Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ

ଭୁବନେଶ୍ୱର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଠାବ । ଭୁବନେଶ୍ୱର ଲିଙ୍ଗରାଜ ଟେମ୍ପଲ ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ସୁଶାନ୍ତ ସାହୁ । ସେ ସ୍ଥାନୀୟ ଅଞ୍ଚଳର ଜଣେ ଫୁଲ ବ୍ୟବସାୟୀ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆଜି ସକାଳେ ରେଳ…

ବଲିଉଡରେ ଅପସରା ରାନୀ, ମୁଭି ଡି-କମ୍ପାନୀରେ ନଜର ଆସିବେ ଆଇଟମ ଗାର୍ଲ, ଆଗାମୀ ୨୬ରେ ରିଲିଜ୍ ହେବ ଫିଲ୍ମ 

ଭୁବନେଶ୍ଵର: ଟଲିଉଡ ପରେ ଏବେ ବଲିଉଡରେ ପାଦ ଥାପିଛନ୍ତି ଅପସରା ରାନୀ । ମାର୍ଚ୍ଚ ୨୬ରେ ରାମଗୋପାଳ ବର୍ମାଙ୍କ ବଲିଉଡ ମୁଭି ଡି-କମ୍ପାନୀ ରିଲିଜ ହେବାକୁ ଯାଉଛି । ଓଡିଆ ଅଭିନେତ୍ରୀ ଅପସରାଙ୍କୁ ବଲିଉଡରେ ଡେବ୍ୟୁ କରାଇଛନ୍ତି ନିର୍ଦ୍ଦେଶକ ରାମୁ । ଏହି ମୁଭିରେ ଓଡିଆ ଅଭିନେତ୍ରୀଙ୍କ ଜଲୱା…

ଭୁବନେଶ୍ବର CRP ଛକ ହତ୍ୟାକାଣ୍ଡ ଘଟଣା ନେଇ ଡିସିପିଙ୍କ ପ୍ରେସମିଟ୍,- “ପୂର୍ବ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ”

ଭୁବନେଶ୍ୱର: ଗତକାଲି ରାଜଧାନୀ CRPଛକ ନିକଟରେ ଦିନ ଦ୍ବିପହରେ ଘଟିଥିବା ହତ୍ୟାକାଣ୍ଡ ଘଟଣା । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି । ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ପ୍ରେସମିଟ୍‌ରେ ଡିସିପି ଆହୁରୀ ମଧ୍ୟ କହିଛନ୍ତି,  ପ୍ରଶାନ୍ତ ଦାସ…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ପରିବେଷଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରର ଲୋକାର୍ପିତ ଉତ୍ସବ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ପାଶ୍ଚାତ୍ୟ ତଥା ଭାରତୀୟ ସଙ୍ଗୀତ ମିଶ୍ରଣକୁ ନେଇ ଏହି ସଙ୍ଗୀତ ପରିବେଷଣ କରିଥିଲେ…

ଦେଖନ୍ତୁ, ଭୁବନେଶ୍ୱର ଝିଅଙ୍କ ଡ୍ୟାନ୍ସରେ କେମିତି ଦିଓ୍ୱାନୀ ହେଲେ ମାଧୁରୀ

ଭୁବନେଶ୍ୱର: ରିଆଲିଟି ସୋ ଡ୍ୟାନ୍ସ ଦିଓ୍ୱାନେ ସିଜିନ-୩ରେ କମାଲ କଲେ ଓଡ଼ିଆ ଝିଅ । ଭୁବନେଶ୍ୱରର ଅରୁନ୍ଧତୀ ଗଡ଼ନାୟକଙ୍କ ଡ୍ୟାନ୍ସ ଜଲଓ୍ୱାରେ ଦିଓ୍ୱାନୀ ହେଲେ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ । ବିଚାରକଙ୍କ ମନ ଜିଣିଲେ ଅରୁନ୍ଧତୀ । ତାଙ୍କ ଡ୍ୟାନ୍ସ ଦେଖି ୩ ଜଣ ଜଜ୍ ଖୁବ ତାରିଫ…

ପିସିଆର ଗାଡ଼ି ଭଙ୍ଗାରୁଜା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଜଣ ଗିରଫ

ଭୁବନେଶ୍ୱର: ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଗାଡ଼ି ଭଙ୍ଗାରୁଜା କରିବା ଓ ଅଭିଯୁକ୍ତଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ସିସିଟିଭି ଫୁଟେଜ୍ ଆଧାରରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି ଦିନ ପ୍ରାୟ ୧୨ଟା ବେଳେ ସିଆରପି କ୍ୟାମ୍ପସ ନିକଟରେ ପିସିଆର ଗାଡ଼ି…

ରାଜଧାନୀରେ ଚାଞ୍ଚଲ୍ୟ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ସିଆରପି ଛକରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଦୁଇ ଜଣ ଦୁର୍ବୃତ ତାଙ୍କୁ ହାଣି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ…

ବରମୁଣ୍ଡା ପେଟ୍ରୋଲ ପମ୍ପରେ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା : ଟାଙ୍କିରେ ଫରେନସିକ୍‌ ଟିମ୍‌ର ଛାନ୍‌ଭିନ୍‌

ଭୁବନେଶ୍ୱର: ବରମୁଣ୍ଡା ପେଟ୍ରୋଲ ପମ୍ପରୁ ଅପମିଶ୍ରିତ ପେଟ୍ରୋଲ ମିଳିବା ଘଟଣା । ପେଟ୍ରୋଲ ପମ୍ପରେ ତଦନ୍ତ ଆରମ୍ଭ କରିଛି ଫେରନସିକ୍‌ ଟିମ୍‌ । ପେଟ୍ରୋଲ ଓ ଡିଜେଲର ନମୁନା ଯାଞ୍ଚ କରାଯାଉଛି । ଗତକାଲି ଅପମିଶ୍ରିତ ପେଟ୍ରୋଲ ନେଇ ଗ୍ରାହକଙ୍କ ଅଭିଯୋଗ ପରେ ପମ୍ପରେ ଉତ୍ତେଜନା ଦେଖାଦେଇଥିଲା ।…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ…

ରାଜ୍ୟରେ ଚିହ୍ନଟ ହେଲେ ୯୭ ନୂଆ କରୋନା ଆକ୍ରାନ୍ତ, ୯ ଫେବୃଆରୀ ପରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ସୂଚନା 

ଭୁବନେଶ୍ବର: କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…