Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

କୁବେର ଇଞ୍ଜିନିୟରଙ୍କ ଫିଲ୍ମ ନିଶା

ଭୁବନେଶ୍ବର: କୁବେର ଇଞ୍ଜିନିୟରଙ୍କ ସିନେମା ନିଶା । କଳା ଧନ ଟଙ୍କାରେ ତିଆରି କରିଛନ୍ତି ଦୁଇଟି ଓଡ଼ିଆ ସିନେମା । ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ଅଛନ୍ତି ପ୍ରଯୋଜିକା । ଗୋଟିଏ ସିନେମାରେ ପ୍ରତାପ ସାମଲ ଅଛନ୍ତି କାର୍ଯ୍ୟକାରୀ ପ୍ରଯୋଜକ । ଓଡିଶା ପୋଲିସ ହାଉସିଂ ୱେଲଫେୟାର…

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।…

ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା

ଭୁବନେଶ୍ୱର: ଆସନ୍ତାକାଲି କଂଗ୍ରେସର ୬ଘଣ୍ଟିଆ ଓଡ଼ିଶା ବନ୍ଦ ଡ଼ାକରା। ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଏହି ବନ୍ଦ ପାଳନ କରାଯିବ। ସକାଳ ୬ରୁ ଦିନ ୧୨ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ। ଶାନ୍ତିପୂର୍ଣ୍ଣଭାବେ ବନ୍ଦ ପାଳନ କରାଯିବ ବୋଲି…

ବାଥରୁମରେ ପଶିଥିଲା ନାଗ ସାପ, ବାହାରିବା ବେଳେ ଜାଲିରେ ଫସିଲା

ଭୁବନେଶ୍ୱର: ବାଥରୁମରେ ପଶିଥିଲା ନାଗ ସାପ । ବାହାରିବା ବେଳେ ଜାଲିରେ ଫସିଗଲା । ବେଶ କିଛି ସମୟ ଛଟପଟ ହେଲା ନାଗ ସାପ । ଭୁବନେଶ୍ୱର ପୋଖରୀପୁଟ ପ୍ଲଟ ନମ୍ବର ୫୫୮/ଈରେ ଅଜୟ ମୁଖାର୍ଜୀଙ୍କ ଘରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଥିଲା । ସକାଳୁ ଉଠି ବାଥରୁମ ଯିବା ପାଇଁ କବାଟ ଖୋଲି ଭିତରେ ଏକ…

ଆଜି ଛଟ୍ ପୂଜାର ଅନ୍ତିମ ଦିବସ, ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ସମାପନ କଲେ ବ୍ରତ

ଭୁୁବନେଶ୍ୱର: ଆଜି ହେଉଛି ଛଟ୍ ପୂଜାର ଉଦଯାପନୀ ଦିବସ। ୪ଦିନ ଧରି ଚାଲିଥାଏ ପର୍ବ। ସମାପନ ଦିବସରେ ସକାଳୁ ନଦୀ କିମ୍ବା ପୋଖରୀରେ ଉଦିତ ସୂର୍ଯ୍ୟକୁ ଅର୍ଘ ପ୍ରଦାନ କରି ବ୍ରତର ସମାପନ କରଛନ୍ତି ବ୍ରତଧାରୀ। ବିଶ୍ୱାସ ରହିଛି ଯେ, ଛଟ୍ ପୂଜାର ଶେଷ ଦିନରେ ଉଦିତ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା…

ଆଜି ୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫ଟି ଏବଂ ମୋ ସରକାରଙ୍କ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୬୭ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ବଦଳିଛି ସରକାରୀ ହାଇସ୍କୁଲର ରୂପରେଖ। ହାଇଟେକ ହେଉଛି ହାଇସ୍କୁଲ ଓ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଆଜି…

ମମିତା ହତ୍ୟାକାଣ୍ଡ ଘଟଣାରେ ଆସନ୍ତା ୧୨ ତାରିଖରେ ପୁଣି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର : ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ଚଳିତ ମାସ ୧୨ ତାରିଖରେ କଂଗ୍ରେସ ପକ୍ଷରୁ ସକାଳ ୬ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯିବ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ଏହି ବନ୍ଦ ଡାକରା ଦେବ ବୋଲି ଜିଲ୍ଲା କଂଗ୍ରେସ…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ : ଓପିଏଚ୍‌ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ଗିରଫ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୋଲିସ ହାଉସିଂ ବୋର୍ଡ ଆଣ୍ଡ ୱଲଫେଆର କର୍ପୋରେସନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସ ପ୍ରତାପଙ୍କ ସହ ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ପତି ଓ…

ରାଜ୍ୟରେ କୋହଲା ପାଗ , ପୁଣି ଲଘୁଚାପ ସୃଷ୍ଟି ସମ୍ଭାବନା

ଭୁବନେଶ୍ୱର :ରାଜ୍ୟରେ କୋହଲା ପାଗ । ପୁଣି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଶୀତ ବଢ଼ୁଥିବା ବେଳେ ଓଡ଼ିଶାରେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଦକ୍ଷୀଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ଲଘୁଚାପର ରୂପ ନେଇଛି  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରୀ…

ଓପିଏଚଡ଼ବ୍ଲ୍ୟୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ୱର: କୁବେର ବାବୁଙ୍କ ଘରେ ଚାଲିଥିବା ଚଢ଼ାଉ ଶେଷ ହୋଇଛି। ଗତକାଲିଠାରୁ ଓପିଏଚଡ଼ବ୍ଲୁସି ଡ଼େପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚାଲିଥିଲା ଚଢ଼ାଉ। ଚଢ଼ାଉ ପରେ ସମ୍ପତ୍ତିର ମୂଲ୍ୟାୟନ ଚାଲିଥିଲା। ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଛି ଭିଜିଲାନ୍ସ। ଏହାସହ…