Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।…

୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଦଶହରା ପରେ ଖୋଲିବ ସ୍କୁଲ। ଆସନ୍ତା ୨୧ତାରିଖରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବ। ସ୍କୁଲ ଖୋଲିବା ପ୍ରସଙ୍ଗରେ ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ପୂଜା ଛୁଟି ପରେ ଏହି ଦୁଇଟି ଶ୍ରେଣୀ ଖୋଲିବା ଲାଗି ଆନୁସାଙ୍ଗିକ…

ବିଜୟା ଦଶମୀରେ ଫିକା ପଡିଛି ପାର୍ବଣ

ଭୁବନେଶ୍ୱର: ଆଜି ବିଜୟ ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଉତ୍ସବ ଦିନ । ହେଲେ ଦଶହରା ଫିକା ପଡ଼ିଛି ଶ୍ରଦ୍ଧାଳୁୂ ବିନା । ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ…

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ…

ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇ.ଏସ୍.ଇ.ଇ ଫେଲୋ ପୁରସ୍କାର

ଭୁବନେଶ୍ୱର: କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟ ବିଏଚୟୁ ବାରଣାସୀରେ କାର୍ଯ୍ୟରତ ଓଡ଼ିଶା ମାଟିର ପୁଅ ପ୍ରଫେସର କଲ୍ୟାଣ ଘଡ଼େଇଙ୍କୁ ଆଇଏସ୍ଇଇ ଫେଲୋ ଦ୍ୱାରା ପୁରସ୍କୃତ କରାଯାଇଛି। ତାଙ୍କର ଏହି ପୁରସ୍କାର ସେ ଓଡ଼ିଶା ମା’ ମାଟିକୁ ସମର୍ପଣ କରିଛନ୍ତି। ବନାରସ ହିନ୍ଦୁ ୟୁନିଭରସିଟିରେ ୬ଅକ୍ଟୋବରରେ…

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ କୋରାନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୭୪ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ…

ପୂଜା ବଜାରରେ ରିଲିଜ୍ ହେଲା ଓଲିଉଡ ଫିଲ୍ମ “ମନ ମୋ ନେଇଗଲୁ ରେ”

ଭୁବନେଶ୍ୱର: ପୂଜା ବଜାରରେ ଆରମ୍ଭ ହୋଇଛି ଓଲିଉଡ ବକ୍ସ ଅଫିସ୍ ଫାଇଟ୍ । ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍ ହେବାରେ ଲାଗିଛି । ଏହି ଧାରାରେ ବହୁ ପ୍ରତିକ୍ଷୀତ ଫିଲ୍ମ "ମନ ମୋ ନେଗଲୁ ରେ" ଦର୍ଶକଙ୍କ ସାମ୍ନାକୁ ଆସିଛି । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଜ୍ୟୋତି ଓ ଭୂମିକା ଦାସ…

କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବାରଙ୍ଗ: କୁଆଖାଇ ନଦୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର  । କଟକ ଜିଲ୍ଲା ବାରଙ୍ଗ ନରଣପୁର ନିକଟସ୍ଥ  କୁଆଖାଇ ନଦୀରୁ  ଏହି ମୃତ ଦେହ ଉଦ୍ଧାର ହୋଇଛି । କିଛି ଦିନ ହେଲା ବୃଦ୍ଧ ଜଣକ ନିଖୋଜ କୁଆଡେ ନିଖୋଜ ହୋଇଯାଇଥିବା ବେଳେ ତାଙ୍କର କୌଣସି ପତ୍ତା ମିଳୁନଥିଲା ମୃତ ବ୍ୟକ୍ତି ହେଲେ ୬୫…

ମନିଷ ମୃତ୍ୟୁ ମାମଲା: ଆତ୍ମସମର୍ପଣକାରୀ ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍ଗ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ହଟିପାରେ ପରଦା । ଫୁଲବାଣୀରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କନ୍ଧମାଳ ଜିଲ୍ଲାର ୨ ଯୁବକଙ୍କୁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଗତକାଲି ଫୁଲବାଣୀ ଟାଉନ୍…

ଦାଣ୍ଡିଆ ନାଇଟ ପୂର୍ବରୁ ହୋଟେଲ ସିଲ କଲା ବିଏମସି

ଭୁବନେଶ୍ୱର: ବିନା ଅନୁମତିରେ ଦାଣ୍ଡିଆ ନାଇଟ କରିବା ପଡ଼ିଲା ମହଙ୍ଗା । ନିକୋପାର୍କ ସ୍ଥିତ 9ଥ ଷ୍ଟ୍ରିଟ ବଂକ୍ୱୟେଟ ହୋଟେଲକୁ ସିଲ୍ କଲା ବିଏମସି । ପ୍ରଶାସନର ବିନା ଅନୁମତିରେ ଚାଲିଥିଲା ଦାଣ୍ଡିଆ ନାଇଟ । ବିଏମସି କମିଶନର ଅଂଶୁମାନ ରଥ ନେତ୍ୱତ୍ୱରେ ଏକ ଟିମ୍ ହୋଟେଲକୁ ଯାଇ ଚଢାଉ କରିଥିଲେ ।…