Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ୨୪ଘଣ୍ଟାରେ ୨୭୦୩ କୋଭିଡ଼୍ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ..

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ମାଡ଼ିଚାଲିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨୭୦୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୫୭୯ ଓ ସ୍ଥାନୀୟ ସଂକ୍ରମଣରୁ ୧୧୨୪ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷ ମଧ୍ୟରେ ୪୦୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।…

ଆସନ୍ତା ୧୦ରୁ ୧୧ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ମଧ୍ୟରେ ପୁଣି ବର୍ଷା ସମ୍ଭାବନା । ଆସନ୍ତା ୧୦ରେ ୧୧ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ବର୍ଷା ହେବ । ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ ଓ ଶୀତ…

ରାଜ୍ୟରେ ଆଜିଠୁ ନୂଆ କଟକଣା, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର: ବଢ଼ୁଛି ଓମିକ୍ରନ ଭୟ । ରାଜ୍ୟରେ ଆଜିଠୁ ଲାଗୁ ହେବାକୁ ଯାଉଛି ନୂଆ କରୋନା କଟକଣା । ଆଜି ରାତି ୯ଟାରୁ ସବୁ ସହରାଞ୍ଚଳରେ ଲାଗିବ ନାଇଟ୍ କର୍ଫ୍ୟୁ । ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ଏହି ସମୟରେ ମୋବାଇଲ ଓ ପାଟ୍ରୋଲିଂ କଡ଼ାକଡ଼ି କରାଯିବ । ଦୋକାନ, ବଜାର ବନ୍ଦ ସହ ଯେମିତି…

ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ଚେୟାରମ୍ୟାନ୍ ନବୀନ ଜିନ୍ଦଲ ବୁଧବାର ଓଡିଶାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଜେଏସପିଏଲ ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ…

ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ ‘ଶିଶିର ସରସ’ ମେଳାକୁ ବନ୍ଦ କଲା ବିଏମସି

ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ ବୃଦ୍ଧି କାରଣରୁ ବନ୍ଦ ହେଲା ଶିଶିର ସରସ ମେଳା । ଭୁବନେଶ୍ୱର ୟୁନିଟ-୩ ପ୍ରଦର୍ଶନୀ ପଡିଆରେ ଚାଲିଥିବା ଶିଶିର ସରସ ମେଳାକୁ ବନ୍ଦ କଲା ବିଏମସି । ପ୍ରବଳ ଗହଳି ହେଉଥିବାରୁ ବିଏମସି ପ୍ରଦର୍ଶନୀ ପଡିଆ ମୁଖ୍ୟ ଦ୍ୱାରରେ ବନ୍ଦ କରିବା ନେଇ ପୋଷ୍ଟର ଲଗାଇଛି । ମେଳା…

‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ୱର : 'ଉଡ୍ର' ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ ଅବସ୍ଥିତ ମୟୁର କ୍ଲବ୍ ଷ୍ଟେସନ୍ ବଜାର ପାଖ…

ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (PFMS)ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ଭିତରେ ଓଡିଶା

ଭୁବନେଶ୍ୱର : ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ 'PFMS'ରେ ଦେଶର ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡିଶା ରହିଛି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ଅର୍ଥ ପରିଚାଳନା କିଭଳି ହେଉଛି ତାକୁ ନେଇ ପିଏଫଏମଏସ ପକ୍ଷରୁ କର୍ମଶାଳା ଆୟୋଜିତ ହୋଇଯାଇଛି । ଏନେଇ…

କ୍ୟାପିଟାଲ ହସ୍ପିଟାଲରେ କରୋନା, ଜଣେ ଡ଼ାକ୍ତରଙ୍କ ସହ ୨ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଉପରମୁହାଁ ହୋଇଛି । ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପଶିଲା କରୋନା । ଜଣେ ଡ଼ାକ୍ତରଙ୍କ ସହ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ । ସମସ୍ତଙ୍କୁ ସଙ୍ଗରୋଧରେ…

୧୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ପୁଣି ହେବ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା । ଆସନ୍ତା ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା । ପଶ୍ଚିମ ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୧୦ ପରେ ବର୍ଷାର ପରିମାଣ ବଢିବା ନେଇ ଆକଳନ…

ରାଜ୍ୟରେ ଏଯାଏଁ ୨ଲକ୍ଷ ୬୪ହଜାର ୬୯୦ କିଶୋର ନେଲେଣି ଟିକା

ଭୁବନେଶ୍ୱର: ରାଜ୍ୟରେ ୧୫ରୁ ୧୮ବର୍ଷ ବୟସର କିଶୋରଙ୍କୁ ଟିକାକରଣ କରାଯାଉଛି । ଗତକାଲି ୧ହଜାର ୧୨୫ଟି ସ୍ୱତନ୍ତ୍ର କେନ୍ଦ୍ରରେ ଟିକାକରଣ ଚାଲିଥିଲା । ଗୋଟିଏ ଦିନରେ ୮୦ହଜାର ୯୨୭ଜଣ ଟିକା ନେଇଥିଲେ । ଏହାକୁ ମିଶାଇ ମୋଟ୍ ୨ ଲକ୍ଷ ୬୪ହଜାର ୬୯୦ ଡ଼ୋଜ୍ ଟିକା ଦିଆସରିଲାଣି । ଏ ସମ୍ପର୍କରେ ସୂଚନା…