Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଇଏଏସ କ୍ରିସନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ । ୨୦୦୨ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଉଥିବା କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । କ୍ରିଷନ କୁମାରଙ୍କୁ…

ବାଜିଲା ପୌର ନିର୍ବାଚନ ବିଗୁଲ: ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ୱର:ବାଜିଲା ପୌର ନିର୍ବାଚନ ବିଗୁଲ । ପଞ୍ଚାୟତ ନିର୍ବାଚନ ପରେ ହୋଇପାରେ ପୌର ନିର୍ବାଚନ । ଏନେଇ ଖୁବଶୀଘ୍ର ହେବ ପୌର ନିର୍ବାଚନ ତାରିଖ ଘୋଷଣା । ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ଜରିଆରେ ପୌର ନିର୍ବାଚନ ପାଇଁ ଆହ୍ୱାନ କଲା…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୯୬୮

ଭୁବନେଶ୍ୱର: ଆଜି ରାଜ୍ୟରୁ ସଂରୋନା ସଂକ୍ରମିଣରୁ ସୁସ୍ଥ ହୋଇଛନ୍ତି ୯୬୮ । ଆଜି ସୁଦ୍ଧା କରୋନାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୦ ହଜାର ୨୨୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଖୋର୍ଦ୍ଧା…

ଷ୍ଟ୍ରଙ୍ଗରୁମ ସୁରକ୍ଷା ସମ୍ପର୍କରେ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ, ଭୋଟ ଗଣତି କେନ୍ଦ୍ରକୁ ପାଣି ବୋତଲ ନେବା ମନା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରତ୍ୟେକ ବ୍ଲକ୍ ମୁଖ୍ୟାଳୟଠାରେ ୨୬, ୨୭ ଓ ୨୮ ତାରିଖ ତିନିଦିନ ଧରି ଭୋଟଗଣତି କରାଯିବ। ଏଥିନିମନ୍ତେ ସେଠାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଭୋଟବାକ୍ସ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ କରାଯାଇଛି ଓ କଡ଼ା ସୁରକ୍ଷାବଳୟ ମଧ୍ୟରେ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ବିଜ୍ଞାନ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅଂଶବିଶେଷ ସୂରୁପ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶା ସରକାରଙ୍କ…

CBSE ନବମ ଶ୍ରେଣୀ ବହିରେ ତ୍ରୁଟି, ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ସିବିଏସଇ ନିଜର ସ୍କୁଲରେ ପଢ଼ାଉଛି ଭୁଲ ପାଠ । ଏନସିଇଆରଟି ତରଫରୁ ପ୍ରଣୀତ ନବମ ଶ୍ରେଣୀ ସାମାଜିକ ବିଜ୍ଞାନ ବହି "ସୋସିଆଲ ସାଇନ୍ସ କଣ୍ଟେମ୍ପରାରି ଇଣ୍ଡିଆ-୧ ‘ ବହିରେ ପଞ୍ଚମ ଅଧ୍ୟାୟରେ ପୃଷ୍ଠା ନମ୍ବର ୪୯ ରେ ଦିଆଯାଇଥିବା ୱାଇଲଡ ଲାଇଫ ରିଜର୍ଭ ମ୍ୟାପରେ ଭୁଲ ତଥ୍ୟ ଦିଆ ଯାଇଛି ।…

୭୦ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ…

ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ

ଭୁବନେଶ୍ୱର: ଆଉ ବର୍ତ୍ତି ପାରିବେନି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାନ୍ତୁ ସାବଧାନ । ଏଣିକି ଟ୍ରାଫିକ ନିୟମ ନମାନିଲେ ମୋବାଇଲକୁ ଯିବ ଚାଲାଣ । ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରିଛି ଟ୍ରାଫିକ ପୋଲିସ । ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ୫୦ କିମିରୁ ଅଧିକ…

ସୁମିତ୍ ତପସ୍ୱିନୀ ବିବାଦ ମାମଲା : ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁମିତ୍ ତପସ୍ୱିନୀ ବିବାଦ ମାମଲା । ପୁଣି ତପସ୍ପିନୀଙ୍କୁ ମିଳିଲା ଝଟକା । ତଳକୋର୍ଟଙ୍କ ଆଦେଶ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ତପସ୍ୱିନୀଙ୍କୁ ୧୭ ହଜାର ବଦଳରେ ୧୦ ହଜାର ଟଙ୍କା ଲେଖାଏଁ ଦେବେ ସୁମିତ୍ । ଭରଣପୋଷଣ ପାଇଁ ମାସକୁ ୧୦ ହଜାର ଲେଖାଏଁ ଦେବେ ସୁମିତ୍…

ଟିଟିଲାଗଡ଼ରେ ସର୍ବୋଚ୍ଚ ତାତି, ୨୪ ଓ ୨୫ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଧୀରେ ଧୀରେ ଶୀତର ପ୍ରକୋପ କମୁଛି । ସେପଟେ ତାତି ବଢୁଛି । ଆଜି ପଶ୍ଚିମ ଓଡ଼ିଶା ସୋନପୁରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ସୋନପୁରରେ ୩୪ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ରେ ତାପମାତ୍ରା ୩୩.୪ ଡିଗ୍ରୀ, ଭୁବନେଶ୍ୱରରେ…