Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ…

ସାଇ ଇଣ୍ଟର ନ୍ୟାସନାଲ ପକ୍ଷରୁ ସାଇ ହୋମ ସ୍କୁଲର ଶୁଭାରମ୍ଭ

ଭୁବନେଶ୍ୱର: ସାଇ ଇଣ୍ଟର ନ୍ୟାସନାଲ ଏଜୁକେଶନାଲ ଗ୍ରୁପ ଭୁବନେଶ୍ୱର ପକ୍ଷରୁ ଅନଲାଇନ ପାଠପଢା ପ୍ଲାଟଫର୍ମ ସାଇ ହୋମ ସ୍କୁଲସ୍‌ର ଶୁଭାରମ୍ଭ କରାଯାଇଛି । ଯେଉଁମାନେ କରୋନା ମହାମାରୀ ଭୟରେ ସ୍କୁଲ ଯିବାକୁ ସକ୍ଷମ ନୁହେଁ ସେମାନଙ୍କ ପାଇଁ ଦୃଷ୍ଟିରେ ରଖି ଏହାର ଶୁଭାରମ୍ଭ କରାଯାଇଛି । ନର୍ସରୀରୁ…

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର

ଭୁବନେଶ୍ୱରରେ : ମାଷ୍ଟର କ୍ୟାଣ୍ଟିନ ଛକରେ ଆଦି ଗୋଟିଏ କାର ହଠାତ ଜଳିଯାଇଥିଲା । କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ । ଗାଡିଟି ରିପାରିଂ ପାଇଁ ଯାଉଥିବା ଜଣାପଡିଛି ।

୨୧ରୁ ରାଜଧାନୀରେ ତୋଷାଳୀ ମେଳା

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବ ପଞ୍ଚଦଶ ତୋଷାଳୀ ମେଳା । ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମେଳାରେ କୋଭିଡ ନିୟମ ପାଳନ ଉପରେ ଜୋର ଦିଆଯିବ ବୋଲି ସୂଚନା…

ମଗାଣା ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ଖାଦ୍ୟ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଯୋଜନାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦିଆଯିବ ନାହିଁ । ଏଥିପାଇଁ ୧ ଟଙ୍କା ଦେବାକୁ ପଡ଼ିବ । ଏନେଇ ଆଜି ସୂଚନା ଦେଇଛନ୍ତି ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ବିଏମସି ପକ୍ଷରୁ ଭୁବନେଶ୍ୱରରେ ରାସ୍ତାକଡ଼ରେ ରହୁଥିବା ବାସହରାଙ୍କୁ ଖାଦ୍ୟ ବଣ୍ଟନ ଉପରେ କଟକଣା ଲଗାଇବା…

ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜଧାନୀକୁ ଭିକାରୀ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ । ରାଜଧାନୀରେ ବାସହରାଙ୍କୁ ଖାଦ୍ୟ ବାଣ୍ଟିବା ଉପରେ ଲାଗିଲା କଟକଣା । ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ଉପରେ ମଧ୍ୟ ବିଏମସି ପ୍ରତିବନ୍ଧକ ଲଗାଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି…

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

୨୧ ସ୍ୱାଗତମ ୨୧ ଅନଲାଇନ କଳା ଶିବିର ଉଦଯାପିତ

ଭୁବନେଶ୍ୱର: ଇଷ୍ଟର୍ଣ୍ଣ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ ୨୧ ସ୍ୱାଗତମ ୨୧ ଶୀର୍ଷକ ଚାରି ଦିନିଆ ଅନଲାଇନ କଳା ଶିବିର ଶେଷ ଦିନରେ ୱେବିନାର ଜରିଆରେ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ସଦସ୍ୟ କେବଶ ବର୍ଣ୍ଣୋତି ପରିଚାଲନା କରିଥିଲେ । ଇଷ୍ଟର୍ଣ୍ଣ…

ଭଲ ପାଇବାର ବର୍ଷ ୨୦୨୧

ଭୁବନେଶ୍ୱର : ସାଂସ୍କୃତିକ ଅନୁଷ୍ଠାନ "ସଂସ୍କୃତି ସଂସ୍କୃତି "ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ଏକ ମିଳନୀ ସମାରୋହ "ଭଲ ପାଇବାର ବର୍ଷ ୨୦୨୧" ର ଆନୁଷ୍ଠାନିକ ଶୁଭାରମ୍ଭ କରାଯାଇଛି। ବହୁ ସାଧୁ ସନ୍ଥ ଓ କଳାକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଉତ୍ସବରେ କିଟ ଓ କିସର ପ୍ରତିଷ୍ଠାତା ତଥା ସାଂସଦ…