Latest Odisha News

BREAKING NEWS

Browsing Category

କଟକ

Cuttack

[ଭିଡ଼ିଓ] ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଶବାସୀଙ୍କ ପାଇଁ ବାର୍ତ୍ତା

କଟକ : ସାଧାରଣତନ୍ତ୍ର ଦିବସରେ ଏଭଳି ନିଜେ ଗୀତ ଲେଖି ସଂଯୋଜନା କରିବା ସହିତ ନିଜେ ରେକଡ଼ିଂ କରିଛନ୍ତି ସବିର୍ ବକ୍ସ୍ । ଦେଶାତ୍ମବୋଧକ ଗୀତ ବୋଟ୍ ସହାୟତାରେ କରାଯାଇଥିବା ବେଳେ ମହାନଦୀର ଜଳ ଭିତରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ଗୀତ ସମୟରେ କ୍ୟାମେରା ଖଞ୍ଜା ଯାଇ ସୁଟିଂ କରାଯାଇଥିଲା ।…

[ଭିଡିଓ] ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

ଯାଜପୁର: ପ୍ରକାଶ ପାଇଲା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଯାଜପୁର ଜିଲ୍ଲାରେ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ପ୍ରାର୍ଥୀଙ୍କୁ ମିଳିସାରିଛି ନିର୍ବାଚନ ଚିହ୍ନ । ଛକ ବଜାରରେ ଲଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର ।…

[ଭିଡ଼ିଓ] କନିକା ରାଜପରିବାରରେ ବୀଭତ୍ସ ହତ୍ୟା, ମା’କୁ ହତ୍ୟା କଲା ପୁଅ

କଟକ: କନିକା ରାଜପରିବାରରେ ବୀଭତ୍ସ ହତ୍ୟାକଣ୍ଡ । କଟକ କନିକା ଛକସ୍ଥିତ ଶ୍ରୀବିହାର କଲୋନିରେ ରହୁଥିବା ରାଜପରିବାରରେ ମାଆକୁ ହତ୍ୟା କରିଛି ପୁଅ । କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଭଞ୍ଜଦେଓଙ୍କୁ ହତ୍ୟା କରିଛି ତାଙ୍କ ପୁଅ ଗୋପାଳ ଭଞ୍ଜଦେଓ । ୭୫ ବର୍ଷୀୟା ମାଆଙ୍କୁ କଟୁରୀରେ…

ଆଜିଠୁ ଆରମ୍ଭ ଓଡ଼ିଶା ଓପନ, ଭାଗ ନେବେ ୩୦୦ ଖେଳାଳି

କଟକ: ଆଜିଠୁ କମ୍ପିବ କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଖେଳାଯିବ ବିଡବ୍ଲ୍ୟୁଏଫ୍ ଓଡ଼ିଶା ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ । ଏହି ପ୍ରତିଯୋଗିତାରେ ସାରା ବିଶ୍ୱର ୩୦୦ରୁ ଅଧିକ ବଛାବଛା ଖେଳାଳିଙ୍କ ସହ ୧୦୦ରୁ ଅଧିକ ଅଫିସିଆଲ୍ସ ଭାଗ ନେବେ…

ଭୃଣ ନିରୁପଣ ମାମଲା: କଟକରୁ ରାଞ୍ଚି ଲମ୍ବିଛି ଚେର

କଟକ: ବହୁଚର୍ଚ୍ଚିତ ବେଆଇନ୍ ଭୃଣ ନିରୁପଣ ମାମଲା । ପୋଲିସ ରାଡାରକୁ ଆସିଥିଲା କଟକ କାଠଗୋଲା ଅଂଚଳର ଆଲଫା ହେଲଥ୍ କେୟାର୍ ଲ୍ୟାବ୍ । ପୂର୍ବରୁ ଏହି ମାମଲାରେ ୪ଜଣ ଗିରଫ ହୋଇଥିଲାବେଳେ ଆଜି ଅନ୍ୟ ଜଣେ ଅଭିଯୁକ୍ତକୁ ମଙ୍ଗଳବାଗ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ବାସିନ୍ଦା…

ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ୍

ନୂଆଦିଲ୍ଲୀ: ବାରବାଟୀରେ ହେବନି ଭାରତ- ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ମ୍ୟାଚ । ଭାରତ- ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ୍‌ ଆୟୋଜନରୁ ବାଦ ପଡ଼ିଛି କଟକର ବାଟବାଟୀ ଷ୍ଟାଡିୟମ। ଦେଶରେ କରୋନାର ତୃତୀୟ ଲହର ଦ୍ରୁତଗତିରେ ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଆଜି ବିସିସିଆଇ…

ଅପମିଶ୍ରିତ ମସଲା କାରଖାନା ଠାବ

କଟକ: ପୁଣି କଟକରେ ଜବତ ହେଲା ଅପମିଶ୍ରିତ ବିଭିନ୍ନ ପ୍ରକାରର ମସଲା । ଜଗତପୁର ଶିଳ୍ପାଞ୍ଚଳ ଏକ କାରଖାନାରେ ବିଭିନ୍ନ ପ୍ରକାରର ମସଲା ଓ ହଳଦୀକୁ ଅପମିଶ୍ରିତ ହେଉଥିବା ଖବର ପାଇ ପୋଲିସ ଏବଂ ଫୁଡ ସ୍କ୍ୱାର୍ଡ ଚଢ଼ାଉ କରିଥିଲେ । ଏହି ଚଢାଉରେ ବିପୁଳ ପରିମାଣର ମସଲା ଗୁଣ୍ଡ ଜବତ ହୋଇଛି । ଏଥିସହିତ…

[ଭିଡ଼ିଓ] ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ କଟକରୁ ଭୁବନେଶ୍ୱର ଗ୍ରୀନ୍ କରିଡର

କଟକ : କଟକ SCB ମେଡିକାଲ୍‌ରେ ଚିକିତ୍ସିତ ଜଣେ ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର ହୋଇଛି । ଆଜି ସକାଳ ପ୍ରାୟ ୯ଟା ସମୟରେ ଗ୍ରୀନ୍‌ କରିଡର କରାଯାଇ ସମ୍ପୃକ୍ତ ରୋଗୀଙ୍କୁ SCB ମେଡିକାଲ୍‌ରୁ ଭୁବନେଶ୍ୱର ବିମାନ ବନ୍ଦର ନିଆଯାଇଥିଲା । ବିମାନ ବନ୍ଦରରୁ ଏୟାରଲିଫ୍ଟ କରି ତାଙ୍କୁ ସୁରତ ନିଆଯିବାର…

[ଭିଡ଼ିଓ ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଶେଷ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଆଜି ଥିଲା ଶେଷ ଦିନ । ଏଥିପାଇଁ କୋଭିଡ୍ କଟକଣାରେ କଟକରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ମାନେ । ସମିତି ସଭ୍ୟ, ସରପଞ୍ଚ, ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଷଦ ସଭ୍ୟମାନେ ନାମାଙ୍କନପତ୍ର ଦାଖଲ…

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ…