Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ "ସହୀଦ କପ" ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା…

ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ‘ଭୋକ’ର ଶୁଭ ମହୁରତ

ଭୁବନେଶ୍ଵର: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ,  ମୁଖ୍ୟ ବକ୍ତା ଭାବେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ,  ସମ୍ମାନିତ…

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ଉପକୂଳବର୍ତ୍ତି ଆନ୍ଧ୍ର ଉପରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ହୋଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହେବାସହ ପାଗ କୋହଲା ରହିଛି । ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ…

ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ ଅନୁଷ୍ଠିତ

ଭୁବନେଶ୍ବର: ନିଖିଳ ଓଡ଼ିଶା ଠିକାଦାର ମହାସଂଘର ମହାସମାବେଶ । ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅନୁଷ୍ଠିତ ହୋଇଯାଇଛି ଏହି ମହାସମାବେଶ । ଆଜିର ମହାସମାବେଶରେ ୨୦୧୪ର ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୨୧ମୂଲ୍ୟଭିତ୍ତିରେ ପୁନଃ ଆକଳନ କରିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ…

ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧

ଭୁବନେଶ୍ୱର: ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହା ଚାଲିବ । ଚଳିତ ବର୍ଷ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଏହା ଆୟୋଜିତ ହେବ । ଏ ନେଇ ଆଜି କୃଷି ଭବନରେ ଅନୁଷ୍ଠିତ ଏକ ବୈଠକରେ ମନ୍ତ୍ରୀ ଅରୁଣ…

ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା ଉଦଘାଟିତ, ସାମିଲ ହେଲେ ୧୫ ଜଣ ଭିନ୍ନକ୍ଷମ ଖେଳାଳି

ଭୁବନେଶ୍ୱର: ଉଦଘାଟିତ ହେଲା ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଇଣ୍ଡିଆନ ହ୍ୱିଲ୍ ଚେୟାର ଟେନିସ ଟୁର୍ (IWTT) ସହଯୋଗରେ ଚକେଲେଟ୍ ଗ୍ରୁପ ଦ୍ୱାରା ୩ ଦିନିଆ କର୍ମଶାଳା ଆରମ୍ଭ ହୋଇଛି ।  ଆଜି ପ୍ରଥମ ଦିନରେ ହ୍ୱିଲ୍ ଚେୟାର…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା, ୧୧ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ଦିଗରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୂଆପଡା, କଳାହାଣ୍ଡି, ରାୟଗଡା,…

ହଟ୍ଟଗୋଳରୁ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ: ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭ ହେବା କ୍ଷଣି ତମ୍ବିତଫାନ । ବିରୋଧଙ୍କ ହଟ୍ଟଗୋଳ, ନାରାବାଜି । ଧାନକିଣା ବେଳେ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀ ସମସ୍ୟା ନେଇ ବିରୋଧୀ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଏହି ଦୁଇଟି ପ୍ରସଙ୍ଗରେ ସ୍ୱତନ୍ତ୍ର ମୋସନ୍ ଆଣି ଆଲୋଚନା…

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ହ୍ୱିଲ୍ ଚେୟାର ଟେନିସ୍

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାରେ ହ୍ୱିଲ୍ ଚେୟାର ଟେନିସ । ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଏହି କର୍ମଶାଳା ହେବ ।  ଯେଉଁଥିରେ ରାଜ୍ୟର ପାଖାପାଖି ୨୦…