Latest Odisha News

BREAKING NEWS

Browsing Category

କଟକ

Cuttack

ଜାତୀୟ ରାଜପଥ ଟ୍ରାଫିକ୍ ଥାନା ଉଦଘାଟିତ

କଟକ: ଉଦଘାଟନ ହେଲା ବହୁ ପ୍ରତୀକ୍ଷିତ ଜାତୀୟ ରାଜପଥ ଟ୍ରାଫିକ୍ ଥାନା । କଟକ- ଭୁବନେଶ୍ୱର ଜାତୀୟ ରାଜପଥର ପ୍ରତାପନଗରୀ ଠାରେ ଏହି ଥାନାକୁ ଉଦଘାଟନ କରିଛନ୍ତି ପୋଲିସ୍ ଡିଜିପି ଶ୍ରୀ ଅଭୟ। ଜାତୀୟ ରାଜପଥରେ ପ୍ରତ୍ୟକ ଦିନ କିଛି ନା କିଛି ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଯାଉଛି । ଦୁର୍ଘଟଣା…

କଟକରୁ ୨ କିଲୋ ସୁନା ଜବତ, ଜିଏସଟି ଫାଙ୍କି ବିକ୍ରି କରୁଥିଲେ

କଟକ: ପଞ୍ଜାବରୁ ସୁନା ଆଣି କଟକରେ ବେପାର କରୁଥିଲେ । ଜିଏସଟି ଫାଙ୍କି ବେଆଇନ ବିକ୍ରି କରିବା ବେଳେ ଧରିଲା ପୋଲିସ । କଟକରୁ ୨ କିଲୋ ୨୯ ଗ୍ରାମ୍ ସୁନା ଜବତ କରିଛି କମିଶନରେଟ ପୋଲିସ । ଏହି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ଜବତ ସୁନାର ମୂଲ୍ୟ ୫୫ ଲକ୍ଷରୁ ଅଧିକ ଟଙ୍କା ହେବ ।…

ରେଳ ଫାଟକରେ ଭିଡ

କଟକ : ରେଳ ଫାଟକରେ ନାହିଁ ନଥିବା ଭିଡ । କଟକ ପାରାଦୀପକୁ ଟ୍ରେନ୍ ଚଳାଚଳ କରୁଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ଲୋକମାନଙ୍କୁ। କଟକ ଗୋଶାଳା ରେଳଫାଟକର ଦୃଶ୍ୟ । ନୂଆବଜାର ଛକରୁ ଗୋଶାଳା ଓ ନୂଆପଡା,ଖପୁରିଆ ଦେଇ ଜାତୀୟ ରାଜପଥର ପ୍ରେସ୍ ଛକକୁ ସଂଯୋଗ କରୁଥିବା ରାସ୍ତା ।…

କୋଭିଡ୍ ଟିକା ହେରଫେର୍ ସହ ଅନିୟମିତତା ଅଭିଯୋଗ

କଟକ : ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଘଂନ । ସକାଳରୁ ଅପରାହ୍ନ ଯାଏଁ ଟିକା କେନ୍ଦ୍ରରେ ଟିକା ଦେବା ପାଇଁ ନିୟମ କରିଛନ୍ତି ସରକାର । ମାତ୍ର କଟକର ତିନିଘରିଆ ଠାରେ ଥିବା ନୂଆବଜାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତିରେ ଟିକା ଦିଆଯାଉଥିବାର ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି। ରାତି…

ଭୁବନେଶ୍ୱର ଓ କଟକରେ ନିର୍ଧୁମ ବର୍ଷିଲା, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା

ଭୁବନେଶ୍ୱର: ଟୁଇନ୍ ସିଟିରେ ୨-୩ ଘଣ୍ଟା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ୱର ଓ କଟକରେ ଭୋରରୁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ଭୁବନେଶ୍ୱର ହାଲ୍ ବେହାଲ୍ ହୋଇଛି । ଏମିତି ବର୍ଷା ହେଉଥିବା ଯେ ରାସ୍ତାଘାଟ ଦେଖା ଯାଉ ନଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି…

ଦିଆସିଲି କାଠିରେ ଅଢେଇ ଇଞ୍ଚ ରଥ

କଟକ : ଦିଆସିଲିରେ କୁନି ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଛାତ୍ର । କଟକ ରାଜାବଗିଚା ସର୍ବୋଦୟପୁରରେ ରୁହନ୍ତି ଛାତ୍ର ସ୍ମୃତିରଞ୍ଜନ ମହାନ୍ତି । ସ୍ମୃତି ଅଢେଇ ଇଞ୍ଚର ରଥ ତିଆରି କରିବା ସହ ମହମବତୀରେ ଏକ ସୁନ୍ଦର ଆକର୍ଷଣୀୟ ଜଗନ୍ନାଥ ମୂର୍ତ୍ତି ତିଆରି କରିଛନ୍ତି । ଦିଆସିଲି…

କଟକରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଗଳା କାଟି ହତ୍ୟା, ମହିଳା ଗୁରୁତର

କଟକ:  ଜଘନ୍ୟ ହତ୍ୟାକାଣ୍ଡ । ଫୁଟପାଥରେ ଶୋଇଥିବା ବେଳେ ଯୁବକଙ୍କୁ ଗଳା କାଟି ନିର୍ମମ ହତ୍ୟା । ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କଲେଜ ଛକ ସିଡିଏ ମାର୍କେଟରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗୁରୁତର ମହିଳାଙ୍କୁ ଚିକିତ୍ସା ପାଇଁ କଟକ ବଡ଼…

ଠିଆ ହୋଇଥିବା ଗାଡ଼ିକୁ ପଛରୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଓ ଜଣେ ଗୁରୁତର

କଟକ: ଅଶୁଭ ମଙ୍ଗଳବାର । ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । କଟକ ମଙ୍ଗୁଳି ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଜଣେ ଗୁରୁତର ଅଛନ୍ତି । ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି…

ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି,୧୫ ଦିନ ମଧ୍ୟରେ ସମାଧାନ ନିର୍ଦ୍ଦେଶ

କଟକ:  ଅଳ୍ପ ବର୍ଷାରେ ବେହାଲ୍ ସ୍ଥିତି । କଟକରେ ଉପୁଜୁଛି ଜଳବନ୍ଦୀ ସ୍ଥିତି । ବିଶେଷ କରି ମହାନଦୀବିହାର ଅଞ୍ଚଳରେ ଅଳ୍ପ ବର୍ଷାରେ ବି ସମସ୍ୟା ଉପୁଜୁଛି । ଏନେଇ ଖୁବଶିଘ୍ର ସମସ୍ୟାର ସମାଧାନ କରିବାକୁ ତତ୍ପର ହୋଇଛି ପ୍ରଶାସନ । ରାସ୍ତା ମରାମତି ସହିତ ଜଳ ନିସ୍କାସନ କିଭଳି ସୁରୁଖୁରୁରେ…

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…