମୀକରଣ । ଟିକେଟ୍ ଚୂଡାନ୍ତ ପାଇଁ ହେଉଛି କି ବାଧା? ସମୟ ଯେତିକି…

୨ ବିଧାୟକଙ୍କ ସଭ୍ୟପଦ ରଦ୍ଧ, ସଭ୍ୟପଦ ରଦ୍ଦ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ ଏହି ଦୁଇ ଜଣଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି । ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ…