Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

୪ ବର୍ଷରେ ୨୦ ଲକ୍ଷ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ ଅବସରରେ ୯ଜଣ ହିତାଧିକାରୀଙ୍କୁ ପକ୍କାଘର ‘ଯୋଗ୍ୟତା କାର୍ଡ ଅଧିକାର’ ପତ୍ର ବଣ୍ଟନ କରି ୨୦ଲକ୍ଷ ପକ୍କାଘରର ବଣ୍ଟନ ପ୍ରକିୟା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି…

ବାଂଲାଦେଶୀ ସେକ୍ସ ରାକେଟ ଠାବ; ଜଣେ ଦଲାଲକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ଏସଟିଏଫର ଅଫରାଧ ଶାଖା ଗୁରୁବାର ଦିନ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ କରିଛି । ଏହି ସେକ୍ସ ରାକେଟରେ ସଂପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଗୋଠପାଟଣା ଅଂଚଳର ପ୍ରଶାନ୍ତ କୁମାର ଓରଫ ବୁଲୁ । ବରମୁଣ୍ଡା ବସ ଷ୍ଟାଣ୍ଡରେ…

ସଫଳତାର ଶୀର୍ଷରେ ନବୀନ: ୫ମ ପାଳି ସହ ୨୦ ବର୍ଷର ଶାସନ ପୂର୍ତ୍ତି

ଭୁବନେଶ୍ୱର: କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଜଣେ ଜନପ୍ରିୟ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତର ୫ଥର ବିଜୁ ଜନତା ଦଳର ନେତୃତ୍ୱରେ ଶପଥ ଗ୍ରହଣ କରିବା ସହିତ ସଫଳତାର ସହିତ ୨୦ ବର୍ଷ ପୂରଣ କରିଛନ୍ତି ନବୀନ । ଓଡ଼ିଶା…

ସଫଳ ହେଲା ରାଜ୍ୟର ତୃତୀୟ କିଡନୀ ପ୍ରତ୍ୟାରୋପଣ

କଟକ/ ଭୁବନେଶ୍ୱର: ଗୁରୁବାର ଦିନ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ସଫଳତାପୂର୍ବକ କିଡନୀ ପ୍ରତ୍ୟାରୋପଣ କରିଛନ୍ତି । କିଡନୀ ଦାନ କରିଥିବା ମହିଳା ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗର ରାଜଲକ୍ଷ୍ମୀ ଦାସ । ନିକଟରେ ସେ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଓ ତାଙ୍କୁ…

ଓଡିଶାରେ କରୋନା ଭୟ: ସଂକ୍ରମଣରୁ ରକ୍ଷା ପାଇଁ ସ୍କୁଲ ପିଲାଙ୍କୁ ସତର୍କ ସୂଚନା

ଭୁବନେଶ୍ୱର: ସାରା ଦେଶରେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଓଡିଶା ସରକାର ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । କରୋନା ଆତଙ୍କକୁ ନେଇ ସ୍କୁଲ ପିଲାଙ୍କ ମଧ୍ୟରେ ସଚେତନତା ସୃ୍‌ଷ୍ଟି କରିଛନ୍ତି । ଏନେଇ ସମସ୍ତ ଡିଇଓ, ଡିପିସି ଓ ବିଇଓଙ୍କୁ ଚିଠି ଲେଖିଛି ଓଏସଇପିଏ ।…

ଲଜ୍ଜା: ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରି ଗିରଫ ହେଲେ ପୋଲିସ କନେଷ୍ଟବଳ

ଭୁବନେଶ୍ୱର: ନିଜ ସମ୍ପର୍କୀୟା ଭାଣିଜୀକୁ ଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ ପୋଲିସ ଗୁରୁବାର ଦିନ ବିଜୟ ସେଠୀ ନାମକ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀ ସେଠୀ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ସହିଦ ନଗର ଥାନାରେ ଲିଖିତ ଅଭିଯୋଗ…

ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ମାମଲାରେ ଗଣିତ ଶିକ୍ଷକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ସ୍କୁଲର ଜଣେ ଶିକ୍ଷକଙ୍କୁ ଗୁରୁବାର ଦିନ ସପ୍ତମ ଶ୍ରେୀଣୀ ଛାତ୍ରୀଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି ଗଣିତ ଶିକ୍ଷକ ସଞ୍ଜୟ ପଟ୍ଟନାୟକ । ପୋଲିସ ତାଙ୍କୁ ଗତକାଲି ପଚରାଉଚୁରା ପାଇଁ ଅଟକ ରଖିଥିଲା । ଛାତ୍ରୀଙ୍କ…

ଲଜ୍ଜା: ରାଜଧାନୀରେ ସ୍କୁଲ ଶିକ୍ଷକଙ୍କ ଛାତ୍ରୀଙ୍କ ପ୍ରତି ଅସଦାଚରଣ; ଥାନାରେ ଅଟକ

ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି । ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର…

ରାଜଧାନୀରେ ଅକସ୍ମାତ ବୃଷ୍ଟିପାତ; ସନ୍ଧ୍ୟା ୬ଟା ୩୦ ସୁଦ୍ଧା ଏହିସବୁ ସ୍ଥାନରେ ହେବ ବର୍ଷା !

ଭୁବନେଶ୍ୱର: ରାଜଧାନୀରେ ବୁଧବାର ଦିନ ଅପରାହ୍ନରେ ହଠାତ୍ ଝଡ଼ବର୍ଷା ହେବାକୁ ନେଇ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଥିଲେ । ଅପରାହ୍ନରେ ହୋଇଥିବା ଏହି ମୂଷଳଧାରାର ବର୍ଷା ରାଜଧାନୀକୁ ସମ୍ପୂର୍ଣ୍ଣ ଧୋଇ ଦେଇଥିଲା । ଦିନ ପ୍ରାୟ ୨ଟା ବେଳକୁ ଭୁବନେଶ୍ୱର ପାଗ କ୍ରମେ ବଦଳିବାକୁ ଲାଗିଥିଲା ।…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ନିିର୍ବାଚନ କମିଶନଙ୍କ ଦ୍ୱାରା ରିଟର୍ଣ୍ଣିଂ ଅଫିସର, ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୩ରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ପର୍ଯ୍ୟବେକ୍ଷକ ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ କରିଛନ୍ତି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ୨୦୦୫ ବ୍ୟାଚର ଓଏଏସ ଅଧିକାରୀ ତଥା…