Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଭୁବନେଶ୍ୱରରେ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ

ଭୁବନେଶ୍ୱର: ପଟିଆ-ଭୁବନେଶ୍ୱର ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଏହାର ଟ୍ରାନ୍ସପୋର୍ଟ ପ୍ରଭାଗ ଦ୍ୱାରା ସ୍ଥାନୀୟ ପଟିଆ ସେବା କେନ୍ଦ୍ରଠାରେ ଜାତୀୟ ସଡକ ସୁରକ୍ଷା ମାସ ପାଳନ କରିଛି । ଏହି ଅବସରରେ “ସଡକ ସୁରକ୍ଷା ଓ ସାମାଜିକ ଦାୟିତ୍ୱ” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜନ…

ହାଇ ପ୍ରୋଫାଇଲ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ଭିନ୍ନକ୍ଷମଙ୍କୁ ନେଇ ଚାଲିଥିଲା ଦେହ ବ୍ୟବସାୟ 

ଭୁବନେଶ୍ବର : ଭିନ୍ନକ୍ଷମଙ୍କୁ ନେଇ ଦେହ ବ୍ୟବସାୟ । ଏଭଳି ଅନୈତିକ କାଣ୍ଡର ସୌଦାଗର ଖୋଦ୍ ନିଖିଳ ଓଡିଶା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସଂପାଦକ ସୁରେଶ କୁମାର ବେହେରା ବୋଲି ଅଭିଯୋଗ ହୋଇଛି ।  ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଭିନ୍ନକ୍ଷମ ତାଲିମକେନ୍ଦ୍ରରେ ଚାଲିଥିଲା ହାଇ…

ଭୁବନେଶ୍ୱର ଗାନ୍ଧିମାର୍ଗରୁ ଆନ୍ଦୋଳନରତ ଏଏନଏମ କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏଏନଏମ କର୍ମୀଙ୍କୁ ଉଠାଇନେଲା ପୋଲିସ । ଗାନ୍ଧିମାର୍ଗରେ ଧାରଣାସ୍ଥଳରୁ ସେମାନଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେଇଛି । ଏତିକିବେଳେ ଆନ୍ଦୋଳନକାରୀ-ପୋଲିସ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି । ସାଧାରଣତନ୍ତ୍ର ଦିବସକୁ…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। https://twitter.com/bmcbbsr/status/1352590345356210177?s=19 ଚିହ୍ନଟ…

ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି : ବିଜେଡି

ଭୁବନେଶ୍ବର : ଚାଷୀ ଆନ୍ଦୋଳନ ନେଇ ଡ୍ରାମା କରୁଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି । ଚାଷୀ ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା ବନ୍ଦ କରି କେନ୍ଦ୍ର ସରକାରଙ୍କ ନିକଟରେ ବିଜେପି ନେତା ଦାବି କରନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । ରାଜ୍ୟରେ ଧାନ ସଂଗ୍ରହ…

ବିଧାନସଭା ବଜେଟ୍ ଅଧିବେଶନରେ ଅନଲାଇନ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ଅନଲାଇନରେ ଚାଲିବ ବିଧାନସଭାର ବଜେଟ ଅଧିବେଶ । ପ୍ରଶ୍ନୋତ୍ତର ଅନଲାଇନରେ ହେବ । ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ । ଉତ୍ତର ବି ପାଇବେ ଅନଲାଇନରେ । ମୋବାଇଲରେ ମିଳିବ ବିଧାୟକ ପଚାରିଥିବା ପ୍ରଶ୍ନର ଉତ୍ତର । ନୋଭା ଆପ୍ ଜରିଆରେ ସବୁ ତଥ୍ୟ ଦେଇପାରିବେ ବିଧାୟକ । ବିଧାନସଭାକୁ…

ରାଜଧାନୀରେ ସାଇକ୍ଲୋଥନ ଆୟୋଜିତ

ଭୁବନେଶ୍ୱର: ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଭୁବନେଶ୍ୱରରେ ସାଇକ୍ଲୋଥନ ଆୟୋଜିତ ହୋଇଛି । ଚଳିତବର୍ଷର ଥିମ୍‌ ରହିଛି ପେଡାଲ୍‌ ଫର୍‌ ରୋଡ୍‌ ସେଫଟି । ସଡକ ସୁରକ୍ଷାର ବାର୍ତ୍ତା ନେଇ ଶତାଧିକ ସାଇକ୍ଲିଷ୍ଟ ଏଥିରେ ସାମିଲ ହୋଇଥିଲେ । ସାଇକ୍ଲୋଥନ ଭୁବନେଶ୍ୱର ଓଏସ୍‌ଆରଟିସି…

ପରେଡ୍ ରିହରସାଲ୍ ପାଇଁ ଗାନ୍ଧିମାର୍ଗରେ ଟ୍ରାଫିକ କଟକଣା, ଅମାନିଆ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ଆରମ୍ଭ ହେଉଛି ପରେଡ୍ ରିହରସାଲ୍ । ଆଜି ଅପରାହ୍ଣ ସାଢ଼େ ୨ଟାରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡ଼ି ଆସିବାକୁ ଦିଆଯିବ ନାହିଁ ।  ଜନପଥରେ ଟ୍ରାଫିକ୍‌ ଚଳାଚଳ ସ୍ୱାଭାବିକ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ଆଜିଠୁ ପରେଡ୍ ରିହରସାଲ୍, ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆଉ ତିନି ଦିନ ପରେ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୁବନେଶ୍ୱର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜିଠୁ ମହାତ୍ମାଗାନ୍ଧୀ ମାର୍ଗରେ ପରେଡ ରିହରସାଲ୍ । ପରେଡ୍‌ ଅଭ୍ୟାସରେ ପୋଲିସ ବ୍ୟାଣ୍ଡ ସହ ୧୮ଟି ଗ୍ରୁପ୍‌ ଭାଗ ନେବେ । କେବଳ…

ଏଣିକି କିନ୍ନର କାଟିବେ ପାର୍କିଂ ଟିକେଟ 

ଭୁବନେଶ୍ବର: ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ କିନ୍ନର କାଟିବେ ପାର୍କିଂ ଟିକେଟ । ଆଜି ରାଜମହଲ ଛକରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଏହାର ଉଦ୍ଘାଟନ କରିଛନ୍ତି । ଏଥିପାଇଁ ଟିଜି ସ୍ବୀକୃତିପ୍ରାପ୍ତ ସ୍ମାର୍ଟ ସିଟିର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରାଯାଇଛି । ରାଜମହଲ…