Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଚୁଡାନ୍ତ ନିଷ୍ପତ୍ତି ନେବେ

ଭୁବନେଶ୍ଵର : କୋଭିଡ ଭୟାବହତାରେ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ଶେଷ ହୋଇଛି । ରାଜ୍ୟ ଇଲେକ୍ସନ କମିଶନଙ୍କ କାର୍ଯ୍ୟାଳୟରେ ,ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ସ୍ୱାସ୍ଥ୍ୟ ବିଭାଗର…

ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର: ରାଜଧାନୀରେ ବଢୁଛି କରୋନା ସଂକ୍ରମଣ । ତାସହ ବଢୁଛି କଟକଣା । ଭୁବନେଶ୍ୱରରେ ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ନର୍ଥ ଜୋନରେ ୪ଟି ଓ ଦକ୍ଷିଣପୂର୍ବ ଜୋନରେ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ କରାଯାଇଛି । ଏସବୁ ସ୍ଥାନରେ ୭…

ନାଇଟ୍ କର୍ଫ୍ୟୁରେ ଟାଇଟ୍ ଚେକିଂ

ଭୁବନେଶ୍ୱର: ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଅନୁସାରେ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ଚାଲିଛି ଟାଇଟ୍ ଚେକିଂ । ଛକ ଛକରେ ଚେକିଂ କରୁଛି ପୋଲିସ । ଓଡ଼ିଶାରେ ସବୁ ସହରାଞ୍ଚଳରେ ଆଜି ୯ଟାରୁ ଆରମ୍ଭ ହୋଇଛି ନାଇଟ୍ କର୍ଫ୍ୟୁ । ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ ।…

‘ପୂର୍ବତଟ ରେଳଜୋନ’କୁ କାହିଁକି ବିଖଣ୍ଡିତ କରାଗଲା?

ଭୁବନେଶ୍ୱର: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ ବର୍ଷିଲେ ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀକାନ୍ତ ଜେନା । କାହିଁକି ‘ପୂର୍ବତଟ ରେଳଜୋନ’କୁ ବିଖଣ୍ଡିତ କରାଗଲା କହି ପାଲଟା ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ଗସ୍ତରେ ଅଛନ୍ତି । ରେଳ ସମ୍ପର୍କରେ…

ବିମାନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନରେ ସଂଶୋଧନ କଲା ବିଏମସି

ଭୁବନେଶ୍ୱର: ଓମିକ୍ରନ ଭୟାବହତାକୁ ଦେଖି ବିଏମସି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ଼ଲାଇନରେ ସଂଶୋଧନ କରିଛନ୍ତି । ୭୨ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡ଼ାଯିବ ।…

ନାଇଟ୍ କର୍ଫ୍ୟୁରେ ମୁତୟନ ହେବେ ୨୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଓମିକ୍ରନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳ ଗୁଡ଼ିକରେ ଆଜିଠାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ଯାଏଁ ଲାଗିବ କଟକଣା । ଟ୍ୱିନସିଟିରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ରାତିସାରା ପୋଲିସ ପଇଁତରା…

କଟକ ଏସ୍ପି ସିଗନାଲ ଅଫିସରେ ୧୧ ଜଣ କୋଭିଡ ପଜିଟିଭ ଚିହ୍ନଟ

କଟକ : ରାଜ୍ୟରେ କୋରନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି । ଶୁକ୍ରବାର କଟକ ତୁଳସୀପୁର ଏସ୍ପି ସିଗନାଲ ଅଫିସରେ ୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସିଗନାଲ ଟ୍ରେନିଂ ସେଣ୍ଟର ଅଫିସକୁ ସିଲ କରାଯାଇଛି । ତେବେ ଯେଉଁମାନେ ସଂକ୍ରମିତ ଅଛନ୍ତି ତାଙ୍କ…

୪୦ କେଜି ଗଞ୍ଜେଇ ଜବତ, ଏସଟିଏଫ୍ ପଞ୍ଝାରେ ୩ଜଣ ଚୋରା ଚାଲଣକାରୀ

ଭୁବନେଶ୍ୱର : ଏସଟିଏଫ୍ ପଞ୍ଝାରେ ଗଞ୍ଜେଇ ଚୋରା ଚାଲଣକାରୀ । ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ୪୦ କେଜି ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ତେବେ ଏତେ ପରିମାଣର…

ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ୩୪୫୩ କେନ୍ଦ୍ରରେ ଚାଲିଛି ଟିକାକରଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ୧୧୯୧ କେନ୍ଦ୍ରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ ଚାଲିଛି । ହେଲଥ କେୟାର…

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନା ପଜିଟିଭ , ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କରୋନା ସଂକ୍ରମିତ ହୋଇଛନ୍ତି  । ସେ ଏବେ ହୋମ ଆଇସୋଲେସନରେ ଅଛନ୍ତି । ଗତ ତିନି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ଟ୍ୱିଟ କରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।