Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଣ୍ଠୁ ସମସ୍ୟାକୁ ନେଇ ଚିନ୍ତିତ କି ? ଆମ୍ରି ହସ୍ପିଟାଲରେ କମ୍ ଖର୍ଚ୍ଚରେ ହେଉଛି ଅତ୍ୟାଧୁନିକ ଚିକିତ୍ସା

ଭୁବନେଶ୍ୱର: ଆଣ୍ଠୁ ଯନ୍ତ୍ରଣା ହେଉ କି ଆଉ କିଛି ସମସ୍ୟା । ଆଣ୍ଠୁରେ କିଛି ବି ସମସ୍ୟା ହେଲେ ବସିବା ଉଠିବା କଷ୍ଟକର ହୋଇ ପଡ଼େ । ଏମିତି ଲାଗେ ଯେମିତି ଆଉ କିଛି କରି ହେବନି । ଆଣ୍ଠୁ ଯନ୍ତ୍ରଣା ଓ ଆଣ୍ଠୁ ଜନିତ ଅନ୍ୟ ସମସ୍ୟାକୁ ନେଇ ଯଦି ଆପଣ ବିବ୍ରତ ହୋଇ ପଡ଼ିଛନ୍ତି ତେବେ ଏବେ ସେ ଚିନ୍ତା…

ଗୁଜରାଟରେ ପ୍ରଶ୍ନପତ୍ର ଲିକ୍‌, ଓଡ଼ିଶାରେ ଗିରଫ

ମାଲକାନାଗିରି : ସାମ୍ନାକୁ ଆସିଲା ଗୁଜରାଟ ରାଜ୍ୟରେ ପ୍ରଶ୍ନପତ୍ର ଲିକ ମାମଲା । ଏହି ମାମଲାରେ ଓଡ଼ିଶା ଶିକ୍ଷକ ପ୍ରଶ୍ନପତ୍ର ଯୋଗାଇ ଦେବା କାର୍ଯ୍ୟରେ ସାମିଲ ଥିବା ଜଣାପଡ଼ିଛି । ତେଣୁ ପୋଲିସ ଆଜି ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକଙ୍କୁ ଏହି ମାମଲାରେ ଗିରଫ କରିଛି । ସେ…

ମନ୍ତ୍ର ଧ୍ବନୀରେ କମ୍ପୁଛି ଖଣ୍ଡଗିରି

ଭୁବନେଶ୍ବର: ମନ୍ତ୍ରଧ୍ବନୀରେ କମ୍ପୁଛି ଖଣ୍ଡଗିରି ପାହାଡ଼ର ଗୁମ୍ଫା । ଚାଲିଛି  ବିଶ୍ବ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା । ବିଶ୍ବ କଲ୍ୟାଣ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ଥମାନେ ଦେଉଛନ୍ତି ଆହୂତି । ୯ ଦିନ ଧରି ଚାଲିବ ଏହି ସାଧୁ ସନ୍ଥଙ୍କ ମେଳି । ଖଣ୍ଡଗିରି ପାହାଡ଼…

ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ଖଣ୍ଡଗିରି ମାଘ ମେଳା । ଆରମ୍ଭରୁ ଜମିଲାଣି ବାବାଙ୍କ ମେଳି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ସକାଳୁ ମା ବାରଭୂଜାଙ୍କ ପୂଜାର୍ଚ୍ଚନା ପରେ ଆରମ୍ଭ କରିବେ ଯଜ୍ଞ । କରୋନା କଟକଣା ନଥିବାରୁ ଚଳିତ ବର୍ଷ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ…

୫୪୦ ଶିକ୍ଷକଙ୍କୁ ଦିଆଯିବ କମ୍ୟୁନିକେଟିଭ୍ ଇଂରାଜୀ ତାଲିମ

ଭୁବନେଶ୍ୱର : ଶିକ୍ଷକମାନଙ୍କୁ କମ୍ୟୁନିକେଟିଭ୍ ଇଂରାଜୀ ବିଷୟରେ ତାଲିମ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ମୋଟ ୩୦୦ ଆକାଂକ୍ଷୀ ସ୍କୁଲ ରହିଛି । ମୋ’ ସ୍କୁଲ ଅଭିଯାନ ପକ୍ଷରୁ ‘ଇଂରାଜୀ ହେଲ୍ପର୍’ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜିଠାରୁ ଏହି ତାଲିମ…

ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ୨ଜଣ ଓଡ଼ିଆ

ଭୁବନେଶ୍ୱର: ରାଷ୍ଟ୍ରପତି ପୋଲିସ୍‌ ମେଡାଲ ପାଇବେ ଓଡ଼ିଶାର ୨ ଜଣ ଆଇପିଏସ୍‌ । ଉଲ୍ଲେଖନୀୟ ସେବା ପାଇଁ ୯୩ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍ ପଦକ ପ୍ରଦାନ କରାଯିବ।IPS ଡି. ଏସ୍ କୁଟ୍ଟେ ଓ କନଷ୍ଟେବଲ ପ୍ରହଲ୍ଲାଦ ରାଉତଙ୍କୁ ରାଷ୍ଟ୍ରପତି ପୋଲିସ୍ ମେଡାଲ ପ୍ରଦାନ କରାଯିବ। ବିଶିଷ୍ଟ ସେବା ପାଇଁ…

ଜାଣନ୍ତୁ ଶିଶିର ସରସ ମେଳାରେ କ’ଣ ଉପଲବ୍ଧ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରର ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଯାହା ଫଳରେ କନ୍ଧମାଳର ହଳଦି, ନୟାଗଡ଼ର ଡାଲି, ମୟୂରଭଞ୍ଜର ସବାଇଘାସରେ ତିଆରି ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ମିଳୁଛି ଗୋଟିଏ ସ୍ଥାନରେ। ଏହି ମେଳାରେ ପଡ଼ିଥିବା ପ୍ରତ୍ୟେକ ଷ୍ଟଲରେ ରହିଛି…

ଏବେ ଆକ୍ସନ ମୋଡ଼ରେ ବିଏମସି କମିଶନର

ଭୁବନେଶ୍ୱର: ଏବେ ଆକ୍ସନ ମୋଡ଼ରେ ବିଏମସି । ସବୁ ଦିଗ ଉପରେ ଦିନ ରାତି ୨୪ଘଣ୍ଟା ରହିଛି ନଜର । ସକାଳେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କେତେ ଆଗେଇଛି ତାହାର କରୁଛି ସମୀକ୍ଷା । ଆଉ ରାତିରେ ସଫେଇ କାମର ତର୍ଜମା କରୁଛି ବିଏମସି । ପରିଷ୍କାର ଓ ପରିଛନ୍ନତା କାମର ତଦାରଖ ପାଇଁ ଗ୍ରାଉଣ୍ଡ ଜିରୋରେ…

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି । ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ…

୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ମିଳିବ ଜମି ପଟ୍ଟା, ଡ୍ରୋନ୍‌ ସର୍ଭେକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ରାଜ୍ୟର ୫ଟି ମହାନଗର ନିଗମର ବସ୍ତି ବାସନ୍ଦାଙ୍କୁ ମିଳିବ ଜମି ପଟ୍ଟା। ଏହି କ୍ରମରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ୍‌’ ଜରିଆରେ ଜମିପଟ୍ଟା ପ୍ରଦାନ କରାଯିବ। ପ୍ରଥମେ ଡ୍ରୋନ୍‌ ସର୍ଭେ କାର୍ଯ୍ୟ ହେବ। ଗୁରୁବାର ଏହି କାର୍ଯ୍ୟକୁ ୫ଟି…