Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢିଲା ଯାନବାହାନ ପାସ୍‌ର ଅବଧି: ପୋଲିସ କମିଶନର

ଭୁବନେଶ୍ୱର: ଯାନବାହାନ ଚଳାଚଳ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ପାସ୍‌ର ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଏହାକୁ ମାର୍ଚ୍ଚ ୨୯ ତାରିଖ ଯାଏଁ ବୈଧ ରଖାଯାଇଥିଲା । କିନ୍ତୁ କୋଭିଡ୍‌୧୯ ପରିସ୍ଥିତି ନ ସୁଧୁରିବା ଯାଏଁ ଏହି ଗାଡି ପାସ୍‌ର ବୈଧତାକୁ ବଢାଯାଇଛି । ପାସ୍‌ର…

ସମ୍ ହସ୍ପିଟାଲର ନିର୍ମାଣାଧୀନ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ବୁଲି ଦେଖିଲେ ୫ଟି ସଚିବ

ଭୁବନେଶ୍ୱର: ସମ୍ ହସ୍ପିଟାଲ ଦ୍ୱାରା ନିର୍ମିତ ହେଉଥିବା ୫୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କରୋନା ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିବା ପାଇଁ ରବିବାର ଅପରାହ୍ନରେ ପହଞ୍ଚିଥିଲେ ୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ । ତାଙ୍କ ସହ ସୋଆ ବିଶ୍ୱବିଦ୍ୟାଳୟ ଓ ସମ୍ ହସ୍ପିଟାଲର…

କରୋନା ସହିତ ଲଢେଇ: ଏନ-୯୫ ମାସ୍କ ସହ ଭୁବନେଶ୍ୱର ପହଞ୍ଚିଲା ଏୟାର ଇଣ୍ଡିଆ କାର୍ଗୋ

ଭୁବନେଶ୍ୱର: ଜାନୁଆରୀ ମାସଠାରୁ ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଲାଗି ଆନୁଷଙ୍ଗିକ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ଲିଃ (ଓଏସଏମସିଏଲ) ପକ୍ଷରୁ ନିବେଦନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କଲେ ଓଲିଉଡ କଳାକାର

ଭୁବନେଶ୍ୱର : କରୋନା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବିଭିନ୍ନ ବର୍ଗର ଲେକୋ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ । ଓଲିଉଡରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଯୋଜକ ଅକ୍ଷୟ ପରିଜା ଏକ ଲକ୍ଷ…

ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ତଥା ମଞ୍ଚ କଳାକାର ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

କଟକ: ମଞ୍ଚ, ଟେଲିଭିଜନ, ଚଳଚ୍ଚିତ୍ର ଓ ରେଡିଓର ଅଭିନେତା, ନିର୍ଦ୍ଦେଶକ, ନାଟ୍ୟକାର, ଷ୍ଟେଜ କ୍ରାଫ୍ଟ ଓ ଆଲୋକ ଡିଜାଇନ ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜୟଦେବ ଦାସଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଗତ ୧୨ ତାରିଖରୁ ଜୟଦେବ ଅସୁସ୍ଥ ଥିଲେ । କଟକ…

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୨ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା ନେଇ ଆଜି ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ଏକ ହଜାର ଟଙ୍କା ସହାୟତା ଯୋଗାଇ ଦେବେ । । ଏ ନେଇ ୯୪୦ କୋଟି…

ଦକ୍ଷିଣ କୋରିଆ(ପେସେଣ୍ଟ-୩୧)କୁ ନଜରରେ ରଖି ସୁପର୍ ସ୍ପ୍ରେଡର୍ ନ ହେବାକୁ କହିଲେ ସୁବ୍ରତୋ ବାଗଚୀ

ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ ଚିହ୍ନଟ ହେବାର ଦିନକ ପରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଦକ୍ଷିଣ କୋରିଆର ଜଣେ ବୃଦ୍ଧ ମହିଳାଙ୍କ ଉଦାହରଣ ଦେଇ ଲୋକଙ୍କୁ ସତର୍କ କରାଇଛନ୍ତି । ସେ କହିଛନ୍ତି ଯେ, ଦକ୍ଷିଣ କୋରିଆର ‘ପେସେଣ୍ଟ -୩୧’ ଭଳି ସୁପର ସ୍ପ୍ରେଡର ହୁଅନ୍ତୁନି…

କରୋନା ଭୟ: କର କ୍ଲିନିକର ସଫେଇ କର୍ମଚାରୀ ହଟହଟା

ଭୁବନେଶ୍ୱର : ତୃତୀୟ କରୋନା ପଜିଭିଭ ରୋଗୀ ରାଜଧାନୀର କର କ୍ଲିନିକରେ ଚିକିତ୍ସିତ ହେଉଥିବାରୁ ଏଠାକାର କର୍ମଚାରୀମାନଙ୍କୁ ହଟହଟା ହେବାକୁ ପଡିଛି । ଶୁକ୍ରବାର ହସ୍ପିଟାଲର ୧୩ ଜଣ ସଫେଇ କର୍ମଚାରୀଙ୍କୁ ସେମାନେ ରହୁଥିବା ବସ୍ତିରେ ପଶିବାକୁ ଦିଆଯାଇ ନ ଥିଲା । ଏ ନେଇ ସେମାନେ ଭୁବନେଶ୍ୱର…

ଭୁବନେଶ୍ୱରର ଆଉ ୨ଟି ହୋଟେଲରେ ୩୦୦ ଟଙ୍କାରେ ମିଳିବ କ୍ୱାରେଣ୍ଟାଇନ ସୁବିଧା

ଭୁବନେଶ୍ୱର: ବିଏମସି(ଭୁବନେଶ୍ୱର ମହାନଗର ନିଗମ) ତରଫରୁ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ହୋଟେଲ ଗୁଡିକରେ କ୍ୱାରେଣ୍ଟାଇନ ସୁବିଧା କରାଯାଇଛି । ତେବେେ ଉପଲବ୍ଧ କରାଯାଇଥିବା ପେ- ଆଣ୍ଡ-ୟୁଜ କ୍ୱାରେଣ୍ଟାଇନ ସୁବିଧା ସୂଚୀରେ ଆଉ ୨ଟି ହୋଟେଲ ସାମିଲ ହୋଇଛି । ଏହି ତାଲିକାରେ ସାମିଲ ହୋଇଥିବା…

କାମରେ ଯୋଗ ଦେଲେ ଆଇଏଏସ୍ ତଥା ଓଏମସିର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା

ଭୁବନେଶ୍ୱର : ୧୪ ଦିନର କ୍ୱାରେଣ୍ଟାଇନ ପରେ କାମରେ ଯୋଗ ଦେଲେ ଆଇଏଏସ୍ ଆର୍ ଭିନିଲ କ୍ରିଷ୍ଣା । ତାଙ୍କୁ କୋଭିଡ୍‌୧୯ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି । ଏ ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ବିଦେଶରୁ ୧୦ ତାରିଖରେ ଫେରିଥିବା ବେଳେ ସରକାର ନିର୍ଦ୍ଦେଶ କ୍ରମେ ୧୬ ତାରିଖରେ…