Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସଭାପତି ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ଜେନା ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।…

ବିିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ଭୁବନେଶ୍ୱର CSIR-IMMT ର ବୈଜ୍ଞାନିକ

ଭୁବନେଶ୍ୱର : ବିିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସିଏସଆଇଆର-ଆଇଏମ୍ଏମଟି ର ବୈଜ୍ଞାନିକ । ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକାଡେମିକ୍ ଦ୍ୱାରା ଅନସନ୍ଧାନ କରାଯାଇ ପ୍ରକାଶ କରାଯାଇଥିବା ସ୍ମୋପସ୍ ପ୍ରକାଶନ ରିପୋର୍ଟରେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କୁ ଚିହ୍ନଟ କରାଯାଇଛି।…

ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର : ନଭେମ୍ବର ୧୭ ରୁ ପିଜି ସ୍ପଟ୍ ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟରେ ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲିପଡ଼ିଥିବା ପିଜି ସିଟ୍ ଗୁଡିକ ସ୍ପଟ୍ ଆଡମିଶନ୍‌ରେ ପୂରଣ କରାଯିବ।ପିଜି ସ୍ପଟ୍ ଆଡମିଶନ ପାଇଁ ଆସନ୍ତା ୧୭ ତାରିଖରୁ କମନ ଆପ୍ଲିକେସନ ଫର୍ମ ମିଳିବ।…

ଓକାକ୍ ସିଇଓ ଆକାଉଣ୍ଟ ହ୍ୟାକ୍ ଘଟଣା , ନାଇଜେରିଆ ଗ୍ୟାଙ୍ଗ ହାତ ଥିବା ସନ୍ଦେହ

ଭୁବନେଶ୍ୱର : ଓକାକ୍ ସିଇଓ ଏବଂ ଆଇଟି ବିଭାଗ ଅଧାକାରୀଙ୍କ ହ୍ୱାଟସଆପ୍‌ ଆକାଉଣ୍ଟ ହ୍ୟାକ୍‌ ଘଟଣା।ଏହି ହ୍ୟାକ ପଛରେ ନାଇଜେରିଆରେ ଏକ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ହ୍ୟାକରଙ୍କ ସହ କଥା ହୋଇଛନ୍ତି ତଦନ୍ତକାରୀ ଅଧିକାରୀ। ହ୍ୟାକରଙ୍କ କଥବାର୍ତ୍ତାରୁ ସନ୍ଦେହ କରାଯାଉଛି କି ହ୍ୟାକର ମାନେ…

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଛାତ୍ରଛାତ୍ରୀଙ୍କ STPI ପରିଦର୍ଶନ 

ବିଶ୍ୱ ବିଜ୍ଞାନ ଦିବସ ଅବସରରେ ସାଇ ଇଣ୍ଟରନ୍ୟାସନାଲର ଛାତ୍ରଛାତ୍ରୀ STPI ପରିଦର୍ଶନ କରିଛନ୍ତି । ୩୦ ଜଣ ଛାତ୍ରଛାତ୍ରୀ ସଫ୍ଟୱେର ଟେକନଲୋଜି ପାର୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ଶାଖା ପରିଦର୍ଶନରେ ଯାଇଥିଲେ । ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ କ୍ୟାମ୍ପସ୍, ଡାଟା ସେଣ୍ଟର, ଇକୋକ୍ରୋପ୍ରେନର…

ଲଘୁଚାପ ଯୋଗୁ ବର୍ଷିବ ଜୋର୍, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ଲଘୁଚାପ ଯୋଗୁ ବର୍ଷିବ ଜୋର୍, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏବେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଥିବାବେଳେ ଓଡ଼ିଶାରେ ବି ବର୍ଷା ଆରମ୍ଭ ହୋଇଗଲାଣି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୧୩ ତାରିଖ…

[ଭିଡ଼ିଓ] ‘ନାମର୍ଦ୍ଦ’ର ଶୁଭ ମହୁରତ

କଟକ: ଆଗକୁ ଆସୁଛି ଫିଲ୍ମ ନାମର୍ଦ୍ଦ । ଜଣେ ପୁରୁଷର ଚିନ୍ତା ଧାରା ଉପରେ ପର୍ଯ୍ୟବେସିତ ହୋଇଛି ଏହି ମୁଭି । ଜଣେ ସମ୍ଭ୍ରାନ୍ତ ଘରର ଯୁବକ ପ୍ରେମରେ ପଡ଼ି କିଭଳି ବିପଥଗାମୀ ହେଉଛି ତାହା ଏଥିରେ ଦେଖାଯାଇଛି । କଟକ ଚୌଧୁରୀ ବଜାର କଳିଙ୍ଗ ଗେଷ୍ଟ ହାଉସ ପରିସରରେ ଏହାର ଶୁଭ ମହୁରତ ଅନୁଷ୍ଠିିତ…

ଆଗାମୀ ଦୁଇଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ରୁ ଉର୍ଦ୍ଧ୍ୱ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ରାୟଗଡ଼ା,ନୟାଗଡ଼,ପୁରୀ,ଖୋର୍ଦ୍ଧା,ଝାରସୁଗୁଡା କେନ୍ଦ୍ରାପଡ଼ା ରହିଛି। ଏହି ସବୁ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ନେଇଁ ପାଣିପାଗ ବିଭାଗ…

ଓଡ଼ିଶାରେ କରୋନା ଟିକାକରଣ ୪କୋଟି ଡ଼ୋଜ୍ ଟପିଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡ଼ୋଜ୍ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଡ଼ିସେମ୍ବର ସୁଦ୍ଧା ପ୍ରଥମ…

[ଭିଡ଼ିଓ]ଓଡ଼ିଶା ବନ୍ଦ ସଫଳ , ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ

ଭୁବନେଶ୍ୱର : ଓଡ଼ିଶା ବନ୍ଦ ସଫଳ ହୋଇଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲା କଂଗ୍ରେସ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିସ୍କାର ଓ ମମିତାଙ୍କୁ ନ୍ୟାୟ ନମିଳିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ କହିଛି । ମମିତାଙ୍କୁ ନ୍ୟାୟ ଦେବାକୁ ଏହି…