Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

[ଭିଡ଼ିଓ] ଭୁବନେଶ୍ୱରର ଏକ ସ୍କୁଲ ପାଇଁ ହରିହରନ ଗାଇଲେ ସ୍କୁଲ ଆନଥେମ୍

ଭୁବନେଶ୍ୱର: ସୁନ୍ଦରପୁର ସ୍ଥିତ ୱିସ୍‌ଡମ୍ ଟ୍ରି ଗ୍ଲୋବାଲ ସ୍କୁଲ ପକ୍ଷରୁ ସ୍କୁଲର ସଙ୍ଗୀତ(ଆନଥେମ୍‌)କୁ କୋଭିଡ ଯୋଦ୍ଧାଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହି ସଙ୍ଗୀତ ଜରିଆରେ କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ସେବା, ତ୍ୟାଗ ଓ ଲକ୍ ଡାଉନ ଓ ସଟ୍ ଡାଉନ ବେଳେ ଛାତଛାତ୍ରୀଙ୍କ ଧୈର୍ଯ୍ୟକୁ…

ରାଜଧାନୀରେ ବିଏମସି ବଢାଇଛି କୋଭିଡ୍‌ ପରୀକ୍ଷା ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ଲାଗି ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟେଷ୍ଟ ସୁବିଧା ବଢାଇ ଦିଆଯାଇଛି । ବୁଧବାର ୨୨୮୫ ଜଣଙ୍କର ଟେଷ୍ଟ କରାଯାଇଥିଲା ବେଳେ ଏହା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ୨୦୧୦ ଜଣଙ୍କର ଟେଷ୍ଟ କରାଯାଇଥିଲା । ଗତକାଲି ବିଏମସି ପକ୍ଷରୁ…

କିମସ୍‌ରେ ଯୋଗଦେଲେ ଡାକ୍ତର ବିଧୁକଲ୍ୟାଣ ମହାନ୍ତି ଓ ଡାକ୍ତର ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର କର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ମେଡିକାଲ୍‍ ସାଇନସେସ୍ (କିମସ୍‌)ରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତି କିମ୍ସସ କ୍ୟାନ୍ସଗର ସେଣ୍ଟରର ନିର୍ଦ୍ଦେଶକ ତଥା…

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଓ ଅନ୍ୟ ପକ୍ଷରେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଲେ ଏହା…

ଆଜିଠୁ ପୁଣି ଚାଲିଲା ‘ମୋ ବସ୍‌’

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ଓ କଟକରେ ମୋ ବସ୍ ସେବା ଆରମ୍ଭ ହୋଇଛି । ସକାଳ ୭ଟାରୁ ମୋ ବସ୍ ଚଳାଚଳ ଆରମ୍ଭ ହୋଇଥିବା ବେଳେ ମୋଟ ୮ଟି ରୁଟରେ ନନ୍ ଏସି ବସ୍ ଚାଲୁଛି । ଏହି ରୁଟ୍‌ଗୁଡିକ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ ନମ୍ବର । ଏହି ବସଗୁଡିକ ସୋମବାରରୁ ଶୁକ୍ରବାର ଚାଲିବ ।…

ଭୁବନେଶ୍ୱର କୋର୍ଟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟର ସବ ଇନସ୍ପେକ୍ଟର(ସିଏସ୍‌ଆଇ) କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଗତକାଲି ରାତିରୁ ଆରମ୍ଭ ହୋଇଥିବା ବିଶୋଧନ କାମ ନ ସରିବା ଯାଏଁ କୋର୍ଟ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ମାମଲାର ଶୁଣାଣି ଥିଲେ…

ଆସନ୍ତାକାଲିଠୁ ପୁଣି ଚାଲିବ ମୋ ବସ୍

ଭୁବନେଶ୍ୱର : ରାଜଧାନୀରେ ଆସନ୍ତାକାଲିଠୁ ପୁଣି ଗଡିବ ମୋ ବସ୍ । ଆଠଟି ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ରୁଟ୍‌ଗୁଡିକ ହେଉଛି ୧୧, ୧୬,୧୮, ୨୦,୨୩, ୨୫, ୨୭ ଓ ୩୩ ନମ୍ବର । ସକାଳ ୭ଟାରୁ…

ଭୁବନେଶ୍ୱର ରେଳ ଷ୍ଟେସନରୁ ୪୧୦ କିଲୋ ଗଞ୍ଜେଇ ଜବତ

ଭୁବନେଶ୍ୱର: ଚୋରା ଚାଲାଣ ବେଳେ ଭୁବନେଶ୍ୱରରୁ ଜବତ ହୋଇଚି ୪୧୦ କିଲୋଗ୍ରାମ ଗଞ୍ଜାଇ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଜିଆରପି । ସେମାନେ ହେଲେ ସାଗର ପ୍ରଧାନ ଓ ସନ୍ତୋଷ ବାବୁ । ଦୁହିଁଙ୍କର ଘର ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ । ଟ୍ରେନ ଯୋଗେ ଗଞ୍ଜେଇ ଚାଲାଣ ହେଉଥିଲା । ରେଳ…

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର…

କୋଭିଡ ନିୟମ ଭାଙ୍ଗୁଛନ୍ତି କି ? ସାବଧାନ.. ପୋଲିସ ନେଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘରୁ ବାହାରିଲେ ମାସ୍କ ପିନ୍ଧୁନାହାନ୍ତି କି ? ହାଟ ହବଜାରକୁ ଗଲା ବେଳେ ସାମାଜିକ ଦୂରତ୍ୱ ନିୟମ ମାନୁଛନ୍ତି ତ ? ନ ହେଲେ କମିଶନରେଟ୍ ପୋଲିସ ନେଇ ପାରେ କାର୍ଯ୍ୟାନୁଷ୍ଠାନ । କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଏକ ହ୍ୱାଟସ୍ ଅପ୍ ନମ୍ବର ଜାରି କରାଯାଇଛି । ଏହି…