Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ପୁରସ୍କୃତ ହେଲେ ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ବିଜେତା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅଗଣିତ ଲୋକଙ୍କୁ ଏକ ନୂଆ ଅନୁଭୂତି ଦେଇଥିଲା ଅଗ୍ରଣୀ ନ୍ୟୁଜ୍ ୱେବ୍‌ସାଇଟ୍ ଓଡିଶା ସମ୍ବାଦ ଏବଂ ଓଡିଶା ବାଇଟ୍ସ । ଅନୁଷ୍ଠିତ ହୋଇଥିଲା ଲକ୍‌ଡାଉନ୍ ରେସିପି ଓ କରୋନା କ୍ରିଏଟିଭିଟି ନାମକ ଦୁଇଦୁଇଟି ଅନ୍‌ଲାଇନ୍ ଇଭେଣ୍ଟ । ଗତବର୍ଷ ଏପ୍ରିଲ୍ ମାସର ଶେଷ…

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି ।  ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା…

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ…

ଆସନ୍ତାକାଲିଠୁ ଜନତା ମଇଦାନରେ ତୋଷାଳି ମେଳା

ଆସନ୍ତାକାଲିଠୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ…

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଭୁବନେଶ୍ବର :ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ବରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି…

ଭୁବନେଶ୍ବରରେ ନକଲି ସସ୍ ଓ ଆଚାର 

ଭୁବନେଶ୍ବର : ଆଜି ପୁଣିଥରେ ଭୁବନେଶ୍ବରରୁ ମିଳିଛି ଅପମିଶ୍ରିତ ସାମଗ୍ରୀ । କିଛି ଦିନ ତଳେ ଭୁବନେଶ୍ବର ସୁନ୍ଦରପଦା କୈବଲ୍ୟ ନଗରରୁ ନକଲି ଘିଅ କାରଖାନା ଠାବ ହୋଇଥିବା ବେଳେ ଆଜି ନକଲି ସସ୍ ଓ ଆଚାର ଜବତ ହୋଇଛି ।  ରାଜଧାନୀ ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କମ୍ପାନୀରେ ପୋଲିସର ସ୍ପେଶାଲ…

ଓଲିଉଡ ଅଭିନେତା ରବି ମିଶ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବର୍ଷୀୟାନ୍ ଅଭିନେତା ରବି ମିଶ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ନିଖୁଣ…

ପାର୍ବତୀ ଗିରିଙ୍କ  ୯୫ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କ  ୯୫ତମ ଜନ୍ମ ଜୟନ୍ତୀ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି। ଦେଶସେବା ସହ ଅସହାୟଙ୍କ କଲ୍ୟାଣ ଦିଗରେ ତାଙ୍କ ଜୀବନବ୍ୟାପୀ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟ…

ବାଣୀବିହାର ଅଶାନ୍ତ ନେଇ ସିପିଙ୍କୁ ଭେଟିଲେ କୁଳପତି, କହିଲେ କ୍ୟାମ୍ପସ ଭିତରେ ପ୍ରବେଶ ପାଇଁ ଆଇକାର୍ଡ ବାଧ୍ୟତାମୂଳକ

ଭୁବନେଶ୍ୱର : ଦଶ ମାସ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିଥିବା ବେଳେ ଗତକାଲି ଗୋପବନ୍ଧୁ ହଷ୍ଟେଲରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଉତ୍ତେଜନା ଦେଖାଦେଇଛି । ଏ ନେଇ ଆଜି କୁଳପତି ସବିତା ଆଚାର୍ଯ୍ୟ ପୋଲିସ କମିଶନରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ କୁଳପତି କହିଛନ୍ତି…

ଭୁବନେଶ୍ୱରରୁ ୧୦୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ । ୧୦୨ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ମାମଲାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ । ଗତକାଲି ଭୁବନେଶ୍ୱର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ…