Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦାଦାଗିରି ପାଇଁ ଅଡୁଆରେ ପଡ଼ିଲେ ସାଂସଦ

ଭୁବନେଶ୍ୱର: ଦାଦାଗିରି ପାଇଁ ଅଡ଼ୁଆରେ ସାଂସଦ । ଗୁଣ୍ଡାଗିରି ନୁହେଁ, ଅଭିନେତାରୁ ବିଜୁ ଜନତା ଦଳର ସାଂସଦ ବନିଥିବା ଅନୁଭବ ମହାନ୍ତିଙ୍କ ନୂଆ ରିଆଲିଟି ସୋ’ରେ ମାଙ୍କଡ଼ ଧରିଥିବା ଜଣେ ମହିଳାଙ୍କ ସହିତ ଫୋଟୋ ଉଠେଇ ଓ ସୁଟିଂ କରି ଏବେ ଅଡ଼ୁଆରେ । ମାଙ୍କଡ଼ ଭାରତୀୟ ବନ୍ୟ ପ୍ରାଣୀ (ସଂରକ୍ଷଣ)…

କଂଗ୍ରେସର ଭୁବନେଶ୍ୱର ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ କଂଗ୍ରେସ ତରଫରୁ ଭୁବନେଶ୍ୱରରୁ ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ପୂର୍ବତନ ବିଧାୟକ ଧର୍ମଶାଳାଙ୍କ ବୋହୁ ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ଵି ଏମ ସି ମେୟର ପ୍ରାଥୀ ଘୋଷଣା । ଆଜି କଂଗ୍ରେସ ଭବନରେ ସାମ୍ବାଦିକ…

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି । ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର…

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ଭୁବନେଶ୍ୱର: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର…

AIIMSରେ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ AIIMS ଭୁବନେଶ୍ୱରର ମେଡିସିନ୍ (ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ…

କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ

ଭୁବନେଶ୍ୱର : କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମାହାରୀ ସମ୍ମାନ। ଚଳିତଥର ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ ପାଇଁ ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ଆଦିତି ମଙ୍ଗଳ ଦାସ ମନୋନୀତ ହୋଇଛନ୍ତି। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରଯାଉଥିବା ଏହି ସମ୍ମାନ ପ୍ରଦାନ…

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ ଗରୁତର, କାର ଜବତ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ମଦ୍ୟପ କାର୍ ଚାଳକ । ଏଥିରେ ୪ ଜଣ ଗରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ୍ୟପ କାର ଡ୍ରାଇଭର ଜୟଦେବ ବିହାରରୁ ଜାଭିୟର ପଟେ ଯାଉଥିଲେ । ମଦ୍ୟପ କାର ଚାଳକ…

ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଅନୁ ଓ ଲେଖାଶ୍ରୀଙ୍କ ନାଁ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ରଣନୀତି ଆରମ୍ଭ କରି ସାରିଲେଣି । ଚଳିତ ଥର ପୌର ନିର୍ବାଚନରେ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର…

ବଢୁଛି ନକଲି ଡାକ୍ତର ରମେଶଙ୍କ ଅଡୁଆ, ଆଜି ପୁଣି ରିମାଣ୍ଡ ଆବେଦନ କରିବ ପୋଲିସ

ଭୁବନେଶ୍ୱର :ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର । ହାଇ ପ୍ରୋଫାଇଲ ଠକ ଡାକ୍ତର ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲର ସେଲର ଦିନ କାଟୁଛି । ନକଲି ଡାକ୍ତରଙ୍କ ବିରୋଧରେ ଦିନକୁ ଦିନ ଠକେଇ ଅଭିଯୋଗ ବଢିବାରେ ଲାଗିଛି ।ଏନେଇ ଆଜି ପୁଣି ଥରେ ରିମାଣ୍ଡରେ ଆସିବ ଠକ ଡାକ୍ତର ରମେଶ ସ୍ୱାଇଁ ।…