Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଶ୍ରୀମନ୍ଦିର କରିଡର ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସାଂସଦ ଅପରାଜିତା ଷଡଙ୍ଗୀ

ପୁରୀ : ପୁରୀ ଶ୍ରୀମନ୍ଦିର ଐତିହ କରିଡର ପ୍ରସଙ୍ଗ । ଏନେଇ ଡିଜିଙ୍କୁ ଭେଟିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଜଗନ୍ନାଥ ସେନା । ପାଖା ପାଖି ମାସେ ହୋଇଗଲାଣି ଜୋରଦାର ଖୋଳାଖୋଳି କାମ ଚାଲିଛି । ଏହା ଆଇନ ଉଲ୍ଲଙ୍ଘନ ହେଉଛି ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।…

[ଭିଡିଓ] ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ଉତ୍ତରକୁ ନେଇ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସର ଧାରଣା

ଭୁବନେଶ୍ୱର : ବିଧାନସଭା ଅଧିବେସନରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିରୋଧ କଲା କଂଗ୍ରେସ ।ଗୃହରାଷ୍ଟ୍ର ମନ୍ତ୍ରୀ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର  ବିଧାନସଭାରେ ଉତ୍ତର ନଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।ଏହି ଦାବିକୁ ବାଚସ୍ପତି ଆଗ୍ରହ୍ୟ କରିଦେଇଥିବାରୁ ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ…

ମା’ ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ

ଯାଜପୁର : ବିରଜାଙ୍କୁ ଦର୍ଶନ କଲେ ଭୁବନେଶ୍ୱର ମେୟର। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱରର ପ୍ରଥମ ମହିଳା ମେୟର ସୁଲୋଚନା ଦାସ । ସୁଲୋଚନା ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମା’ ଙ୍କୁ ଦର୍ଶନ କରିବା ସହ ମାଙ୍କ ଆର୍ଶୀବାଦ ଭିକ୍ଷା ଲାଭ କରିଥିଲେ ।…

ପଲିଗ୍ରାଫ ଟେଷ୍ଟରେ ମିଛ କହିଲେ ନକଲି ଡାକ୍ତର ରମେଶ ସ୍ୱାଇଁ

 ଭୁବନେଶ୍ୱର :ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁ ମାମଲା । ଆସିଲା ପଲିଗ୍ରାଫ  ଟେଷ୍ଟ ରିପୋର୍ଟ । ପ୍ରାୟ ୧୮ ଜଣ ପତ୍ନୀଙ୍କୁ ବିବାହ କରି ହାଇଡ୍ରାମା କରିଥିବା ଡକ୍ଟରଙ୍କ ମିଛି କହିବା ବଢିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟରେ ମଧ୍ୟ ମିଛ କହିବାକୁ ପଛାଇ ନଥିଲେ ଡାକ୍ତର । ପଲିଗ୍ରାଫ ଟେଷ୍ଟରେ…

ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ,ଅଧାରୁ ଅଧିକ ଶୀତଳଭଣ୍ଡାର ଅଚଳ ହୋଇପଡିଛି : କୃଷି ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର : କରୋନା ସମୟରେ ବଢିଛି କୃଷି ଉତ୍ପାଦନ । ଛତୁ ଲେମ୍ବୁ ଉତ୍ପାଦନରେ ଓଡିଶା ଏକ ନମ୍ବର ରାଜ୍ୟ ହୋଇଛି । ବାଇଗଣ ଉତ୍ପାଦନରେ ଦୁଇ ନମ୍ବର ରାଜ୍ୟ ହୋଇଛି ।ସେହିପରି ଚାଉଳ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ରହିଛି ଓଡିଶା । ଦେଶରେ ୭ଶହ ମେଟ୍ରିକ୍ ଟନ୍ ଚାଉଳ ବାହାରକୁ ପଠାଯାଉଛି ।ଆଗକୁ…

ବିରୋଧୀଙ୍କ ଚାପ ଆଗରେ ନୁଆଁଇଲେ ସରକାର

ଭୁବନେଶ୍ୱର: ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ରାଜ୍ୟ ସରକାର । ମଙ୍ଗଳବାର ବିଧାନସଭାରେ ସରକାର କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଐତିହ୍ୟ କରିଡର ପ୍ରକଳ୍ପର ଯାଞ୍ଚ ପାଇଁ ଏକ ଗୃହ କମିଟି ଗଠନ କରାଯିବ । ମାର୍ଚ୍ଚ ୩୧ରେ ଏହି  କମିଟି ଗଠନ ହେବ। ସଂସଦୀୟ…

କିଟ୍ ବିଶ୍ୱବିଦ୍ୟାଳୟରେ ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ

ଭୁବନେଶ୍ୱର : କିଟ୍ ନଲେଜ ଟ୍ରି ବକ୍ତୃତାମାଳା । କିଟ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ନଲେଜ ଟ୍ରି ବକ୍ତୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧା ,ଏକାଗ୍ରତା ଓ ସେବା ପ୍ରକୃତ ଶାନ୍ତି ପ୍ରଦାନ କରିଥାଏ ନିୟୁୟର୍କସ୍ଥିତି ବେଦାନ୍ତ ସୋସାଇଟିର ମୁଖ୍ୟ ତଥା ଆଧ୍ୟ।ତ୍ମିକ ଗୁରୁ…

ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ : ବିଧାନସଭାରେ ଟିମ୍ ଗଠନ କରି ପୁରୀ ପଠାଇବା ପାଇଁ…

ଭୁବନେଶ୍ୱର : ବିଧାନସଭା ଶୂନ୍ୟ କାଳରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ବିକାଶମୂଳକ କାର୍ଯ୍ୟକୁ କେହି ବିରୋଧ କରିବେ ନାହିଁ ।ମାତ୍ର ବିକାଶ ନା ରେ ଯଦି ମନ୍ଦିର ପ୍ରତି ବିପଦ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ହେବେ…

ଭୂମିକମ୍ପ ଝଟକାରେ ଥରିଲା ଲେହ

ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି  ।…

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ପୁଣି ଅସୁସ୍ଥ ହେଲେ ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ରାତିରେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବାଣପୁର ସବଜେଲରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।…