Latest Odisha News

BREAKING NEWS

Browsing Category

ସହର

City

ଟ୍ରାଫିକ ନିୟମ ପାଳନ ସହ ସୁରକ୍ଷିତ ଭାବେ ଗାଡ଼ି ଚଳାନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ତ୍ତମାନ ଏକ ମାସ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଏହି ଅବସରରେ ଆଜି ଲୋୟର ପିଏମଜିରେ ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଲୋୟର ପିଏମଜିରୁ…

ସୋଆରେ ବରିଷ୍ଠ କୀଟ ତତ୍ତ୍ୱବିତମାନଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌)ର କୀଟତତ୍ତ୍ୱ ବିଭାଗ ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ପାଞ୍ଚ ଜଣ ବରିଷ୍ଠ ତଥା ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ କୀଟତତ୍ୱବିତ୍‌…

ଜାତୀୟ ଖୋ ଖୋ ଟିମକୁ ସ୍ପନସର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ହେବ ୧୫ କୋଟି

ଭୁବନେଶ୍ୱର: ‘ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ  ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ…

ଏବେ ବିଦେଶାଗତ ପକ୍ଷୀଙ୍କ ଉପରେ ନଜର ରଖିବ ସାଟେଲାଇଟ

ଭୁବନେଶ୍ବର: ବର୍ତ୍ତମାନ ଶୀତ ଋତୁ ଚାଲିଥିବାବେଳେ, ଏହି ସମୟରେ ଚିଲିକା, ଅଂଶୁପା, ହୀରାକୁଦ ଏବଂ ଭିତରକନିକାକୁ ବହୁ ବିଦେଶ ପକ୍ଷୀଙ୍କ ଆଗମନ ହୋଇସାରିଛି । ବିଭିନ୍ନ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ଫାଟିପଡୁଛି ଏହି ସବୁ ହ୍ରଦ ଓ ଏହାର ପାଖଆଖ ପରିବେଶ । ତେବେ…

‘ଆଳୁ ଯୋଗାଣକୁ ନେଇ ଓଡିଶାକୁ ବ୍ଲାକମେଲ୍ କରୁଥିଲେ ଦିଦି’

ଭୁବନେଶ୍ୱର: ଓଡ଼ିଶାକୁ ଏକ ପ୍ରକାର ବ୍ଲାକମେଲ୍ କରୁଥିଲା ଆମ ପଡ଼ୋଶୀ ରାଜ୍ୟ । ପଶ୍ଚିମବଙ୍ଗ ଆଳୁ ଟ୍ରକ୍‌ କୁ ରାଜ୍ୟର ସୀମାରେ ଅଟକାଇ ଦେଉଥିଲା । ତେଣୁ ଆମେ ନିଷ୍ପତ୍ତି ନେଇଛୁ, ମମତା ଦିଦିଙ୍କୁ ଆଉ ବ୍ଲାକମେଲ୍ କରିବାକୁ ସୁଯୋଗ ଦେବୁନି ଏଭଳି କହି ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ…

୮୦ ବର୍ଷରୁ ଉର୍ଦ୍ଧ୍ବ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମିଳିବ ମାସିକ ୩୫୦୦ ଟଙ୍କା ଭତ୍ତା

ଭୁବନେଶ୍ୱର: ରାଜ୍ୟର ୮୦ ବର୍ଷରୁ ଅଧିକ ବୃଦ୍ଧ ଓ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ । ଏହା ସହିତ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମଧ୍ୟ ମାସିକ ଭତ୍ତା ୩୫୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ପୂର୍ବରୁ ଏହି ଭତ୍ତା ୧୨୦୦ ଟଙ୍କା ଥିବା ବେଳେ ଏବେ ଏହାକୁ…

ଆଦିବାସୀ ମେଳା ୨୦୨୫: ଲେଜର୍ ଶୋ’ରେ ଝଲସିବ ଆଦିବାସୀ ପରମ୍ପରା ଓ ସ୍ବାଧୀନତା ସଂଗ୍ରାମର ଗାଥା

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୫ ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ମେଳା ୨୦୨୫ଅନୁଷ୍ଠିତ ହେବ । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହା ଆୟୋଜିତ ହେଉଛି । ଜାନୁଆରୀ ୫ ତାରିଖରୁ…

ଆସନ୍ତାକାଲିଠୁ ଆରମ୍ଭ ହେବ କୃଷି ଓଡ଼ିଶା-୨୦୨୫

ଭୁବନେଶ୍ୱର: ଆସନ୍ତା କାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଚାଲିବ 'କୃଷି ଓଡ଼ିଶା ୨୦୨୫' । ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବିଜୁପଟ୍ଟନାୟକ ଖେଳ ପଡ଼ିଆରେ ଓଡ଼ିଶା ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଆୟୋଜନ ହେବ । ଆସନ୍ତାକାଲିଠାରୁ ୩ ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଜାନୁଆରୀ ୩ରୁ ୫ ତାରିଖ…

ପ୍ରବାସୀ ଭାରତୀୟ ଦିବସ; ପାରମ୍ପାରିକ ଚିତ୍ରର ଗାଥାରେ ସଜେଇ ହେଲାଣି ଭୁବନେଶ୍ୱର

ଭୁବନେଶ୍ୱର: ଜାନୁୟାରୀ ୮ ତାରିଖରୁ ୧୦ ଯାଏଁ ଭୁବନେଶ୍ୱରରେ ଏକାଠି ହେବେ ପ୍ରବାସୀ ଭାରତୀୟ । ହଜାର ହଜାର ଅତିଥି ସାମିଲ ହେବାକୁ ଥିବା ଏହି ସମ୍ମିଳନୀକୁ ସଫଳତାର ସହ ଆୟୋଜନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତିରେ ଚାଲିଛି । ଏନେଇ ସଜେଇ ହେଲାଣି ରାଜଧାନୀ ଭୁବନେଶ୍ୱର । ସରକାର ମଧ୍ୟ ଆତିଥେୟତାରେ…

ଗଣତନ୍ତ୍ର ଦିବସ ୨୦୨୫ ପରେଡରେ କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର: ଚଳିତ ଗଣତନ୍ତ୍ର ଦିବସ ପରେଡରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ରାଜ୍ୟ ସରକାର ପଠାଇଥିବା ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାର ଚଳିତ ବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ ଓଡ଼ିଶାର…