Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜଧାନୀରେ ଆରମ୍ଭ ‘ମୋ ଖତ’ର ବିକ୍ରୟ

ଭୁବନେଶ୍ୱର: ରାଜଧାନୀରେ ଜୈବିକ ସାର 'ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳର ପରିମଳରୁ ଏହି ‘ମୋ ଖତ’ ପ୍ରସ୍ତୁତ ହେଉଛି । ବିଏମସି ପକ୍ଷରୁ ସହରର ଆବର୍ଜନା…

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

ଖୋର୍ଦ୍ଧା ବାଇପାସରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ୧କିଲୋ ୩୧୦ ଗ୍ରାମ ଧଳଜହର ଜବତ ହୋଇଛି । ଯାହାର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ । ଖୋର୍ଦ୍ଧା ବାଇପାସ ଜାତୀୟ ରାଜପଥରୁ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀଙ୍କୁ…

ରାଜଧାନୀରେ ଫାଷ୍ଟ ଫୁଡ୍ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ଥିବା ଫାଷ୍ଟଫୁଡ ଦୋକାନ ଗ୍ରୀନ ଚିଲିରେ ଅଗ୍ନିକାଣ୍ଡ। ଆଜି ସନ୍ଧ୍ୟାରେ ଘଟିଛି ଏହି ଘଟଣା । ତେବେ ଅଗ୍ନିକାଣ୍ଡରେୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…

ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ପିଲା, ଆଉ କମିବନି ସିଲାବସ୍

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ । ନଅ ମାସ ପରେ ଛାତ୍ରଛାତ୍ରୀ କ୍ଲାସରୁମରେ ପାଠ ପଢ଼ିବେ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବାକୁ ଆସିବେ । ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ଛାତ୍ରଛାତ୍ରୀ । ଅଧିକ ପିଲା ହେଲେ ଅଧିକ ସେକ୍ସନ କରାଯିବ । ଏନେଇ ସୂଚନା…

ଭୁବନେଶ୍ୱର ଶିଶୁ ଭବନ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଭୁବନେଶ୍ୱର ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସ…

ରାଜଧାନୀର ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର: ନୂଆବର୍ଷରେ କମିଶରେଟ ପୋଲିସର ନୂଆ ଯୋଜନା । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ । ପୋଲିସର ବସ୍ତିକୁ ଚାଲ ଅଭିଯାନ । ବସ୍ତିକୁ ଜଗିବ ପୋଲିସ । ରାଜଧାନୀର ବିଭିନ୍ନ ବସ୍ତିରେ ରାଜ୍ୟ ବାହାରର ଅପରାଧୀ ଭଡ଼ା ଘରେ ରହୁଛନ୍ତି । ଏଠାରେ ଲୁଚୁଛନ୍ତି । ଏହାକୁ ରୋକିବା…

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ…

ଆଜି ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଜଗା ଦୁଆର । ୯ ମାସ ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଆଜି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୧୨ଟା ୧୫ରେ ପୁରୀ ସର୍କିଟ ହାଉସରେ ପହଞ୍ଚିବେ । ୧୨ଟା ୪୦ରେ ସିଂହଦ୍ୱାର ନିକଟରେ ପହଞ୍ଚିବେ…

୧୦ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୫୬ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।…