Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ମହିଳାଙ୍କ ଉଲଗ୍ନ ଭିଡିଓ ଉତ୍ତୋଳନ କରି ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳା ଗାଧୁଥିବା ବେଳେ ତାଙ୍କ ଅଜାଣତରେ ଜଣେ ଦୁର୍ବୃତ୍ତ ଉଲଗ୍ନ ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସେ ଇଣ୍ଟରନେଟ୍‌ରେ ଏହାକୁ ଭାଇରାଲ୍‌ କରିଥିଲା । ମହିଳା ଜଣଙ୍କ ଏ ବିଷୟରେ ଜାଣିବାପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରି ରବି…

ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଅଭିମୁଖେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାରପଡା ଜେଲରୁ ବ୍ରହ୍ମପୁର ଜେଲକୁ ନେଇଛି ପୋଲିସ । ଏସଡିଜେଏମ୍ କୋର୍ଟଙ୍କ ଅନୁମତି କ୍ରମେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏସକର୍ଟ ଟିମ୍ ଭୁବନେଶ୍ବର ଝାରପଡା ଜେଲ୍‌ରୁ ବ୍ରହ୍ମପୁର ଏସଡିଜେଏମ୍…

ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଜବତ ହେଲା ସ୍କୁଟି, ମିଳିନି ଝରାଫୁଲଙ୍କ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଏଯାଏ ହଟିନି ପରଦା । ଗିରଫ ବୟଫ୍ରେଣ୍ଡ ରାକେଶ ସ୍ୱାଇଁଙ୍କୁ ରିମାଣ୍ଡରେ ନେଇ ତଥ୍ୟ ହାସଲ କରୁଛି ଯାଜପୁର ପୋଲିସ । ଏହାରି ଭିତରେ ଆଜି ମିଳିଛି ସ୍କୁଟି । ସେହି ସ୍କୁଟିରେ ଝରାଫୁଲଙ୍କ ମୃତଦେହ ନେଇ ଯାଜପୁରରେ ଫିଙ୍ଗିଥିଲା ରାକେଶ ଓ…

ରାସ୍ତାକଡ଼ରେ ପଡ଼ିଛି ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଶରୀର ପଡ଼ିଛି । ମୁଣ୍ଡ ନାହିଁ । ରାସ୍ତାକଡ଼ରୁ ଉଦ୍ଧାର ହେଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ।     ଭୁବନେଶ୍ୱର ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ ଦାସପୁର ରାସ୍ତାକଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିନି ମୃତ ମହିଳାଙ୍କ ପରିଚୟ । ରାସ୍ତା କଡ଼ରେ ଯାଆସ…

ମାସିକ ସାହିତ୍ୟ ପତ୍ରିକା ସମାରୋହର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସାହିତ୍ୟ ସେବକ ଦୁର୍ଗା ମାଧବ ମିଶ୍ରଙ୍କ ଶ୍ରାଦ୍ଧ ବାର୍ଷିକୀ ଏବଂ ମାସିକ ସାହିତ୍ୟ ପତ୍ରିକା "ସମାରୋହ"ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସାହିତ୍ୟିକା ମନୋରମା ମହାପାତ୍ର ସଭାପତିତ୍ୱ କରି କହିଛନ୍ତି ଯେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାହିତ୍ୟ…

କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚମକିଲା କଟକ-ପୁରୀ ବାଇପାସ୍‌ ରୋଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍‌ ରୋଡରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି । ଏହି ଆଲୋକୀକରଣ ବ୍ୟବସ୍ଥା…

ନନ୍ଦନକାନନର ଦୁଇ ବାଘଛୁଆ ଅସୁସ୍ଥ, ଚେନ୍ନାଇ ବିଶେଷଜ୍ଞଙ୍କ ସହାୟତା ଲୋଡିଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆ ଲବ ଓ କୁଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିବାରୁ କର୍ତ୍ତୃପକ୍ଷ ଚେନ୍ନାଇ ପ୍ରାଣୀ ଉଦ୍ୟାନ ଏବଂ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି। ଜାନୁଆରୀ ୨୬ ତାରିଖରୁ ଲବର ଛୋଟେଇ ଛୋଟେଇ…

ପୁରୁଣା ଗାଡି ଉପରେ ଲାଗୁ ହେବ ଗ୍ରୀନ୍ ଟ୍ୟକ୍ସ , କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶାବଳୀ 

ଭୁବନେଶ୍ବର: ଓଡିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟରେ ପ୍ରଦୂଷଣ ହ୍ରାସ କରିବା ଲାଗି ପୁରୁଣା ଗାଡି ଉପରେ ଗ୍ରୀନ ଟାକ୍ସ ଲାଗୁ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । କେତେ ବର୍ଷର ପୁରୁଣା ଗାଡି ଉପରେ କେତେ ଟଙ୍କାର ଟାକ୍ସ ଲାଗୁ ହେବ ତାହା ମଧ୍ୟ ଏଥିରେ ସ୍ପଷ୍ଟ କରାଯାଇଛି । …

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ

ଭୁବନେଶ୍ୱର: ଧଉଳି ଶାନ୍ତିସ୍ତୁପ ପାଦ ଦେଶରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ କଳିଙ୍ଗ ଧଉଳି ମହୋତ୍ସବ । ତିନି ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବର କାର୍ଯ୍ୟକ୍ରମ ଆରମ୍ଭ ହେବ ଓଡିଶୀ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ପରିବେଷଣରୁ । ଏହା ପରେ କୋଲକାତାର କଳାକାର ଅସୀମାବନ୍ଧୁ…

ଝରାଫୁଲ ମୃତ୍ୟୁ ଘଟଣା: ଭୁବନେଶ୍ୱର ଗେଷ୍ଟ ହାଉସରେ ସିନ ରିକ୍ରେସନ କଲା ପୋଲିସ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜି ପୋଲିସ ଭୁବନେଶ୍ୱର ଆଣିଛି । ଦୁହେଁ ରହିଥିବା ଖଣ୍ଡଗିରିିର ଶିବସାଇ ଗେଷ୍ଟ ହାଉସରେ ସିନ ରିକ୍ରେସନ କରାଯାଇଛି । ୨୦୧ ନମ୍ବର ରୁମରେ ସେଦିନ ରାତିରେ କଣ ଘଟିଥିଲା । ଆଉ ଏହା ପରେ ରାକେଶ ଓ…