Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ଅନୁଧ୍ୟାନ ପାଇଁ ବିଧାନସଭାରେ ୮ ଜଣିଆ ଗୃହ କମିଟି ଗଠିତ

ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଗୃହ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ୮ ଜଣିଆ ଟିମ ଗଠନ ହୋଇଛି । ଏହିି କମିଟିରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର…

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ…

 ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି…

ବିଧାନସଭାରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭା ଶେଷ ଦିନ ଅଧିବେସନରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦେଶରେ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ହେଉଛି ସରକାର ତାକୁ ତୁରନ୍ତ ନିୟନ୍ତ୍ରଣ କରନ୍ତୁ…

[ଭିଡିଓ] ଦିଲ୍ଲୀ ଲୋକସଭାରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଉଠାଇଲେ ସାଂସଦ ଅପରାଜିତା ଷଡଙ୍ଗୀ

ଦିଲ୍ଲୀ : ଦିଲ୍ଲୀ ଲୋକସଭା ଭବନରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ । ଭୁବନେଶ୍ୱର  ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସଂସଦରେ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି । ଏହି ସମୟରେ ଅପରାଜିତା କହିଛନ୍ତି ସମସ୍ତଙ୍କୁ ଜଣା ଜଗନ୍ନାଥ ଧାମ ଚାରିଧାମରୁ ଗୋଟିଏ ଧାମ ।ଆମ ହିନ୍ଦୁ…

ମାନସ ସ୍ୱାଇଁ ହତ୍ୟା ମାମଲା : ଅଧାପୋଡା ଚପଲ ,ଇୟରଫୋନ୍ ଓ ହତ୍ୟାକାଣ୍ଡରେ ବ୍ୟବହୃତ ଜିନିଷ ଚଣ୍ଡିଖୋଲରୁ ଜବତ

 ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ତନାଘନା ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍  । ମାନସ ହତ୍ୟା ମାମଲାରେ ବ୍ୟବହାର ହୋଇଥିବା ଜିନିଷ ଜବତ କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଟିମ୍ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରୁ କୋଦାଳ, ଗଇଁତି ଓ ଅଖା ବସ୍ତା ଜବତ…

ଆଜି ସରିବ ବିଧାନସଭା ବଜେଟ ଅଧିବେସନ

ଭୁବନେଶ୍ୱର : ଆଜି ସରିବ ବଜେଟ ଅଧିବେସନ  ।ବଜେଟ ଅଧିବେସନର ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତ କାଲି ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏପ୍ରିଲରୁ ଜୁଲାଇ ମାସ ପର୍ଯ୍ୟନ୍ତ ୧ ଲକ୍ଷ ୬ହଜାର ୪ ଶହ ୯୮ କୋଟି ବଜେଟ…

ମାନସ ସ୍ୱାଇଁ ହତ୍ୟା ମାମଲା : ସତ ମାନୁଛନ୍ତି ଶର୍ମିଷ୍ଠା, ଅଡୁଆରେ ନିରଞ୍ଜନ ସେଠୀ

ଭୁବନେଶ୍ୱର : ମାନସ ସ୍ୱାଇଁ ହତ୍ୟା ମାମଲା । ଦିନକୁ ଦିନ ବଢୁଛି ଅଡୁଆ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ସବୁ ସତ ମାନିଯିବା ପରେ ଅଡୁଆରେ ପଡିଲେଣି ନିରଞ୍ଜନ ସେଠୀ । ପୋଲିସ ଶର୍ମିଷ୍ଠାକୁ ଖୋଜୁଥିବା ବେଳେ ଶର୍ମିଷ୍ଠା ସହ ଯୋଗୀ ଝୁନା ଭୋଇକୁ ସାଙ୍ଗରେ ଧରି ଭଦ୍ରକ, କାଳିଆପାଣୀ. ଯାଜପୁର ଓ…

ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପିତ

ଭୁବନେଶ୍ୱର : ବିଧାନସଭାରେ ଆଜି କାମଚଳା ବଜେଟ ଉପସ୍ଥାପନ କରାଯାଇଛି ।୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମହାମାରୀ ଓ ୟୁକ୍ରେନ ଯୁଦ୍ଧ ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।ଏହି ଆର୍ଥିକ ବର୍ଷରେ…

ଏପ୍ରିଲ ୨ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢୁଛି ତାତି । ଏହି ସମୟରେ ସ୍କୁଲର ସମୟରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଖରା ବଢୁଥିବାରୁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ହେବ । ସକାଳ ୬ଟା ୩୦ରୁ ୧୦ ଟା…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ସଂସଦ ଭବନରେ ସାକ୍ଷାତ କଲେ ସାଂସଦ ଅପରାଜିତା , ଟ୍ୱିଟ କରି ଚର୍ଚ୍ଚାରେ…

ଭୁବନେଶ୍ୱର : ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣ ହ୍ରାସ ପାଇବା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ସମୟରେ ସଂସଦ ଭବନ ସେଣ୍ଟ୍ରାଲ ହଲରେ ମୁଖ୍ୟମନ୍ତ୍ରୀଙ୍କୁ ପହଁଞ୍ଚିଥିବା ବେଳେ ତାଙ୍କୁ ବେଜେଡି ସାଂସଦଙ୍କ ସହ…