Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ତିନୋଟି ଅନୁବାଦ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ରାଜ୍ୟସ୍ତରୀୟ ସାରସ୍ୱତ ସଂଗଠନ ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ତରଫରୁ ବିଭିନ୍ନ ଭାଷାରେ ଅନୁଦିତ ୩ଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଭୁବନେଶ୍ୱର ,ଓରିଏଣ୍ଟାଲ ଏକାଡେମୀ ଅଫ ଆର୍ଟସ ଆଣ୍ଡ ଲେଟର୍ସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଥାଶିଳ୍ପୀ ଶାନ୍ତନୁ କୁମାର…

ଝରାଫୁଲ ଡେଥ୍ ମିଷ୍ଟ୍ରି: ହତ୍ୟା ନା ଅସୁସ୍ଥତାରୁ ମୃତ୍ୟୁ ? ପୋଷ୍ଟମର୍ଟମ ରିପୋର୍ଟ ଖୋଲିବ ରହସ୍ୟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାକୁ ଚାରି ଦିନ ହେଲାଣି । ଏହି ଘଟଣାରେ ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ପୋଲିସ ଗିରଫ କରିଛି । ଏବେ ପୋଷ୍ଟମର୍ଟର ରିପୋର୍ଟ ଖୋଲିବ ଡେଥ୍ ସସପେନ୍ସ ଉପରୁ ପରଦା । ଝରାଫୁଲଙ୍କ ସହ ଯାହା ଘଟିଲା ତାହା ଅଚାନକ ଥିଲା ନା ସବୁ କିଛି…

ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପାଖରେ ତାଙ୍କ ପ୍ରତିମୂର୍ତ୍ତି ନିକଟରେ ପାଳିତ ହୋଇ ଯାଇଛି। ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ ସଂଯୋଜକ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରବୀର…

 କଥାକାର ଅଖିଳ ମୋହନଙ୍କ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ଜାନୁଆରି ୩୧ରେ

ଭୁବନେଶ୍ୱର: ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯକ୍ରମ ଜରିଆରେ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ ଅନନ୍ୟ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି…

୬ରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଫେବୃଆରୀ ୬ ତାରିଖରୁ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ପଢ଼ୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଓ ପୋଷ୍ଟ ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀ କଲେଜ ଯାଇ ଶ୍ରେଣୀ ଗୃହରେ ପଢ଼ିବାକୁ ଅନୁମତି ମିଳିଛି । ଦୀର୍ଘ ୧୧ ମାସ ପରେ କଲେଜ…

ତ୍ରୟୋମାସିକ ପତ୍ରିକା ବୋଉର ବନ୍ଧୁ ମିଳନ

ଭୁବନେଶ୍ୱର : ଭୁବନେଶ୍ବର ୟୁନିଟ ୯ ସ୍ଥିତ ଜନକଲ୍ୟାଣ ଭବନରେ ତ୍ରୟୋମାସିକ ପତ୍ରିକା "ବୋଉ"ର ବନ୍ଧୁମିଳନ ଓ "ରାଷ୍ଟ୍ରର ପ୍ରଗତିରେ ମାତୃଶକ୍ତିର ଭୂମିକା" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବନମାଳୀ ସାମନ୍ତରାୟ, ସଂଜୟ କୁମାର ଚୌଧୁରୀ, ସମିତା ମହାରଣା,…

ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି, ୨୦୨୧ରେ ପ୍ରଥମ ଅଦଳ ବଦଳର ପକ୍ରିୟା ଆରମ୍ଭ

ଭୁବନେଶ୍ବର : ଚଳିତ ୨୦୨୧ ନୂଆ ବର୍ଷରେ ପ୍ରଥମ ଥର ଅଦଳ ବଦଳ ପକ୍ରିୟା ଆରମ୍ଭ ହୋଇଛି । ନନ୍ଦନକନାନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଆସୁଛନ୍ତି ନୂଆ ଜୀବଜନ୍ତୁ । ଯାହା ଅଗାମୀ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସାହାୟକ ହୋଇପାରିବ ।…

ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ

ଭୁବନେଶ୍ୱର : ଭୁବନେଶ୍ୱରର ଏଥେନା ବୁକସ ପରିସରରେ ଗାନ୍ଧୀ ଗଳ୍ପ ସଂକଳନ ଲୋକାର୍ପିତ ହୋଇ ଯାଇଛି। ଏହି ଗଳ୍ପ ସଂକଳନଟିକୁ କଥାକାର ଡ଼ .ସୁରେଶ ଛୋଟରାୟ ସମ୍ପାଦନା କରିଛନ୍ତି। ଏଥିରେ ବୀଣାପାଣି ମହାନ୍ତି,ପଦ୍ମଜ ପାଲ, ଗୌରହରି ଦାସ, କବିତା ବାରିକ, ମମତାମୟୀ ଚୌଧୁରୀ, ରବି ପଣ୍ଡା , ତପନ…

ବିନା JEEରେ ଇଞ୍ଜିନିୟରିଂ, ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାସରେ ପଢ଼ିବେ ପିଲା । ବିନା ଏଣ୍ଟ୍ରାନ୍ସରେ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍ । କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି…

୫ ସାଇବର ଠକ ଗିରଫ 

ଭୁବନେଶ୍ବର : ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କଠାରୁ ଏମାନେ ଠକେଇ କରିଥିବା ଅଭିଯୋଗ ହୋଇଛି ।   ସୂଚନା ଅନୁସାରେ, ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ…